ଆପଣ ଦୁହିଙ୍କ ମଧ୍ୟରେ ଆଗାମୀ ସମୟରେ ସମ୍ପର୍କର ମୋଡ କ’ ଣ ହେବା ପାଇଁ ଯାଉଛି… କୌଣସି ଏକ ନମ୍ବର ବାଛନ୍ତୁ… Tarot Card Reading

ଜୀବନରେ ପ୍ରତ୍ଯେକଟି ସମ୍ପର୍କର ମହତ୍ଵ ଅଧିକ ରହିଥାଏ । ସେ କୌଣସି ପ୍ରକାର ସମ୍ପର୍କ ହୋଇଥାଉ ନା କାହିଁକି ? ହେଲେ ସେହି ସମ୍ପର୍କ ଥରେ ଆମ ସହ ଯୋଡି ହୋଇଗଲେ । ତାହାକୁ ଜୀବନରେ ଭଲ ଭାବରେ ନିଭାଇବା  ପାଇଁ ପଡିଥାଏ । ତେବେ ଆଜି ଆପଣଙ୍କ ସାମ୍ନାରେ ୨ ଟି ଘର ଅଛି । ସେହି ୨ ଟି ଘର ମଧ୍ୟରୁ ଯେକୌଣସି ଗୋଟିଏ ଘର ବାଛି ସେହି ଆପଣ ଜାଣିବାକୁ ଚାହୁଁଥିବା ସମ୍ପର୍କ ବିଷୟରେ ଜାଣି ପାରିବେ । ଯେ ଆଗକୁ ଆପଣ ଦୁହିଙ୍କ ମଧ୍ୟରେ କ’ ଣ ସବୁ ଘଟିବାକୁ ଯାଉଛି ।

ପ୍ରଥମ ଘର;- ଯେଉଁ ମାନେ ନିଜର କୌଣସି ସମ୍ପର୍କର ଆଗାମୀ ସମୟରେ କ’ ଣ ହେବା ଜାଣିବା ଏହି ଘରଟି ବାଛିଛନ୍ତି । ତେବେ ତାଙ୍କୁ ଏଠାରେ କହି ରଖିବା ପାଇଁ ଚାହିଁବୁ । ଆପଣଙ୍କ ମଧ୍ୟରେ ନିକଟରେ ଏଭଳି କିଛି ଘଟଣା ଘଟିଯାଇଛି । ଯାହା ଆପଣ ଦୁହେଁ କେବେ ମଧ୍ୟ ଏମିତି ହେବ ବୋଲି ଭାବି ନଥିଲେ । ହେଲେ ସବୁକିଛି ଅଚାନକ ଭାବେ ଘଟିଗଲା । ତେଣୁ ଯାହା ମନର କଥା ଜାଣିବା ପାଇଁ ଚାହୁଁଛନ୍ତି ।

ସେ ଆପଣଙ୍କ କଥା ବହୁତ ଭାବୁଛନ୍ତି । ସେ ଯାହା ସବୁ ଆପଣଙ୍କ ସହ କରିଛନ୍ତି । ତାହାକୁ ନେଇ ମଧ୍ୟ ଦୁଃଖିତ ଅଛନ୍ତି । ହେଲେ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଆପଣଙ୍କୁ ଜଣେ ଭଲ ବ୍ୟକ୍ତି ବୋଲି ଭାବନ୍ତି । ତେବେ ଆଗକୁ ସେ ମଧ୍ୟ ଆପଣଙ୍କ ସହ ସବୁ ରାଗ ରୁଷା ଭୁଲି ପୁଣି ଥରେ ଏକାଠି ରହିବାକୁ ଚାହାନ୍ତି । ସେ ଆପଣଙ୍କର ଜଣେ ଭଲ ବନ୍ଧୁ ବା ଆପଣଙ୍କର ଲଭର ମଧ୍ୟ ହୋଇପାରିବେ ।

ଦିତୀୟ ଘର;-ଯେଉଁ ମାନେ ବି ଦିତୀୟ ଘରକୁ ବାଛିଛନ୍ତି । ଏଠାରେ ଆପଣ ଯାହାଙ୍କର ମନର କଥା ଜାଣିବା ପାଇଁ ଚାହୁଁଛନ୍ତି । ସେ ଆପଣଙ୍କ ସହ ହୁଏତ କିଛି ସମ୍ପର୍କରେ ରହିଥିଲେ । ହେଲେ ଏବେ ସେହି ସମ୍ପର୍କ ଆଉ ଆଗ ଭଳି ନାହିଁ । କାରଣ ସେ ବ୍ୟକ୍ତି ନିଜର କ୍ଯାରିଅର ଉପରେ ଟିକେ ଅଧିକ ଫୋକୋଷ କରୁଛନ୍ତି । ତେଣୁ ସେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ବା ଆପଣଙ୍କୁ ଅଧିକ ସମୟ ଦେଇ ପାରୁନାହାନ୍ତି । ତେବେ ସେ ବ୍ୟକ୍ତି ଜାଣିଛନ୍ତି ।

ଯେ ଆପଣ ତାଙ୍କ ଠାରୁ ଅଲଗା ରହି ମଧ୍ୟ ତାଙ୍କର ସ୍ଥିତିକୁ ଠିକ ବୁଝିଛନ୍ତି । ତେବେ ଆଗକୁ ସେହି ବ୍ୟକ୍ତି ହିଁ ଆପଣଙ୍କ ସହ ଆଗକୁ ସମ୍ପର୍କ ବଢାଇବାକୁ ନିଜ ଆଡୁ ଚାହିଁବେ ବୋଲି ସମ୍ଭାବନା ରହୁଛି । ହେଲେ ତାଙ୍କର ମତ ଶୁଣିବା ପାଇଁ ଆପଣ ଧର୍ଯ୍ୟହରା ହୋଇଗଲେଣି । ଆପଣ ତାଙ୍କର ହଁ କି ନା ର ଜବାବ ବହୁତ ଶୀଘ୍ର ହିଁ ଜାଣିବାକୁ ଚାହୁଁଛନ୍ତି । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *