ବାଙ୍ଗଳାଦେଶ ଯଦି ଭାରତକୁ ହରାଇ ଦେବ ତା ହେଲେ ବାଙ୍ଗାଲାଦେଶ କ୍ରିକେଟରଙ୍କ ସହ ଡେଟିଙ୍ଗ ରେ ଯିବେ ବୋଲି ଅଫର ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ । ହଁ ଦର୍ଶକ ବନ୍ଧୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଖେଳା ଯାଇଥିବା ମ୍ଯାଚ ରେ ପାକିସ୍ତାନ ଭାରତ ଠାରୁ 7 ବିକେତେ ରେ ଶୋଚନୀୟ ଭାବେ ହାରିଛି । ଗତ ଶନିବାର ଦିନ ମ୍ଯାଚ ସରିବା ପରେ ମଧ୍ୟ ପାକିସ୍ତାନ କ୍ରିକେଟର ମାନେ ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ଭାରତକୁ ପାକିସ୍ତାନ ହରାଇ ପାରି ନ ଥିଲା । କିନ୍ତୁ ଏବେ ପାକିସ୍ତାନର ଜଣେ ଅଭିନେତ୍ରୀ ବାଙ୍ଗଲାଦେଶ ଉପରେ ଭରସା ରଖିଛନ୍ତି । ବାଙ୍ଗଲାଦେଶ ଭାରତ ଠାରୁ ବିଶ୍ଵକପ ମ୍ଯାଚର ପ୍ରତିଶୋଧ ନେଉ ବୋଲି ଅଭିନେତ୍ରୀ ସେହେର ସିନଭାନୀ ଆଶା କରିଛନ୍ତି । ଏହା ସହ ସେ ବାଙ୍ଗାଲଦେଶ କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଯଦି ବିଶ୍ଵକପ ମ୍ଯାଚ ରେ ଅପରାଜୟ ଥିବା ଭାରତ କୁ ବାଙ୍ଗଲାଦେଶ ହରାଇ ଦେବ ତେବେ ସିନୋନୀ ବାଙ୍ଗାଲଦେଶ ଟିମ ର ଜଣେ କ୍ରିକେଟର ଙ୍କ ସହ ଡେଟିଙ୍ଗ ରେ ଯିବେ ବୋଲି ପ୍ରସ୍ତାବ ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ “ଇନସା ଅଲ୍ଲା ମୋ ବଙ୍ଗାଳୀ ବନ୍ଧୁ ପରବର୍ତ୍ତୀ ମ୍ଯାଚରେ ଆମର ପ୍ରତିଶୋଧ ନେବେ । ଯଦି ସେମାନେ ଭାରତକୁ ହରାଇ ଦେବେ ତେବେ ମୁଁ ପହଞ୍ଚିବୀ । ଜଣେ ବଙ୍ଗାଳୀ ପିଲା ସହ ନିଶ୍ଚୟ ଦିନର ରେ ଯିବୀ ଓ ଦିନର ରେ ମାଛ ଖାଇବି” । ଅନ୍ୟ ପଟେ ଶନିବାର ଦିନ ଅମହଦାବାଦ ର ରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ଯାଚ ହୋଇଥିଲା ।
ଏହି ମ୍ଯାଚ ରେ ପାକିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରି 191 ରନ ରେ ଅଲ ଆଉଟ ହୋଇ ଯାଇଥିଲା । ଭାରତ ଏହି ଟାର୍ଗେଟ କୁ ବହୁତ ସାହସରେ 3 ୱିକେଟ ହରାଇ ହାସଲ କରି ନେଇଥିଲା । ଚଳିତ ଇତିହାସରେ ଏହା ଭାରତର ତୃତୀୟ ବିଜୟୀ ଥିଲା । ଭାରତ ଏବେ ପୁନେ ରେ ବାଙ୍ଗାଲଦେଶ କୁ ଭେଟିବ । ତେବେ ପାକିସ୍ତାନୀ ଅଭିନେତ୍ରୀ ଙ୍କ ଏଭଳି ପୋଷ୍ଟ ପରେ ଏବେ ଏହି ପୋଷ୍ଟ କୁ ନେଇ ଚାରି ଆଡେ ଚର୍ଚ୍ଚା ଧରିଛି ।
ପାକିସ୍ତାନୀ ଅଭିନେତ୍ରୀ ସିନଭାନୀ ଏବେ ବାଙ୍ଗାଲଦେଶ ଉପରେ ସବୁ ଆଶା ଭରସା ରଖିଛନ୍ତି । ବାଙ୍ଗଲାଦେଶ ଯେମତି ଭାରତ କୁ ବିଶ୍ଵକପ ମ୍ଯାଚ ରେ ହରାଇବ ସେ ନେଇ ପାକିସ୍ତାନୀ ଅଭିନେତ୍ରୀ ଆଶା ରଖିଛନ୍ତି । ଆଉ ଏପଟେ ବାଙ୍ଗଲାଦେଶ ମଧ୍ୟ ଭାରତକୁ ହରାଇବା ପାଇଁ ପ୍ଳାନ ଚଲାଇଛି । ଭାରତକୁ 100 ରନ ରେ ଅଲ ଆଉଟ କରିବାର ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ତେବେ ଦେଖାଯାଉ ଏହି ମ୍ଯାଚ ରେ କାହାର ବିଜୟ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ଭଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।