ପାନକାର୍ଡ ସହ ଆଧାର କାର୍ଡ ଲିଙ୍କ ଶୀଘ୍ର ହିଁ କରାଇ ନିଅନ୍ତୁ, ନଚେତ ଆପଣଙ୍କ PAN କାର୍ଡ ହୋଇଯାଇପାରେ ଖୁବ ଶୀଘ୍ର ରଦ୍ଧ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୀଘ୍ର କରାଇ ନିଅନ୍ତୁ ଆଧାର ସହ ପାନକାର୍ଡ ଲିଙ୍କ !  ନଚେତ ରଦ୍ଧ ହୋଇପାରେ ଆପଣଙ୍କ ପାନକାର୍ଡ । ଯଦି ଆପଣଙ୍କର ପାନ କାର୍ଡ ରହିଛି । ତେବେ ଆପଣ କଣ ଆପଣଙ୍କ ପାନ କାର୍ଡରେ ଆଧାର କାର୍ଡର ଲିଙ୍କ କରାଇଦେଇଛନ୍ତି ! ଯଦି କରାଇ ଦେଇନାହାନ୍ତି । ତେବେ ବହୁତ ହିଁ ଶୀଘ୍ର ନିଜର ପାନ କାର୍ଡ ସହ ଆଧାର କାର୍ଡର ଲିଙ୍କ କରାଇଦିଅନ୍ତୁ । କାରଣ ପାନ କାର୍ଡ ସହ ଆଧାର କାର୍ଡର ଲିଙ୍କର ସମୟ ଅବଧି ମାତ୍ର ଆଉ କିଛି ଦିନ ରହିଲା ।

ନଚେତ ଆପଣଙ୍କର ମଧ୍ୟ ପାନ କାର୍ଡ ରଦ୍ଧ ହୋଇଯାଇ ପାରେ । ଚଳିତ ମାସ ଅର୍ଥାତ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ପାନ ସହ ଆଧାର କାର୍ଡର ଲିଙ୍କ ସମୟ ଅବଧି ରହିଛି । ତେଣୁ ଯଦି ଆପଣ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ପାନ ସହ ଆଧାର କାର୍ଡ ନକରନ୍ତି । ତେବେ ଆପଣଙ୍କର ପାନ କାର୍ଡ ମଧ୍ୟ ଅଚଳ ହୋଇଯିବ । ତେବେ ସେହି ପାନ କାର୍ଡ ଆପଣ କୌଣସି କାର୍ଯ୍ୟରେ ମଧ୍ୟ କାର୍ଯ୍ୟକାରୀ କରିପାରିବେ ନାହିଁ । ତେବେ ଯଦି ଆପଣ ନିଜର ପାନ କାର୍ଡ ସହ ଆଧାର ନକରିବେ ।

ତେବେ ଆଗାମୀ ସମୟରେ ଆପଣ ଯେଉଁଠାରେ ବି ପାନକାର୍ଡ ବ୍ୟବହାର କରିବେ । ସେଠାରେ ଆପଣଙ୍କୁ ୧୦୦୦ ଟଙ୍କାର ଜୋରିମାନା ଦେବାକୁ ପଡିପାରେ । ପାନକାର୍ଡ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ୫ ବର୍ଷ ମଧ୍ୟରେ ୧୫ ଥର ଘୁଞ୍ଚା ହୋଇଛି । ହେଲେ ଜୁନ ମାସ ୩୦ ତାରିଖ ଯେଉଁ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ ରଖାଯାଇଛି । ଏହି ସମୟରେ ଯଦି ଆପଣ ପାନକାର୍ଡ ସହ ଆଧାରର ଲିଙ୍କ ନକରିବେ ।

ତେବେ ଏହି ଜୁନ ୩୦ ତାରିଖ ହିଁ ଶେଷ ତାରିଖ ଅଟେ । ଆପଣଙ୍କର ମଧ୍ୟ ଯଦି ପାନକାର୍ଡ ରହିଛି । ତେବେ ଆପଣ ଜୁନ ୩୦ ତାରିଖ ସୁଦ୍ଧା ନିଜର ପାନକାର୍ଡ ସହ ଆଧାର କାର୍ଡର ଲିଙ୍କ କରାଇ ନିଅନ୍ତୁ । ପାନକାର୍ଡ ସହ ଆଧାର ଲିଙ୍କ କରିବା ପାଇଁ ଅନଲାଇନରେ ମଧ୍ୟ ବ୍ୟବସ୍ଥା ରହିଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *