ଦିଲ୍ଲୀରୁ ମିଟିଂ ସାରି ଏପରି କିଛି କଥା କହି ଦେଇଛନ୍ତି… ବିଜେପି ରାଜ୍ୟ ସଭାପତି Manmohan Samal

ଦିଲ୍ଲୀରୁ ଫେରି ଏଭଳି କିଛି କହିଦେଲେ ମନମୋହନ ସାମଲ ! ସୂଚନା ମୁତାବିକ ଦିଲ୍ଲୀରେ ମିଟିଂ ପରେ ମିଟିଂ ଚାଲୁ ରହିଛି । ବିଜେପି ଓ ବିଜେଡି ମଧ୍ୟରେ ଦିଲ୍ଲୀରେ ଗୋଟେ ପରେ ଗୋଟେ ବୈଠକ ହେବାରେ ଲାଗିଛି । ତେବେ ଏହାରି ଭିତରେ ଦିଲ୍ଲୀରୁ ମିଟିଂ ସାରି ଏଭଳି କିଛି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ତାଙ୍କ କଥାରୁ କିଛି ଏପରି ଅନୁମାନ କରାଯାଉଛି । ଯେ ପୂର୍ବରୁ ନେଇ ଯେଉଁ ଦୃଢୋକ୍ତି ଥିଲା । ଏବେ ତାହା ନାହିଁ ।

ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ର୍ରିୟାରୁ ଯାହା ଜଣା ପଡୁଛି । ଓଡିଶାରେ ମେଣ୍ଟ ସରକାର ଗଠନ ହେବା ପାଇଁ ଯାଉଛି । ତେବେ ବର୍ତ୍ତମାନ ଓଡିଶା ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ଖୁବ ଚର୍ଚା ଧରିଛି । ଓଡିଶାରେ ମେଣ୍ଟ ହେବ କି ନାହିଁ ତାହାକୁ ନେଇ ଆଲୋଚନା ଥମିବାରେ ନାଁ ମଧ୍ୟ ନେଉନାହିଁ । ଏ ନେଇ ରାଜନେତା ମାନେ କୌଣସି ସ୍ପଷ୍ଠ ପ୍ରତିକ୍ରିୟା ରଖୁନଥିଲେ ମଧ୍ୟ ଓଡିଶାରେ ମେଣ୍ଟ ସରକାର ହେବା ପାଇଁ ଯାଉଛି ବୋଲି ସମ୍ଭାବନା ଦିନକୁ ଦିନ ବଢିବାରେ ଲାଗିଛି ।

ତେବେ ଚଳିତ ବର୍ଷ 2024 ରେ ଓଡିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଗଢା ହୋଇପାରେ । ତେବେ ମେଣ୍ଟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ଜାଣନ୍ତୁ । ତାଙ୍କ କହିବା ଅନୁଯାଇ ସବୁ କିଛି ଠିକ ଠାକ ଚାଲିଛି । ଯେମିତି ପ୍ରକ୍ରିୟାରେ ଚାଲିବା କଥା ସେହି ପ୍ରକ୍ରିୟାରେ ଚାଲିଛି । 2 ଦିନ ଧରି ଦିଲ୍ଲୀରେ ରୁଦ୍ଧଦ୍ଵାର ବୈଠକ ଚାଲିଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟ ଏ ବିଷୟରେ ଆଲୋଚନା କରାଯାଇଥିଲା । ତେବେ ଦିଲ୍ଲୀରେ ହୋଇଥିବା ବୈଠକରେ ବିଜେପିର ବହୁ ବଡ ବଡ ନେତା ସାମିଲ ରହି ଆଲୋଚନା ପ୍ରକ୍ରିୟାରେ ନିଜର ମତ ପ୍ରକାଶ କରିଥିଲେ । ତେବେ ମନମୋହନ ସାମଲଙ୍କ ପ୍ରତିକ୍ରିୟାରୁ ଏଭଳି କିଛି ସ୍ପଷ୍ଠତା ଅନୁମାନ କରାଯାଉଛି କି ! ଏଥର ଓଡିଶାରେ ବିଜେପି ଓ ବିଜେଡି ସରକାରଙ୍କ ମଧ୍ୟରେ ମେଣ୍ଟ ସରକାର ଗଠନ କରାଯିବା ପାଇଁ ଜୋରଦାର ଆଲୋଚନା ଚାଲୁ ରହିଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିବା ଲାଗି ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *