କେଉଁ ଫଳର ମଞ୍ଜି ବିଛାର ଜହରକୁ ନଷ୍ଟ କରିଦେଇଥାଏ ? ଏହିଭଳି ଆହୁରି ବଛା ବଛା General Knowledge Question with Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1; – କେଉଁ ପକ୍ଷୀ କେବଳ ଗୋଟିଏ ଆଖିରେ ଦେଖିଥାଏ ?

ଉତ୍ତର;- କାଉ କେବଳ ଗୋଟିଏ ଆଖିରେ ଦେଖିଥାଏ ।

2; – କେଉଁ ଫୁଲ ଜିଏକି ସବୁବେଳେ ସୂର୍ଯ୍ୟଙ୍କୁ ଆଡକୁ ମୁହଁ କରି ରହିଥାଏ ?

ଉତ୍ତର;- ସୂର୍ଯ୍ୟମୁଖ୍ୟ ଜିଏକି ସବୁବେଳେ ସୂର୍ଯ୍ୟଙ୍କୁ ଆଡକୁ ମୁହଁ କରି ରହିଥାଏ ।

3; – କେଉଁ ଜୀବ ଯାହାର ଶୁଣିବାର ଶକ୍ତି ନାହିଁ ?

ଉତ୍ତର;- ସାପର ଶୁଣିବାର ଶକ୍ତି ନଥାଏ ।

4; – କେଉଁ ଦେଶରେ ମଶା ମାନଙ୍କର ପର୍ବ ପାଳନ କରାଯାଇଥାଏ ?

ଉତ୍ତର;- ଚୀନ ଦେଶରେ ମଶା ମାନଙ୍କର ପର୍ବ ପାଳନ କରାଯାଇଥାଏ ।

5; – କେଉଁ ପଶୁ ନିଜର ନାକ ଦ୍ଵାରା ପାଣି ପିଇଥାଏ ?

ଉତ୍ତର;- ହାତୀ ନିଜର ନାକ ଦ୍ଵାରା ହିଁ ପାଣି ପିଇଥାଏ ।

6; – ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଶିକ୍ଷିତ ଲୋକ ନଜର ଆସନ୍ତି ?

ଉତ୍ତର;- ଭାରତର କେରଳ ରାଜ୍ୟର ଶିକ୍ଷିତ ଲୋକ ଦେଖିବାକୁ ମିଳିଥାନ୍ତି ।

7; – ଭାରତର ସବୁଠାରୁ ବଡ ଗଛ କେଉଁ ରାଜ୍ୟରେ ଅଛି ?

ଉତ୍ତର;- ଭାରତର ସବୁଠାରୁ ବଡ ଗଛ କଲିକତା ସହରରେ ଅଛି ।

8; – ବିଶ୍ଵର ପ୍ରଥମ ଘଡି କେଉଁ ଦେଶରେ ତିଆରି କରାଯାଇଥିଲା ?

ଉତ୍ତର;- ବିଶ୍ଵର ପ୍ରଥମ ଘଡି ଇଂଲଣ୍ଡ ଦେଶରେ ତିଆରି କରାଯାଇଥିଲା ।

9; – ଭାରତରେ ଲାଇସେନ୍ସ ପ୍ରାପ୍ତ କରିବାର ବୟସ କ’ ଣ ଅଟେ ?

ଉତ୍ତର;- ଭାରତରେ ଲାଇସେନ୍ସ ପାଇବାର ବୟସ ହେଉଛି 18 ବର୍ଷ ।

10; – ଚୁଇଁଗମ ଚୋବାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଇଥାଏ ?

ଉତ୍ତର;- ଚୁଇଁଗମ ଚୋବାଇବା ଦ୍ଵାରା ମାନସିକ ସ୍ଥିତି ଠିକ ହୋଇଯାଇଥାଏ ।

11; – ଭାରତରେ ସବୁଠାରୁ ଅଧିକ ନଡିଆ କେଉଁ ରାଜ୍ୟରେ ଫଳିଥାଏ ?

ଉତ୍ତର;- ଭାରତର ସବୁଠାରୁ ଅଧିକ ନଡିଆ କେରଳରେ ହୋଇଥାଏ ।

12; – କେଉଁ ପ୍ରାଣୀ 1 ବର୍ଷ ପର୍ଯ୍ୟନ୍ତ ନଖାଇପିଇ ବଞ୍ଚି ପାରେ ?

ଉତ୍ତର;- ବିଛା 1 ବର୍ଷ ପର୍ଯ୍ୟନ୍ତ ନଖାଇପିଇ ବଞ୍ଚିପାରେ ।

13; – ଭାରତୀୟ ରେଳ ଇଞ୍ଜିନ ବନାଇବା ପାଇଁ କେତେ ଟଙ୍କା ଖର୍ଚ ହୋଇଥାଏ ?

ଉତ୍ତର;- ରେଳ ଇଞ୍ଜିନ ବନାଇବା ପାଇଁ 20 କୋଟି ଟଙ୍କା ଖର୍ଚ ହୋଇଥାଏ ।

14; – କେଉଁ ଜୀବର କ୍ଷୀର ପିଇଲା ମାତ୍ରେ ମଣିଷ ମରିଯାଇଥାଏ ?

ଉତ୍ତର;- ସିଂହୀର କ୍ଷୀର ପିଇଲ ମାତ୍ରେ ମଣିଷ ମରିବାର ସମ୍ଭାବନା ରହିଥାଏ ।

15; – କେଉଁ ଫଳର ମଞ୍ଜି ବିଛାର ଜହରକୁ କମାଇ ଦେଇଥାଏ ?

ଉତ୍ତର;- ତେନ୍ତୁଳୀର ମଞ୍ଜି ବିଛାର ଜହରକୁ କମାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *