ଏବେ ତୁମେ Varsha ଯେତେ ହସିବା କଥା ହସି ନିଅ… ହାଇକୋର୍ଟରେ ମୁଁ ତୁମର ସବୁ ହସ ଛଡେଇ ଦେବି…. Anubhav Mohanty

ଏବେ ବର୍ଷା ତୁମେ ଯେତେ ପାରୁଛ ହସି ନିଅ, ହାଇକୋର୍ଟରେ ତୁମକୁ ଦେଖି ନେବି । ହଁ ଆଜ୍ଞା ବହୁ ଚର୍ଚିତ ବର୍ଷା ଓ ଅନୁଭବଙ୍କ ମାମଲା ଦିନକୁ ଦିନ ଗଡୁଛି । ହେଲେ ଛିଡିବାକୁ ନାଁ ନେଉଆ ନାହିଁ । ତେବେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ଘରୋଇ କଳହ ପାଇଁ ବାରମ୍ବାର ବର୍ଷା ଓ ଅନୁଭବଙ୍କୁ ମଧ୍ୟ କୋର୍ଟର ଦ୍ଵାରସ୍ଥ ହେବା ପାଇଁ ପଡୁଛି । ତେବେ ଅନୁଭବଙ୍କ ଦ୍ଵାରା ଆବେଦନ ଛାଡପତ୍ର ପରିବାର କୋର୍ଟରେ ଖାରଜ ହେବ ପରେ ଅନୁଭବ ସଂପୂର୍ଣ୍ଣ ଭାବରେ ଉଦାସ ହୋଇ ପଡ଼ୁଛନ୍ତି ।

ତେବେ ଅନୁଭବ ମଧ୍ୟ ଏହି ବିବାହ ବିଚ୍ଛେଦ ଛାଡପତ୍ର ଖାରଜ ହେବା ପରେ ଉଦାସ ହୋଇଯାଇଛନ୍ତି ସତ । ହେଲେ ନିଜ ମନବଳ ଭାଙ୍ଗି ନାହାନ୍ତି । ଅନୁଭବ ମହାନ୍ତି ଏବେ ପର୍ଯ୍ୟନ୍ତ ମଧ୍ୟ ଧର୍ଯ୍ୟ ରଖିଛନ୍ତି । ଯେ ସବୁବେଳେ ନ୍ୟାୟପଥରେ ଚାଲି ଆସିଛି । ତେଣୁ ମୁଁ ଯେତିକି ଜାଣିଛି । ନ୍ୟାୟରେ ଚାଲୁଥିବା ଲୋକଙ୍କୁ ସବୁବେଳେ ନ୍ୟାୟ ହିଁ ମିଳିବ । ତେଣିକି ସେ ଯେତେ ବି ବିଳମ୍ବ ହେଉ ନା କାହିଁକି । ପରିବାର କୋର୍ଟ ମୋତେ ଯେଉଁ ନିରାଶା ଦେଇଛି ।

ହେଲେ ମୁଁ ଏଠାରେ ଅଟକି ଜୀବି ନାହିଁ । ମୋତେ ଏବେ ହାଇକୋର୍ଟର ଦେୟାରସ୍ଥ ହେବାକୁ ପଡିବ । ଛାଡପତ୍ର ଆବେଦନ ଖାରଜ ହେବା ପରେ ବର୍ଷା ତୁମେ ଯେଉଁ ଖୁସି ହେଉଛ । ଭାବୁଛ ତୁମର ଏଠାରେ ବିଜୟ ହୋଇଯାଇଛି । ହେଲେ ତୁମର କିଛି ମଧ୍ୟ ବିଜୟ ହୋଇନାହିଁ । ଯେତେ ହସିବା କଥା ବର୍ଷା ତୁମେ ଏବେ ହସି ନିଅ । ତମର ସବୁ ହସ ମୁଁ ହାଇକୋର୍ଟରେ ଛଡେଇ ଦେବି । କାରଣ ପରିବାର କୋର୍ଟରେ ମୋତେ ଯେଉଁ ନ୍ୟାୟ ମିଳି ପାରିନାହିଁ ।

ବର୍ତ୍ତମାନ ଏହି ମାମଲାକୁ ନେଇ ମୁଁ ହାଇକୋର୍ଟର ବହୁ ଶୀଘ୍ର ଦ୍ଵାରସ୍ଥ ହେବି ବୋଲି ଅଭିନେତା ଅନୁଭବ ମହାନ୍ତି ପ୍ରତ୍ଯେକଟି ଗଣ ମାଧ୍ୟମ ସାମ୍ନାରେ ନିଜର ମନର କଥା ଜଣାଇଛନ୍ତି । ତେବେ ଏହି ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କର ମାମଲାରେ ଆପଣଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *