ଇୟରବଡ ମୋ କାନରେ ଆଉ ଗୋଟେ ତାଙ୍କ କାନରେ ଦେଇ ଡାନ୍ସ କରୁଥିଲୁ… ଆଉ ତାପରେ ପାର୍କରେ ମୁଁ ତାଙ୍କୁ… Ranjan Panda

ସେ ଫିଲ୍ମ ଦେଖିଥିଲେ, ଆଉ ମୁଁ ତାଙ୍କୁ ଦେଖୁଥିଲି । ହଁ ଆଜ୍ଞା ଆ,ଏ ଯାହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ତାଙ୍କୁ ଆପଣ ମାନେ ଟିଭି ସିରିଏଲ ତୁ ଖରା ମୁଁ ଛାଇରେ ବହୁତ ସାରା ଭଲ ପାଇବା ଦେଇ ଆସିଛନ୍ତି । ଯାହାଙ୍କୁ ଆପଣ AJ ଭୂମିକାରେ ଦେଖି ଆସିଛନ୍ତି । ହଁ ବନ୍ଧୁଗଣ ରଞ୍ଜନ ପଣ୍ଡା ବା ଆପଣ ସମସ୍ତଙ୍କର ଅତି ପ୍ରିୟ AJ ଏକ ସାକ୍ଷାତକାରରେ ନିଜର ବାଇଟ ଦେଇଛନ୍ତି । ମଡ୍ଲିଙ୍ଗ ରୁ ଅଭିନୟର ଜର୍ଣ୍ଣୀରେ ପାଦ ଦେଇଥିବା ରଞ୍ଜନ କହିଛନ୍ତି ।

ତେବେ ରଞ୍ଜନଙ୍କ କହିବା ଆଧାରରେ ସିରିଏଲ ମୁଁ ପୁରା ପରଫେକ୍ଟ ମ୍ୟାନ ହୋଇକି ରହି ଆସିଛୁ । ସବୁ ଲୋକେ ସିରିଏଲରୁ ମୋତେ ଦେଖିକି ଷ୍ଟ୍ରିକ୍ତ ବୋଲି ଭାବନ୍ତି । ହେଲେ ମୁଁ ରିଅଲ ଲାଇଫରେ ତା’ ର ପୁରା ଓଲଟା କହିଲେ ଚଳେ । ମୁଁ ସିରିଏଲ କରିବି ବୋଲି କେବେବି ଭାବିନଥିଲି । ହେଲେ ଇନଷ୍ଟାଗ୍ରାମ ମାଧ୍ୟମରେ ଯେତେବେଳେ ମୋତେ ଅଡିସନ ପାଇଁ କଲ୍ ଆସିଥିଲା । ସେତେବେଳେ ମୋତେ ହିରୋ ପାଇଁ ବଛା ଯାଇଛି ବୋଲି ବି ମୁଁ ଜାଣି ନଥିଲି ।

ତାପରେ ଅଡିସନରେ ସିଲେକ୍ଟ ହେବା ପରେ AJ ଚରିତ୍ରରେ ଟିଭି ପରଦାରେ ଲୋକଙ୍କ ସାମ୍ନାକୁ ଆସିଲି । ଲୋକଙ୍କର ସିରିଏଲ ମାଧ୍ୟମରୁ ବହୁତ ସାରା ଭଲ ପାଇବା ମିଳୁଛି । ତେଣୁ ଲୋକଙ୍କର ଏତେ ସାରା ଭଲ ପାଇବା ଦେଖି ମୋତେ ବହୁତ ଖୁସି ଲାଗୁଛି । ମୋ ଇନଷ୍ଟାଗ୍ରାମରେ ଯିଏ ନୂଆ ନୂଆ ଆସନ୍ତି । ମୋ ସହ ଅନନ୍ୟା ବୋଲି ଗୋଟେ ଝିଅକୁ ଦେଖି ସମସ୍ତେ ପଚାରନ୍ତି ଇଏ କିଏ ବୋଲି ? ତେବେ ଅନନ୍ୟା ହେଉଛନ୍ତି ମୋ ଗାର୍ଲଫ୍ରେଣ୍ଡ ।

ତାଙ୍କ ସହ ଏମିତି ହିଁ ଥରେ ଦେଖା ହୋଇଯାଇଥିଲା । ସେ ଭୂବନେଶ୍ବରରେ ରହି ସେତେବେଳେ ପାଠ ପଢୁଥିଲେ । ଫିଲ୍ମ ଦେଖିବା ବେଳେ ସେ ଫିଲ୍ମ ଆଉ ମୁଁ ତାଙ୍କୁ ଦେଖେ । ତାପରେ ଏମିତି ଧୀରେ ଧୀରେ ଆମର ଲଭ ଆରମ୍ଭ ହୋଇଥିଲା । ଥରେ ପାର୍କରେ ତାଙ୍କ କାନରେ ଇଅରବଡ ଦେଇ ଆଉ ଗୋଟେ ଇଅରବଡ ନିଜ କାନରେ ଦେଇ ନାଚୁଥିଲି । ତାପରେ ମୁଁ ତାଙ୍କୁ ସେହି ପାର୍କରେ ହିଁ ପ୍ରପୋଜ କରିଥିଲି । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *