ବାର ଗାର୍ଲ ଖୋଲିଲେ ବାର ମଧ୍ୟରେ ଘଟୁଥିବା ସବୁ କିଛି ଗୁମର ! ମୁହଁ ଖୋଲି କହିଲେ ବାରରେ ହୁଏ ଏମିତି…

ବାରରେ କଣ ହୁଏ କହିଦେଲେ ବାର ଗାର୍ଲ ! ରାଜଧାନୀର ବାର ନାମରେ ବାରଗାର୍ଲ ଆଣିଲେ ସଙ୍ଗିନ ଅଭିଯୋଗ ! ହଁ ଆଜ୍ଞା ଏଭଳି କିଛି ଖବର ସାମ୍ନାକୁ ଆସିଛି । ଯୁବତୀ ମାନଙ୍କୁ ଖାଲି ଡାନ୍ସ କରିବାକୁ କହି ବାର ମାଲିକ ମାନେ ଆଣନ୍ତି । ହେଲେ ବାରକୁ ଆଣି ସାରିଲା ପରେ ସେମାଙ୍କ ସହ କିଛି ଏଭଳି କରିବାକୁ ମଧ୍ୟ ବାର ମାଲିକ କୁହନ୍ତି । ତେବେ ରାଜଧାନୀର ରଙ୍ଗିଲା ବାର ନାମରେ ସେହି ବାରରେ କାମ କରୁଥିବା 2 ବାରଗାର୍ଲ କିଛି ଏଭଳି ଅଭିଯୋଗ କରିଛନ୍ତି ।

ତେବେ 2 ଯୁବତୀଙ୍କ କହିବା ଆଧାରରେ ଆମକୁ ବାରରେ କେବଳ ଡାନ୍ସ କରିବା ପାଇଁ କାମ କୁହାଯାଇଥିଲା । ଆମେ ମଧ୍ୟ ବାରରେ ନାଚିବା କାରେ ରାଜି ହୋଇଯାଇଥିଲୁ । ହେଲେ ସେଠାକୁ ଗଲା ପରେ ଜାଣିବାକୁ ପାଇଥିଲୁ । ଯେ ବାରରେ ନାଚ କରିବାକୁ କହି ବାରର ମାଲିକ ମାନେ ଯୁବତୀଙ୍କ ସହ ଏଭଳି ସବୁ କରନ୍ତି । ସେମାନଙ୍କୁ ପ୍ରଥମେ ବାରର କିଛି ଷ୍ଟାଫଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥାନ୍ତି । ପରେ ପରେ ବାରକୁ ଯେଉଁ ସବୁ ଗ୍ରାହକ ଆସିବେ ।

ତାଙ୍କ ସହ ମଧ୍ୟ ଯୁବତୀ ମାନଙ୍କୁ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଖୁସି କରିବା ପାଇଁ କୁହାଯାଇଥାଏ । ଇଚ୍ଛା ନଥିଲେ ମଧ୍ୟ ଜୋରଜବରଦସ୍ତି ଗ୍ରାହକ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖାଯିବା ପାଇଁ କୁହାଯାଇଥାଏ । ତେବେ ହଁ ବନ୍ଧୁଗଣ ରଙ୍ଗିଲା ରାଜଧାନୀର 2 ବାରଗାର୍ଲ ସେହି ବାର ନାମରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ କିନ୍ତୁ ଯୁବତୀ ମାନେ ସେହି ବାର ନାମରେ ଆହୁରି ମଧ୍ୟ କିଛି ସଙ୍ଗିନ ଅଭିଯୋଗ ଆଣି କହିଛନ୍ତି ।

ଯେ ଆମ କୁ ଆମ ପଇସା ମଧ୍ୟ ଠିକରେ ଦେଇନଥାନ୍ତି । ଆମ ଦ୍ଵାରା ନାଚିବା କାମ କରନ୍ତି । ଏହା ଛଡା ଗ୍ରାହକ ମାନଙ୍କୁ ଖୁସି କରିବା ପାଇଁ ମଧ୍ୟ କରିଥାନ୍ତି । ହେଲେ ଆମର ପାଉଣା ମଧ୍ୟ ଠିକ ଭାବରେ ଆମକୁ ଦେଇନଥାନ୍ତି । ଯଦି ସେଠାରେ କାମ କରୁଥିବା ଯୁବତୀ ମାନେ ପାଉଣା ମାଗିଥାନ୍ତି । ତେବେ ବାରର ମାଲିକ ସେମାନଙ୍କୁ ଧମକ ଦେଖାଇ ମାଦ ମଧ୍ୟ ମାରିଥାନ୍ତି ବୋଲି ବାରଗାର୍ଲ ମାନେ ଅଭିଯୋଗ କରିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥି ସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *