ଆଇ ଲଭ ୟୁ ଏପରି 3 ଟି ଶବ୍ଦ ଯାହା ଶୁଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆମେ ଯାହାକୁ ଅଧିକ ଭଲ ପାଇଥାଉ । ତାଙ୍କୁ ହିଁ ଆଇ ଲଭ ୟୁ କହିଥାଉ । ତେବେ ଆମେ ଶ୍ରଦ୍ଧାରେ ଆମ ବାପା, ମାଆ, ଭାଇ ଓ ଭଉଣୀ ଠାରୁ ନେଇକି ଆମ ଲଭର ପର୍ଯ୍ୟନ୍ତ ଯାହାଙ୍କୁ ଅଧିକ ଭଲ ପାଇଥାଉ ତାଙ୍କୁ ଲଭ ୟୁ ବୋଲି କହିଥାଉ । ଯଦି ଆପଣଙ୍କୁ ବର୍ତ୍ତମାନ କିଏ ଆଇ ଲଭ ୟୁ କହିବା ପାଇଁ ଚାହୁଁଛନ୍ତି ? ତାଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣଙ୍କୁ 1, 2, 3, 4, 5 ଓ 6 ମଧ୍ୟରୁ କୌଣସି ଏକ ନମ୍ବରକୁ ଚୟନ କରିବାକୁ ପଡିବ ।
1; – ଯେଉଁ ମାନେ ନମ୍ବର 1 କୁ ବାଛିଛନ୍ତି । ସେମାନଙ୍କୁ ଆମେ ଏଠାରେ କହିବା ପାଇଁ ଚାହୁଁଛୁ । ଆପଣଙ୍କର କ୍ରଶ ହିଁ ଆପଣଙ୍କୁ ଆଇ ଲଭ ୟୁ କହିବା ପାଇଁ ଚାହୁଁଛନ୍ତି । ହେଲେ ଆପଣ କ’ ଣ ଭାବିବେ ? ତାହାକୁ ଭାବି ଭାବି ସେ ଆପଣଙ୍କୁ କିଛି କହି ପାରୁ ନାହାନ୍ତି ।
2; – ଯେଉଁ ମାନେ ମଧ୍ୟ ଦିତୀୟ ନମ୍ବରକୁ ବାଛିଛନ୍ତି । ସେମାନଙ୍କୁ ଆମେ କହିବୁ । ଯେ ଆପଣଙ୍କୁ ଆପଣଙ୍କର କ୍ଳାସମେଟ ହିଁ ଆଇ ଲଭ ୟୁ କହିବା ପାଇଁ ଚାହୁଁଛନ୍ତି । ଯିଏକି କ୍ଳାସ ମଧ୍ୟରେ ଆପଣଙ୍କୁ ହିଁ ସମସ୍ତଙ୍କ ଠାରୁ ଅଧିକ ପସନ୍ଦ କରନ୍ତି ।
3; – ଆପଣ ଯାହାଙ୍କୁ ଲଭ ୟୁ କହିବା ପାଇଁ ଚାହୁଁଛନ୍ତି । ସେ ମଧ୍ୟ ଉତ୍ତରରେ ଆପଣଙ୍କୁ ଆଇ ଲଭ ୟୁ କହିବ ପାଇଁ ଚାହୁଁଛନ୍ତି । ସେ ଆପଣଙ୍କର ହିଁ ଲଭର ଅଟନ୍ତି ।
4; – ଆପଣଙ୍କର ପ୍ରେମୀ ବା ଆପଣଙ୍କର ଲଭର ହିଁ ଆପଣଙ୍କୁ ଆଇ ଅଭ ୟୁ କହିବ ପାଇଁ ଚାହୁଁଛନ୍ତି । ତେବେ ଆପଣ ମଧ୍ୟ ତାଙ୍କ ଆଇ ଲଭ ଶୁଣିକି ଲଭ ୟୁ ନିହାତି କହିବେ ।
5; – ଆପଣଙ୍କର ବେଷ୍ଟଫ୍ରେଣ୍ଡ ହିଁ ଆପଣଙ୍କୁ ଆଇ ଲଭ ୟୁ କହିବ ପାଇଁ ଚାହୁଁଛନ୍ତି । କାରଣ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ସେ ଆପଣଙ୍କର ପ୍ରକୃତ ସାଥି ଅଟନ୍ତି ।
6; – ଯେଉଁ ମାନେ ମଧ୍ୟ ନମ୍ବର 6 କୁ ବାଛିଛନ୍ତି । ତେବେ ଏଠାରେ ଆମେ ତାଙ୍କ ମାନଙ୍କୁ କହିବା ପାଇଁ ଚାହୁଁଛୁ । ଯେ ଆପଣଙ୍କୁ ବର୍ତ୍ତମାନ କେହି ମଧ୍ୟ ଆଇ ଲଭ ୟୁ କହିବା ପାଇଁ ଚାହୁଁନାହାନ୍ତି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଏହିଭଳି ଲଭ କୁଇଜ ପୋଷ୍ଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଆପଣଙ୍କୁ କିଏ I Love You କହିବାକୁ ଯାଉଛି ? ଆମକୁ କମେଣ୍ଟ ମାଧ୍ୟମରେ କୁହନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ