ଆଗରୁ କେବେ ଦେଖା ହୋଇନଥିଲା, ଯେଉଁ ଦିନ ତାଙ୍କୁ ପ୍ରଥମେ ଦେଖିଲି, ସେଇ ଦିନ ତାଙ୍କୁ ଉଠେଇ ଆଣିଲି.. Dancer boy Soumya

ଆମର ଆଗରୁ କେବେ ଦେଖା ହୋଇନଥିଲା, ଯେବେ ଦେଖିଲି ସେହି ଦିନ ହିଁ ନେଇ ଆସିଲି । ୟୁଟ୍ଯୂବ ଓ ଇନଷ୍ଟାଗ୍ରାମରେ ନିଜର ଡାନ୍ସ ଭିଡିଓ ପାଇଁ ବହୁତ ଚର୍ଚାରେ ରହିଥିବା ଫେମସ ଯୋଡି ହେଉଛନ୍ତି ସୌମ୍ୟ ଓ ମୁନି । ତେବେ ଏକ ସାକ୍ଷାତକାରରେ ସୌମ୍ୟ ଓ ମୁନି ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ମୁନିଙ୍କ କହିବା ଆଧାରରେ ମୁଁ ସୌମ୍ୟଙ୍କର ଡାନ୍ସ ଭିଡିଓ ଆଗରୁ ଦେଖିଥିଲି । ମୋତେ ଭଲ, ଲାଗେ ହେଲେ ତାଙ୍କୁ କେବେ ମୁଁ ମୋ ଜୀବନସାଥି ରୂପରେ ପାଇଜୀବୀ । କେବେବି ମୁଁ ଭାବିନଥିଲି ।

ଥରେ ମୋ ଫ୍ରେଣ୍ଡ ପାଖକୁ କଲ୍ ଲଗାଉଥିଲି । ଭୁଲରେ ସୌମ୍ୟଙ୍କ ପାଖକୁ କଲ୍ ଲାଗିଯାଇଥିଲା । ତାପରେ ଯେତେବେଳେ ଜାଣିବାକୁ ପାଇଲି । ମୁଁ ଯାହାଙ୍କୁ ଏତେ ଲାଇକ୍ କରେ । ସେହି ସୌମ୍ୟଙ୍କ ସହ କଥା ହେଉଛି । ତାପରେ ମୁଁ ତାଙ୍କର ବହୁତ ବଡ ଫ୍ୟାନ ବୋଲି କହିଥିଲି । ତାପରେ ଧୀରେ ଧୀରେ ଆମ ମଧ୍ୟରେ କଥାବାର୍ତ୍ତା ହେବା ଆରମ୍ଭ ହୋଇଥିଲା । ତେବେ ସୌମ୍ୟଙ୍କ କହିବା ଆଧାରରେ ଆମେ କଲ୍, ମେସିଜ ଓ ଭିଡିଓ କଲ୍ ରେ କଥା ହେଉଥିଲୁ ।

ହେଲେ ଯେଉଁ ଦିନ ମୁଁ ତାଙ୍କୁ ଦେଖା କରିବାକୁ ପୁରୀ ଯାଇଥିଲି । ସେହି ଦିନ ହିଁ ତାଙ୍କୁ ଆମ ଘରକୁ ଉଠେଇ ଆଣିଥିଲି । କାରଣ ଆମେ ଉଭୟ ଉଭୟଙ୍କୁ ଭଲ ପାଉ ବୋଲି ଘରେ ଜଣାଇଥିଲୁ । ହେଲେ ତାଙ୍କ ଘର ଲୋକ ମୋ ସହ ବାହା ଦେବାକୁ ଟିକେ ରାଜି ନଥିଲେ । ତାପରେ ଆମ ଦୁହେଁ ଦୁହିଙ୍କୁ ବହୁତ ଭଲ ପାଇଯାଇଥିଲୁ । ସେଥିପାଇଁ ତାଙ୍କୁ ବାହାରିକି ଆସିବା ପାଇଁ କହିଥିଲି । ସେ ମୋତେ ଶାଢୀ ପିନ୍ଧିକି ଦେଖା କରିବାକୁ ଆସିଥିଲେ ।

ସେଇଠୁ ହିଁ ତାଙ୍କୁ ଆମ ଘରକୁ ନେଇ ଆସିଥିଲି । ମୁନିଙ୍କ ଘର ଲୋକ ଏପର୍ଯ୍ୟନ୍ତ ବି ଆମ ଉପରେ ରାଗିଯାଇଛନ୍ତି । ହେଲେ ଆମର ବିଶ୍ବାସ ଦିନେ ନା ଦିନେ ସେ ଆମ ସହ ପୁଣି ଥରେ ଭଲରେ କଥାବାର୍ତ୍ତା ହୋଇବେ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *