ମୁଁ ଶୁଖୁଆକୁ ବାହାହେଇଛି.. ତାକୁ ଧରି ମୁଁ ରାତିରେ ଶୋଉଛି.. ସବୁଦିନେ ମୁଁ ଗାଧେଇ ଦିଏ ଖାଇବାକୁ ଦିଏ…

ଶୁଖୁଆ ହେଉଛି ମୋ ସ୍ତ୍ରୀ ! ଶୁଖୁଆକୁ ମୁଁ ସିନ୍ଦୁର ଦେଇ ବାହା ହୋଇଛି । ତା’ ବିନା ମୁଁ ବଞ୍ଚି ପାରିବି ନାହିଁ । ହଁ ଆଜ୍ଞା ଏହି ଖବରଟି ଆପଣଙ୍କୁ ଟିକେ ଅବାକ ଲାଗୁଥାଇ ପରେ । ହେଲେ ଗୋଟେ ଶୁଖୁଆ ଜଣେ ବ୍ୟକ୍ତିର ଏହି ପ୍ରେମ ପାଗାଲାମୀ ଖବର ସାମ୍ନାକୁ ଆସିଛି । ଲୋକଟିର ଶୁଖୁଆ ପାଇଁ ଥିବା ଏତେ ଭଲ ପାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତେବେ ଏଭଳି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ଶୁଖୁଆ ବେପାର କରୁଥିବା ଲୋକଟି ଏକ ବଡ ଶୁଖୁଆ ନିଜର ସ୍ତ୍ରୀ କରିଛି ।

ତେବେ ବ୍ୟକ୍ତି ଜଣକ ଚାନ୍ଦବାଲି ଅଞ୍ଚଳରେ ଶୁଖୁଆ ବେପାର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଲୋକଟିର ସ୍ତ୍ରୀ ଚାଲିଯିବା ପରେ ସେ ଗୋଟେ ବଡ ଆକାରର ଶୁଖୁଆକୁ ଭଲ ପାଇ ବସିଥିଲେ । ତାଙ୍କ ପାଖରେ ଏତେ ଶୁଖୁଆ ଥାଇ ମଧ୍ୟ ସେ ଗୋଟିଏ ଶୁଖୁଆ କୁ ହିଁ ତାଙ୍କର ମନ ଦେଇ ବସିଥିଲେ । ପରେ ବ୍ୟକ୍ତି ଜଣଙ୍କ ଶୁଖୁଆଟିକୁ ସିନ୍ଦୁର ଦେଇ ଆହା ହୋଇ ବସିଥିଲେ । ତେବେ ଶୁଖୁଆକୁ ବାହା ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ମୋ ସ୍ତ୍ରୀ ଗଲା ପରେ ଏହି ଶୁଖୁଆ ହିଁ ହେଉଛି ମୋର ସ୍ତ୍ରୀ ।

ତା’ ର ମୋର ମିଶିକି ଗୋଟିଏ ଘରେ ରହୁ । ଆମେ ଦୁହେଁ ମିଶିକି ଖିଅପିଆ କରୁ । ଏମିତିକି ମିଶି ମଶାରୀ ଟାଙ୍ଗୀ ଗୋଟିଏ ଖଟରେ ମଧ୍ୟ ଷୋଊ । ତା’ ର ଦେହ ଖରାପ ହୋଇଗଲେ । ମୁଁ ତାକୁ ମେଡ଼ିସିନ ଆଣି ଖାଇବା ପାଇଁ ଦିଏ । ଶୁଖୁଆକୁ ନିଜର ସ୍ତ୍ରୀ ପରି ଏକ ଫୁଲର ଡୋଲି ବାନ୍ଧି ମଧ୍ୟ ତାକୁ ଝୁଲାଇ ଥାନ୍ତି । ତେବେ ଶୁଖୁଆ ବେପାର କରୁଥିବା ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି ନୃଶିଙ୍ଘ ଦାସ ।

ଶୁଖୁଆ ଠାରୁ ତାଙ୍କ ପାଇଁ ଆଉ କିଛି ସୁଖ ନାହିଁ ବୋଲି ମଧ୍ୟ ସେ ସବୁବେଳେ ସମସ୍ତଙ୍କୁ କହି ବୁଲନ୍ତି । ବ୍ୟକ୍ତି ଜଣଙ୍କର ଏଭଳି ଶୁଖୁଆ ପ୍ରେମ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚାର ବିଷୟ ପାଲଟିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *