ମୁଁ ତାଙ୍କୁ ଟିକଟକରୁ ଦେଖି ବାହା ହୋଇଯାଇଛନ୍ତି ବୋଲି ଭାବୁଥିଲି… ପରେ ବାହାଘର ପାଇଁ ପ୍ରସ୍ତାବ ଆସିବାରୁ ଜାଣିଲି… Biswarupa

ତାଙ୍କ ଘରୁ ବାହାଘର ପ୍ରସ୍ତାବ ଆସିଲା ପରେ ଜାଣିଲି, ସେ ବାହା ହୋଇ ନାହାନ୍ତି ବୋଲି… ହଁ ଆଜ୍ଞା ଆପଣଙ୍କର ପ୍ରିୟ କଳାକାର ଯାହାଙ୍କୁ ହୁଏତ ଆପଣ ସିରିଏଲ ବହୁ ଥର ଖଳ ଚରିତ୍ରରେ ଦେଖି ଆସିଛନ୍ତି । ହେଲେ ସେ ରିଅଲ ଲାଇଫରେ ବହୁ ହିଁ କୁଲ୍ ମିଜାଜର ଜଣେ ବ୍ୟକ୍ତି ଅଟନ୍ତି । ତେବେ ହେଉଛନ୍ତି ଓଡିଆ ସିରିଏଲ କଳାକାର ବିଶ୍ଵରୂପ ଏବଂ ତାଙ୍କ ସହ ତାଙ୍କ ଧର୍ମପତ୍ନୀ ରୂପା ଏକ ଇଣ୍ଟରଭିୟୁରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ଅଭିନେତା ବିଶ୍ଵଙ୍କ କହିବା ଆଧାରରେ ମୁଁ ଅଭିନୟକୁ ବହୁତ ଭଲ ପାଏ । ତେଣୁ ଅଭିନୟ ପ୍ରତି ତ ବହୁତ ସମୟ ଦେବାକୁ ପଡେ । ହେଲେ ସିରିଏଲ କି ଯାତ୍ରା ଅଭିନୟ ପରେ ଘରେ ଯେତିକି ସମୟ ବି ରୁହେ । ସବୁ ସମୟ ମୋ ସ୍ତ୍ରୀ ଙ୍କୁ ଦିଏ । ସେ ଯୁଆଡେ ଚାହାନ୍ତି, ଆମେ ମିଶିକି ବୁଲିବାକୁ ଯାଉ । ଏମିତି ଯଦି ରାସ୍ତାରେ ଯିବା ସମୟରେ ମୋର କେହି ଫ୍ୟାନ ଚାଲି ଆସନ୍ତି । ତେବେ ମୋ’ ସହ ସେଲଫି ନିଅନ୍ତି ।

ହେଲେ ତାଙ୍କୁ ଯଦି ଟିକେ ଅକ୍ବର୍ଡ ଫିଲ୍ ହୁଏ, ରୂପା ସେହି ସମୟରେ ମୋ ଠାରୁ ଟିକେ ଦୂରକୁ ଚାଲିଜାଆନ୍ତି । ହେଲେ ମୁଁ ତାଙ୍କ ହାତକୁ ଭିଡି ଧରେ । ତେବେ ଅପର ପକ୍ଷରେ ବିଶ୍ଵଙ୍କ ଧର୍ମପତ୍ନୀ ରୂପ ମଧ୍ୟ କହିଛନ୍ତି । ଯେ ବହୁତ ଲୋକ ଭାବନ୍ତି । ଯେ ଆମେ ଦୁହେଁ ଲଭ ମ୍ୟାରେଜ କରିଛୁ । ହେଲେ ଆମେ ଦୁହେଁ ଆରେଞ୍ଜ ମ୍ୟାରେଜ ହିଁ କରିଛୁ । ମୁଁ ତାଙ୍କୁ ଆଗରୁ ସୋସିଆଲ ମିଡିଆରେ ଆଗରୁ ଦେଖିଥିଲି । ହେଲେ ମୁଁ ଭାବେ ସେ ବାହା ହୋଇଛନ୍ତି ।

ହେଲେ ମୋ ପାଇଁ ତାଙ୍କ ଘରୁ ଯେତେବେଳେ ପ୍ରସ୍ତାବ ଆସିଲା । ସେତେବେଳେ ମୁଁ ଜାଣିବାକୁ ପାଇଲି, ଯେ ସେ ବାହା ହୋଇ ନାହାନ୍ତି । ତାଙ୍କର ଥରେ ବହୁତ ଜ୍ଵର ହୋଇଯାଇଥିଲା । ସେତେବେଳେ ପାଖରେ ବି ଆମର କେହି ଚିହ୍ନା ପରିଚୟ ନଥିଲେ । ତେଣୁ ମୋତେ ବହୁତ ସେହି ସମୟରେ ଟେନସନ ହୋଇଥିଲା ।

ସେଥିପାଇଁ ମୁଁ ତିରୁପତୀରେ ତାଙ୍କର ଦେହ ଭଲ ହୋଇଗଲେ ଲଣ୍ଡା ହେବି ବୋଲି କହିଥିଲି । ପରେ ତାଙ୍କ ଦେହ ଭଲ ହେଲା ପରେ ଆମେ ତିରୁପତୀ ମୁଁ ମୁଣ୍ଡନ କରିଥିଲି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *