ମୋ ସ୍ଵାମୀ 2 ଟି ସ୍ତ୍ରୀ ରଖିଛି, ଯୁଆଡେ ଯାଉଛି ପ୍ରେମ କରିବା ବାହାନାରେ ଦେହ ସୁଖ ପାଇଁ ଝିଅ ପଟାଉଛି…

ମୋ ସ୍ଵାମୀର ୨ ଟା ସ୍ତ୍ରୀ ! ଯେଉଁଠିକି ଯାଉଛି ଖାଲି ଦେହ ସୁଖ ପାଇଁ ଝିଅ ପଟାଉଛି । ଖବର ମୁତାବିକ ଏଭଳି କିଛି ଖବର ଆସିଛି । ଯେଉଁଠାରେ କି ସ୍ତ୍ରୀ ଜଣଙ୍କ ଏଭଳି କିଛି ନିଜ ସ୍ଵାମୀଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି । ଯେ ମୋ ସ୍ଵାମୀ ଦେହ ସୁଖ ପାଇଁ କିଛି ବି କରିପାରେ । କାରଣ ସେ ଯେଉଁଠିକି ଯାଉଛନ୍ତି । ଖାଲି ଝିଅ ମାନଙ୍କ ମିଛ ବାହାନା କରି ନିଜ ପ୍ରେମ ଜାଲରେ ଫସାଇ ଦେଉଛନ୍ତି । ଏଭଳି କିଛି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଶରତ ଥାନା ଅନ୍ତର୍ଗତ ନୋଟ ଗାଁରେ ତୁଳସୀ ସିଂହଙ୍କ ଘର ।

ସେହି ଶରତ ଥାନା ଅଞ୍ଚଳର ରାଣୀପୋଖରୀ ଯୁବକ ହେଉଛନ୍ତି ସୋମା ସିଂହ ।  ତେବେ ଉକ୍ତ ମହିଳା ଜଣଙ୍କ କହିବା ଅନୁଯାଇ ମୁଁ ଗତ ୪ ବର୍ଷ ଧରି ଦିଲ୍ଲୀରେ ରହି କାମ କରୁଥିଲି । ସେଠାରେ ମୁଁ ସିଲେଇ କମ୍ପାନୀରେ କାମ କରୁଥିଲି । ମୋତେ ସେଠାରେ ଏହି ସୋମା ନାମକ ଯୁବକ ଜଣଙ୍କ ଭଲ ପାଇ ବସିଲେ । ତାହା ପରେ ମୋତେ ବିବାହ କରିବେ ବୋଲି କହିଥିଲେ । ମୋ ସହ ଶାରୀରିକ ସମ୍ପର୍କ ମଧ୍ୟ ସେ ରଖିଛନ୍ତି। ହେଲେ ପରେ ମୁଁ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲି ।

ଯେ ମୋ ସ୍ଵାମୀ ଆଗରୁ ଅନ୍ୟ ଜଣଙ୍କୁ ବାହା ହୋଇଛନ୍ତି । ଯେତେବେଳେ ନିଜ ସ୍ଵାମୀଙ୍କର ଆଉ ଏକ ସ୍ତ୍ରୀ ଥିବା କଥା ତୁଳସୀ ଜାଣିଥିଲେ, ତାଙ୍କର ମୁଣ୍ଡ କିଛି କାମ କରିନଥିଲା । ପରେ ପରେ ମୋ ସ୍ଵାମୀ ବୁଝାଇ ମୋତେ କହିଥିଲେ । ଯେ ମୁଁ ଉଭୟ ସ୍ତ୍ରୀ ଙ୍କୁ ସମାନ ଦ୍ରୁଷ୍ଟିରେ ରଖିବୀ । ଜଣଙ୍କୁ ଦିଲ୍ଲୀରେ ତ ଅନ୍ୟ ଜଣଙ୍କୁ ଓଡିଶାରେ ସ୍ତ୍ରୀ କରି ରଖିବୀ ।

ହେଲେ ବର୍ତ୍ତମାନ ତାଙ୍କ ସ୍ଵାମୀ ତୁଳସୀଙ୍କୁ ମାରଧର କରୁଥିବା କାରଣରୁ ତୁଳସୀ ଶରତ ଥାନା ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଶରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ଆଗକୁ ତୁଳସୀଙ୍କୁ କେଉଁ ନ୍ୟାୟ ମିଳୁଛି ଦେଖିବାକୁ ରହିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *