5 ବର୍ଷ ପରେ ଖୋଲିଲା Actress Sridevi ଙ୍କର ମୃତ୍ୟୁ ପଛର ରହସ୍ୟ ! ସ୍ଵାଭାବିକ ଭାବେ ଯାଇନଥିଲା ତାଙ୍କର ଜୀବନ!

ଦୀର୍ଘ 5 ବର୍ଷ ପରେ ଶ୍ରୀଦେବୀଙ୍କର ଖୋଲିଲା ମୃତ୍ୟୁ ରହସ୍ୟ ! ହଁ ଆଜ୍ଞା ବଲିଉଡର ଅନେକ ସୁନ୍ଦରୀ ନାୟିକା ମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶ୍ରୀଦେବୀ ଥିଲେ ଅନ୍ୟତମ । ଶ୍ରୀଦେବୀଙ୍କର ଅଭିନୟ ସହ ତାଙ୍କ ଆକର୍ଷଣୀୟ ରୂପ ପାଇଁ ସେ ବେସ୍ ଚର୍ଚାରେ ମଧ୍ୟ ରହି ଆସୁଥିଲେ । ହେଲେ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ତାଙ୍କର ଏକ ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିଲା ।

କାରଣ ଏକ ହୋଟେଲର ବାଥରୁମ୍ ରୁ ହିଁ ପାଣି ମଧ୍ୟରେ ବୁଡି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣା ପଡିଥିଲା । ହେଲେ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁର 5 ବର୍ଷ ପରେ ଏବେ ତାଙ୍କ ସ୍ଵାମୀ ବୋନୀ କାପୁର ଏଭଳି କିଛି କଥା ପଛର ଗୁମର ଖୋଲିଛନ୍ତି । ବୋନୀ କାପୁର ନିଜ ସ୍ତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ପଛର ରହସ୍ୟ ଜଣାଇଛନ୍ତି । ତେବେ ବୋନୀ କାପୁରଙ୍କର କହିବା ଅନୁସାରେ ତାଙ୍କ ସ୍ତ୍ରୀ ଶ୍ରୀଦେବୀ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହୁଁଥିଲେ ।

ଯେଉଁ କାରଣରୁ ସେ ନିଜ ଫିଗରଉପରେ ଅଧିକ ଫୋକୋଷ ଦେଉଥିଲେ । ସେଥିପାଇଁ ଶ୍ରୀଦେବୀଙ୍କୁ ବହୁ ସମୟ ଡାଏଟିଙ୍ଗ କରିବାକୁ ପଡୁଥିଲା । ଫଳରେ ପ୍ରାୟ ସମୟରେ ଶ୍ରୀ ଦେବୀଙ୍କର ବିପି ଲୋ ହୋଇଯାଉଥିଲା । ସେ ଏଥିପାଇଁ ଅନେକ ବାର ବେହୋସ ମଧ୍ୟ ହୋଇଯାଉଥିଲେ । ତେବେ ଏହା ଶ୍ରୀଦେବୀ ମାରିବା ସମୟର କଥା ନୁହେଁ । ବଂର ଶ୍ରୀଦେବୀ ଯେତେବେଳେ ନୂଆ ନୂଆ ପ୍ରଥମେ ବାହା ହୋଇଥିଲେ ।

ସେବେ ଠାରୁ ହିଁ ଏଭଳି କିଛି ସମସ୍ଯା ଶ୍ରୀଦେବୀଙ୍କର ହୋଇଥାଏ ବୋଲି ବୋନୀ କାପୁର କହିଛନ୍ତି । ଯେଉଁ କାରଣରୁ ଡାକ୍ତର ତାଙ୍କ ସ୍ଵାସ୍ଥ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସବୁବେଳେ ତାଙ୍କୁ କହି ଆସୁଥିଲେ । ବାରମ୍ବାର କିନ୍ତୁ ଏହିଭଳି କିଛି ସମସ୍ଯା ଶ୍ରୀଦେବୀଙ୍କ ସହ ଘଟିଥାଏ ବୋଲି ବୋନୀ କାପୁର କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏକ ହୋଟେଲର ବାଥରୁମରୁ ହିଁ ABଶ୍ରୀଦେବୀଙ୍କ ମୃତ ଶରୀର ସହ ଉଦ୍ଧାର କରାଯାଇଥିଲା ।

ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ଅଭିନେତ୍ରୀ ଶ୍ରୀଦେବୀଙ୍କର ସନ୍ଦେହ ଜନକ ମୃତ୍ୟୁ ସନ୍ଦେହ ଘେରରେ ରହିଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *