Prakrutiଙ୍କୁ ଓଡିଶାରେ କି ବମ୍ବେରେ କିଛି କାମ ମିଳୁ ନାହିଁ, ତେଣୁ ଏମିତି ସବୁ କରି ହାଇଲାଇଟ୍ ହେବାକୁ ଚାହୁଁଛନ୍ତି, Shaswati Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତି ମିଶ୍ରଙ୍କୁ ଫିଲ୍ମ ମିଳୁନି ବୋଲି ସେ ଏମିତି କିଛି କରି ଚାଲିଛନ୍ତି । ଯେମିତି ସେ କେଉଁବାଟେ ନା କେଉଁବାଟେ ହାଇଲାଇଟ୍ସ  ହୋଇପାରିବେ । ତେବେ ଶ୍ଵାଶ୍ଵତି ମିଶ୍ରଙ୍କ କହିବା ଅନୁଯାଇ କାହା ବିରୁଦ୍ଧରେ କହିବା ଆଗରୁ ତାହା ନାମରେ ଠୋସ ପ୍ରମାଣ ଆଣିବା ଉଚିତ । ମନକୁ ମନ ତମେ ତମ ରାଗ ରଖି କାହା ଉପରେ ଦୋଷାରପ କରିବା ବିଲକୁଲ ମଧ୍ୟ ଉଚିତ ନୁହେଁ । ଯେଉଁ ଝିଅ ମାନେ ଯଦି କାଷ୍ଟିଙ୍ଗ କାଉଚର ଶିକାର ହେଉଛନ୍ତି ।

ସେମାନେ ତ କାହିଁକି କିଛି ମୁହଁ ଖୋଲି କହୁନାହାନ୍ତି । ତାଙ୍କ ପାଇଁ ପ୍ରକୃତି ମିଶ୍ର କଣ ପାଇଁ ବାହାରିକି କହୁଛନ୍ତି । ଯଦି ବି କହୁଛ ସେହି ଝିଅ ମାନଙ୍କୁ ବି ସାମ୍ନାକୁ ଆସି ସବୁ କହିବାକୁ ପଡିବ । ସେମାନେ ତ କଳାକାର ହେବାକୁ ଚାହୁଁଥିଲେ । ଆଜି ନହେଲେ କାଲି ସମସ୍ତଙ୍କ ସାମ୍ନାକୁ ଆସିଥାନ୍ତେ । ଏବେ ଯଦି ତାଙ୍କ ସହ କାଷ୍ଟିଙ୍ଗ କାଉଚ କରାଯାଉଛି । ତେବେ ସେମାନଙ୍କ ପାଇଁ ପ୍ରକୃତି କଣ ପାଇଁ କହୁଛନ୍ତି ? ଆଉ ପ୍ରକୃତି ମିଶ୍ରଙ୍କ ପାଖରେ  ମଧ୍ୟ କିଛି ପ୍ରମାଣ ନାହିଁ ।

ହେଲେ ସେ କ୍ୟାମେରା ସାମ୍ନାକୁ ଅନ୍ୟ ନାମରେ ବଦନାମ କରିବା ପାଇଁ ଚାଲିଆସୁଛନ୍ତି । କାରଣ ପ୍ରକୃତି ମିଶ୍ରଙ୍କର କିଛି କାମ ନାହିଁ । ଓଡିଶାରେ କି ବମ୍ବେ ରେ କେଉଁଠାରେ କିଛି କାମ ଯେହେତୁ ପାଉନାହାନ୍ତି । ତେଣୁ ହାଇଲାଇଟ ପାଇଁ ଗୋଟେ ପରେ ଗୋଟେ ହଙ୍ଗମା ଓଡିଆ ଇଣ୍ଡଷ୍ଟ୍ରିରେ ସୃଷ୍ଟି କରୁଛନ୍ତି । ଯାହା ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ହିଁ ଏଠାରେ ବଦନାମ ହୋଇଯାଉଛି । ଏମିତି ବି ଓଡିଶାବାସୀ ମଧ୍ୟ ପ୍ରକୃତିଙ୍କ ବିରୁଦ୍ଧରେ ଯାହା ସବୁ କମେଣ୍ଟ ଦେଉଛନ୍ତି ।

ସେଥିରୁ ହିଁ ତାଙ୍କ କ୍ୟାରେକ୍ଟର ସ୍ପଷ୍ଠ ଜଣା ପଡି ଯାଉଛି । ପ୍ରକୃତି ମିଶ୍ରଙ୍କ ନାମଟି ଖାଲି ଯାହା ପ୍ରକୃତି ହୋଇଯାଇଛି । ହେଲେ ପ୍ରକୃତିଙ୍କ ମଧ୍ୟରେ କିଛି ଭଲ ପ୍ରକୃତି ନାହିଁ । ସେ ଖାଲି ଜଣଙ୍କ ପରେ ଅନ୍ୟ ଜଣଙ୍କର ଘର ଭାଙ୍ଗିବା ହିଁ ଜାଣିଛନ୍ତି । ବମ୍ବେରେ ସେ କ’ ଣ କରୁଛନ୍ତି କି ନାହିଁ ତାଙ୍କୁ ହିଁ କେବଳ ଜଣା । ବମ୍ବେରେ ତ ତାଙ୍କୁ କେହି ପଚାରୁ ନଥିବେ ଲାଗୁଛି । ତେବେ ଏହିଭଳି ଲାଟେଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *