ଗୀତ ଶିଖେଇବା ପାଇଁ ଡାକୁଥିଲେ କଣ୍ଠଶିଳ୍ପୀ ସୌରିନ, ହେଲେ ସେଠାରେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୀତ ଶିଖେଇବାକୁ କହି ଶାରୀରିକ ଓ ମାନସିକ ନିର୍ଯାତନା ଦେଲେ କଣ୍ଠଶିଳ୍ପୀ ସୌରିନ । ତେବେ ହଁ ବନ୍ଧୁଗଣ ତାଜା ଖବର ଅନୁଯାଇ ଓଡିଆରେ ଅନେକ ଗୁଡିଏ ଗୀତ ପାଇଁ ନିଜର ସୁନାମ ଅର୍ଜନ କରିଥିବା ସୁନାମଧନ୍ୟ ସିଙ୍ଗର ଜଣଙ୍କ ହେଉଛନ୍ତି ସୌରିନ ଭଟ୍ଟ । ଓଡିଆ ଭାଷାରେ ଅନେକ ଗୁଡିଏ ହିଟ୍ ସଙ୍ଗ ସେ ଓଡିଶା ଦର୍ଶକଙ୍କୁ ଭେଟି ଦେଇ ଆସିଛନ୍ତି । ଏବେ ସେହି ସୁନାମଧନ୍ୟ କଣ୍ଠଶିଳ୍ପୀ ସୌରିନଙ୍କ ନାମରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି ।

ତେବେ ଯୁବତୀ ଜଣଙ୍କ ନିଜର ଅଭିଯୋଗକୁନେଇ  ସିଧାସଳଖ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ସେହି ସୁନ୍ଦରୀ ଯୁବତୀଙ୍କ କହିବା ଅନୁଯାଇ କଣ୍ଠଶିଳ୍ପୀ ମୋତେ ଗୀତ ଶିଖେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ମଉକାରେ ମୋତେ ସେ ପାଖକୁ ଡାକନ୍ତି । ଏହା ସହ ମୋ ସହ ସମ୍ପର୍କ ରଖିବାକୁ ମଧ୍ୟ ରଖୁଥିଲେ । ମୋତେ କଣ୍ଠଶିଳ୍ପୀ କରିବାକୁ ଯାଇ ସୌରିନ ମୋତେ ଶାରିରୀକ ସମ୍ପର୍କ ରଖୁଥିଲେ ।

ଏହା ସହ ତାଙ୍କୁ ଏହି କଥାରେ ପ୍ରତିବାଦ କରିଲେ ସେ ମୋତେ ମାନସିକ ଭାବେ ନିର୍ଯାତନା ମଧ୍ୟ ଦେଉଥିଲେ । ଏହା ସହ ଉକ୍ତ ଯୁବତୀଙ୍କ ଠାରୁ କିଛି ଟଙ୍କା ମଧ୍ୟ ସିଙ୍ଗର ସୌରିନ ଭଟ୍ଟ ଠକି ନେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି । ଏପରି କିଛି ଅଭିଯୋଗ ଉକ୍ତ ଯୁବତୀ ଜଣଙ୍କ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ଥାନାରେ ଜଣାଇଥିଲେ । ତେବେ ବର୍ତ୍ତମାନ ସମୟରେ ଯଦିଓ ସୌରିନଙ୍କ ନାମରେ ଅଭିଯୋଗ ଦେଇଥିବା ଉକ୍ତ ଯୁବତୀଙ୍କ ନାମ କିମ୍ବା ପରିଚୟ କିଛି ସ୍ପଷ୍ଠ ହୋଇପାରିନାହିଁ ।

ହେଲେ ଏପରି କିଛି ଖବର କିନ୍ତୁ ଚର୍ଚା ହବାରେ ଲାଗି ପଡିଛି । ଯୁବତୀ ଜଣଙ୍କ ଅଭିଯୋଗ ଦେଇଥିବା କଟକ ଥାନା ଅଧିକାରୀଙ୍କ କହିବା ଅନୁଯାଇ ଏହି ମାମଲାକୁ ମହିଳା ଥାନାକୁ ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ଯୁବତୀ ଜଣଙ୍କ କହୁଥିବା କଥାରେ କେତେ ଯେ ସତ୍ୟତା ଅଛି । ତାହାକୁ ସଠିକ ଭାବରେ ତଦନ୍ତ କରି ବିଚାର କରିବା ପରେ ହିଁ ସବୁ କିଛି ସତ କଥା ସାମ୍ନାକୁ ଆସିଯିବ ।

ହେଲେ ଏଠାରେ କହି ରଖିବା ପାଇଁ ଚାହିଁବୁ । କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଓଡିଆରେ ଅନେକ ଗୁଡିଏ ଫିଲ୍ମରେ ହିଟ୍ ସଙ୍ଗ ଦର୍ଶକଙ୍କୁ ଭେଟିଦେଇଛନ୍ତି । ତେବେ ଏହିଭଳି ଅପଡେଟ ଖବର ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *