କେଉଁ ନଦୀରେ ହୀରା ଦେଖିବାକୁ ମିଳିଥାଏ ? ଏହିଭଳି ଆହୁରି Latest 15+ GK Question with Answer

ଦୁନିଆରେ ବହୁ କିଛି ଜ୍ଞାନପୂର୍ଣ୍ଣ କଥା ରହିଛି । ସେଥିମଧ୍ୟରୁ ବଛା ବଛା ଆପଣଙ୍କ ପାଇଁ କେତେକ ଜ୍ଞାନପୂର୍ଣ୍ଣ କଥା ଆପଣଙ୍କ ପାଇଁ ଆମେ ନେଇକି ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବା ସହ ଆପଣ ମଧ୍ୟ ଅନ୍ୟଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ ହୋଇପାରିବେ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ କଥା ଉପରେ ଆଲୋଚନା କରି କିଛି ଜ୍ଞାନ ଉପରେ ଜାଣିବା ।

1-କେଉଁ ଦେଶରେ ଅଧା ରାତିରେ ବି ସୂର୍ଯ୍ୟ ଚମକି ଥାଏ ?

ଉତ୍ତର;- ନରୱେ ଦେଶରେ ଅଧା ରାତିରେ ବି ସୂର୍ଯ୍ୟ ଚମକି ଥାଏ ।

2- କେଉଁ ପଶୁର ଶିଙ୍ଘ ସୁନା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ?

ଉତ୍ତର;- ଗେଣ୍ଡାର ସିଙ୍ଘ ସୁନା ଠାରୁ ବି ଅଧିକ ମହଙ୍ଗା ହୋଇଥାଏ ।

3-ଭାରତରେ ସବୁଠାରୁ ଅଧିକ ନଡିଆ ଗଛ କେଉଁଠାରେ ଦେଖିବାକୁ ମିଳିଥାଏ ?

ଉତ୍ତର;- ଭାରତରେ ସବୁଠାରୁ ଅଧିକ ନଡିଆ ଗଛ କେରଳ ଠାରେ ଦେଖିବାକୁ ମିଳିଥାଏ ।

4- କେଉଁ ଜୀବ ପାଣିରେ ରହିଥାଏ ? ହେଲେ ପାଣି ପିଇନଥାଏ ।

ଉତ୍ତର;- ବେଙ୍ଗ ପାଣିରେ ରହିଥାଏ, ହେଲେ ପାଣି ପିଇନଥାଏ ।

5-ଚୌରୀଚୌରା ଘଟଣା କେଉଁ ସ୍ଥାନରେ ଘଟିଥିଲା ?

ଉତ୍ତର;- ଚୌରୀଚୌରା ଘଟଣା ଗୋରକ୍ଷପୁର ଠାରେ ଘଟିଥିଲା ।

6-ଓଟ ନଖାଇ ନପିଇ କେତେ ଦିନ ବଞ୍ଚି ରହିପାରିବ ?

ଉତ୍ତର;-6 ମାସ ପର୍ଯ୍ୟନ୍ତ ଓଟ ନଖାଇ ନପିଇ ରହିପାରିବ ।

7- କେଉଁ ଫୁଲ ୩୬ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;- ନାଗପୁଷ୍ପ ୩୬ ବର୍ଷରେ ଥରେ ଫୁଟିଥାଏ ।

8-କେଉଁ ଦେଶ ର କାନୁନ ସବୁଠାରୁ କଠୋର ହୋଇଥାଏ ?

ଉତ୍ତର;- ସାଉଦି ଆରବର କାନୁନ ସବୁଠାରୁ କଠୋର ହୋଇଥାଏ ।

9-ଅନ୍ତରିକ୍ଷରେ ସୂର୍ଯ୍ୟ କେଉଁ ରଙ୍ଗର ଦେଖାଯାଇଥାନ୍ତି ?

ଉତ୍ତର;- ଅନ୍ତଋକ୍ଷରେ ସୂର୍ଯ୍ୟ ଧଳା ରଙ୍ଗର ଦେଖା ଯାଇଥାନ୍ତି ।

10-କେଉଁ ପକ୍ଷୀ ସିଂହର ମଧ୍ୟ ଶିକାର କରିପାରିବ ?

ଉତ୍ତର;- ଶୁତୁରମୁର୍ଗ ପକ୍ଷୀ ସିଙ୍ଘର ବି ଶିକାର କରିପାରିଥାଏ ।

11-ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗୋ କଣ ହୋଇଥାଏ ?

ଉତ୍ତର;- ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଲୋଗୋ ସିଂହ ହୋଇଥାଏ ।

12-ସୂର୍ଯ୍ୟକିରଣରୁ ଆମକୁ କେଉଁ ପ୍ରକାର ଭିଟାମିନ ମିଳିଥାଏ ?

ଉତ୍ତର;- ସୂର୍ଯ୍ୟକିରଣରୁ ଆମକୁ ଭିଟାମିନ-D ଭିଟାମିନ ମିଳିଥାଏ ।

13-କେଉଁ ଦେଶରେ ATM ମେସିନର ବ୍ୟବହାର କରାଯାଇନଥାଏ ?

ଉତ୍ତର;- ଇରିଟ୍ରିଆ ଦେଶରେ ATM ମେସିନର ବ୍ୟବହାର କରାଯାଇ ନଥାଏ ।

14-କେଉଁ ଦେଶରେ ଅଳିଆରୁ ବିଜୁଳି ଶକ୍ତି ବନାଯାଇଥାଏ ?

ଉତ୍ତର;- ସିଙ୍ଗାପୁର ଦେଶରେ ଅଳିଆରୁ ବିଜୁଳୀ ଶକ୍ତି ବନା ଯାଇଥାଏ ।

15-କେଉଁ ନଦୀରେ ହୀରା ମିଳିଥାଏ ?

ଉତ୍ତର;- କୃଷ୍ଣା ନଦୀରେ ହୀରା ମିଳିଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ  ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *