8 ଥର ରିଲେସନସିପରେ ରହି ବି ଲଭରେ ଅନଲକି ! ବ୍ରେକଅପ ପରେ ଆଉ କାହା ପାଇଁ ମନରେ ଭଲ ପାଇବା ନାହିଁ… Bijay Aananda

ଗୋଟିଏ ରିଲେସନ ଶିପ ପାଇଁ ମୁଁ ମୋର ସବୁ ଭଲ ପାଇବା ଦେଇଦେଇଥିଲି । ହଁ ବନ୍ଧୁଗଣ ମ୍ୟୁଜିକ ଭିଡିଓ ଓ ତାପରେ ସିରିଏଲରେ ଖଳ ଚରିତ୍ରରେ ନଜର ଆସୁଥିବା ବିଜୟ ଆନନ୍ଦ ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ତେବେ ବିଜୟଙ୍କ କହିବା ଆଧାରରେ ମୁଁ ପ୍ରଥମେ ମ୍ୟୁଜିକ ଭିଡିଓ କରୁଥିଲି । ତାପରେ ହଟାତ ସିରିଏଲ ପାଇଁ ଅଫର ଆସିଥିଲା । ହେଲେ ସିରିଏଲ ହଟାତ କରିବି କି ନାହିଁ ଦ୍ଵନ୍ଦରେ ଥିଲି । ହେଲେ ସିରିଏଲ କରିବି ବୋଲି ମନସ୍ଥ କରିଥିଲି ।

ତାପରେ ଗୋଟେ ସିରିଏଲ ସରୁ ସରୁ ଆଉ ଗୋଟେ ସିରିଏଲରୁ ମୋତେ ବହୁତ ଶୀଘ୍ର ଅଫର ଆସିଯାଇଥିଲା । ତରଙ୍ଗ ଟିଭିର ମେଗା ଧାରାବାହିକ ତୋରି ପାଇଁ ତୋ’ ପାଇଁ ସିରିଏଲ ବି ଲୋକମାନେ ଖଳ ଖଳ ଚରିତ୍ର ଭୂମିକାରେ ଦେଖିବାକୁ ପାଉଛନ୍ତି । ସେଥିରେ ମୁଁ ସାଇକୋ ଭାବେ ମଧ୍ୟ ନଜର ଆସୁଛି । ହେଲେ ସବୁଠାରୁ ବଡ କଥା ହେଉଛି । ସେହି ସିରିଏଲ୍ କରିବାର ବହୁତ ଅଳ୍ପ ଦିନ ମଧ୍ୟରେ ମୋତେ ଦର୍ଶକଙ୍କର ବହୁତ ସାରା ଭଲ ପାଇବା ମିଳିଯାଇଥିଲା ।

ଯଦି ମୁଁ ମୋ ରିଅଲ ଲାଇଫ କଥା କହିବାକୁ ଜୀବି । ତେବେ ମୋର ଲଭ ତ ହେଇଛି । ହେଲେ ସିରିଏସ 8 ଟି ଲଭ ରିଲେସନରେ ରହିବି ମୋର ବ୍ରେକଅପ ହୋଇଛି । ଗୋଟେ ରିଲେସନରେ ତ ଦେଢ ବର୍ଷ ରହିବି ସେଥିରେ ମୋର ବ୍ରେକ ହୋଇଗଲା । ତେଣୁ ମୋତେ ସବୁବେଳେ ଲାଗେ କି ! ମୋ ଭାଗ୍ୟରେ ଲଭ ହିଁ ନାହିଁ । ତେଣୁ ଏତେ ଥର ଲଭ ରିଲେସନରେ ରହିବି ମୋର କୌଣସି ନା କୌଣସି କାରଣରୁ ବ୍ରେକ ଅପ ହୋଇଯାଉଛି ।

ହେଲେ ଏବେ ତ ମୁଁ ସିଙ୍ଗିଲ ଅଛି । ଯଦି ଆଗକୁ ଭଲ ଝିଅ କିଏ ମିଳିଲା । ଯାହା ମନ ସହ ମୋ ମନ ମିଶିବ । ତେବେ ଯାଇ ହୁଏତ ଲଭ କରିପାରେ । ତେବେ ବିଜୟ ଆନନ୍ଦ ଏହିଭଳି ନିଜର ଅଭିନୟ ଦ୍ଵାରା ଦର୍ଶକଙ୍କର ମନୋରଞ୍ଜନ କରାଉଥାନ୍ତୁ । ମୋତେ  ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *