ଜ୍ଞାନ ଏକ ଏପରି ଜିନିଷ, ଯାହାକୁ ଆମେ ଯେତେ ଶିଖିବା । ଆମର ଜ୍ଞାନ ସେତେ ଅଧିକ ବଢିଥାଏ । ଅପର ପକ୍ଷରେ ଜ୍ଞାନକୁ ଆମେ ଯେତେ ବାଣ୍ଟିବା ଆମର ଜ୍ଞାନ ସେତେ ଅଧିକ ବଢିଥାଏ । ତେବେ ଆଜି ଆମେ ମଧ୍ୟ ଆପଣଙ୍କ ପାଇଁ କେତେକ ସାଧାରଣ ଜ୍ଞାନ ପ୍ରଶ୍ନ ସହ ଉତ୍ତର ନେଇକି ଆସିଅଛୁ । ଆପଣ ମଧ୍ୟ ଏହି ସାଧାରଣ ଜ୍ଞାନ ଜାଣିବା ଦ୍ଵାରା ଦୁନିଆର ଅନେକ ଛୋଟ ବଡ ଜ୍ଞାନ ବିଷୟରେ କିଛି ଜାଣିବାକୁ ପାଇବେ ।
1-ଭାରତରେ ସବୁଠାରୁ ପ୍ରଥମେ କେଉଁଠାରୁ ସୂର୍ଯ୍ୟ ବାହାରିଥାଏ ?
ଉତ୍ତର;- ଭାରତର ସର୍ବ ପ୍ରଥମେ ଅରୁଣାଚଳ ପ୍ରଦେଶରୁ ସୂର୍ଯ୍ୟ ବାହାରିଥାଏ ।
2-ଭାରତର କେଉଁ ରାଜ୍ୟରେ ବେଙ୍ଗ ପୂଜା ପାଇଥାଏ ?
ଉତ୍ତର;- ଉତ୍ତରପ୍ରଦେଶ ଥରେ ବେଙ୍ଗର ପୂଜା କରାଯାଇଥାଏ ।
3-କେଉଁ ଦେଶରେ ବାହା ହେବା ପୂର୍ବରୁ କାନ୍ଦିବାକୁ ପଡିଥାଏ ?
ଉତ୍ତର;- ଚୀନ ଦେଶରେ ବାହା ହେବା ପୂର୍ବରୁ କାନ୍ଦିବାକୁ ପଡିଥାଏ ।
4-ଦୁନିଆର କେଉଁ ଦେଶରେ ଗୋଟିଏ ବି ମଶା ଦେଖିବାକୁ ମିଳନ୍ତି ନାହିଁ ?
ଉତ୍ତର;- ଫ୍ରାନ୍ସ ଦେଶରେ ଗୋଟିଏ ବି ମଶା ଦେଖିବାକୁ ମିଳିନଥାଏ ।
5-କେଉଁ ଜୀବ ନିଜର 7 ଦିନ ପର୍ଯ୍ୟନ୍ତ ନିଶ୍ଵାସ ଅଟକାଇ ରଖିପାରେ ?
ଉତ୍ତର;- ବିଛା 7 ଦିନ ପର୍ଯ୍ୟନ୍ତ ନିଶ୍ଵାସ ଅତାକି ରଖିପାରେ ।
6-କେଉଁ ଗଛକୁ ଘରେ ମଧ୍ୟରେ ଜମାରୁ ଲଗାଇବା ଉଚିତ ହୋଇନଥାଏ ?
ଉତ୍ତର;- ଓସ୍ତ ଗଛକୁ ଘରେ ମଧ୍ୟରେ ଲଗାଇବା ଅନୁଚିତ ।
7-ମିଛ ମହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଇଥାଏ ?
ଉତ୍ତର;- ମିଛ କହିବା ସମୟରେ ନାକ ଗରମ ହୋଇଯାଇଥାଏ ।
8-କେଉଁ ଦେଶର ଲୋକ ବିଲେଇକୁ ଭଗବାନଙ୍କ ଭଳି ପୂଜା କରିଥାନ୍ତି ?
ଉତ୍ତର;- ଇଜିପ୍ଟକୁ ଲୋକ ବିଲେଇ ଭଳି ପୂଜା କରିଥାନ୍ତି ।
9-ସବୁଠାରୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?
ଉତ୍ତର;-ସବୁଠାରୁ ବଡ ଅଣ୍ଡା ଶୁତୁରମୁର୍ଗ ପକ୍ଷୀର ହୋଇଥାଏ ।
10-ଗାନ୍ଧୀଜୀଙ୍କ ଫୋଟ ନୋଟ ଉପରେ କେବେ ଠାରୁ ଆସିବା ଆରମ୍ଭ ହୋଇଥିଲା ?
ଉତ୍ତର;- ଗାନ୍ଧୀଜୀଙ୍କ ଫୋଟ ୧୯୯୬ ମସିହା ଠାରୁ ନୋଟରେ ଆସିବା ଆରମ୍ଭ ହୋଇଥିଲା ।
11-vivo କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର;- vivo ଚୀନ ଦେଶର ମୋବାଇଲ କମ୍ପାନୀ ଅଟେ ।
12-ପୃଥିବୀରେ ସବୁଠାରୁ ପ୍ରଥମେ କେଉଁ ପରିବା ଲଗା ଯାଇଥିଲା ?
ଉତ୍ତର;- ଆଳୁ ସର୍ବପ୍ରଥମେ ଲଗା ଯାଇଥିଲା ।
13-ଭାରତର ସବୁଠାରୁ ବଡ ରାଜ୍ୟ କେଉଁଟି ଅଟେ ?
ଉତ୍ତର;- ଭାରତର ସବୁଠାରୁ ବଡ ରାଜ୍ୟ ରାଜସ୍ଥାନ ଅଟେ ।
14-ସ୍ଵର୍ଣ୍ଣ ମନ୍ଦିର ଭାରତର କେଉଁ ସହରରେ ଅବସ୍ଥିତ ଅଟେ ?
ଉତ୍ତର;- ସ୍ଵର୍ଣ୍ଣ ମନ୍ଦିର ଅମୃତସର ସହରରେ ଅବସ୍ଥିତ ।
15-ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ଜାତିର ଅଟନ୍ତି ?
ଉତ୍ତର;- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲୀ ଜାତିର ଅଟନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ