ପ୍ରେମ ବ୍ୟାପାରକୁ ନେଇ ଘଟିଗଲା ଗୁଳିକାଣ୍ଡ, ମୁଁ ପୁଣି ଫେରିବି ହେଲେ ଏଥର ଭୟଙ୍କର ହୋଇ ଫେରିବି, ଦେଖନ୍ତୁ କାହିଁକି ଏପରି କହିଲେ Untalented Guy!

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ଫେରିବି କିନ୍ତୁ ଭୟଙ୍କର ହୋଇ ! ତେବେ ଏପରି କିଛି ମନ୍ତବ୍ୟ ଜେଲ୍ ରେ ଥାଇ ମଧ୍ୟ Untalented Guyଙ୍କ ମନରେ ଗୁଞ୍ଜରୀ ଉଠୁଛି । ତେବେ ସୋସିଆଲ ମିଡିଆରେ ନିଜର ଅଶ୍ଳୀଳ ଭାଷା ପାଇଁ ବହୁ ଚର୍ଚିତ ଉଦିତ ନାରାୟଣ ନାଏକ ଅର୍ଥାତ Untalented Guy ଙ୍କ ଆଲୋଚନା ସବୁଆଡେ ହେଉଛି । କାରଣ ପ୍ରେମ ବ୍ୟାପାର ମାମଲାକୁ ନେଇ ବିବାଦ ଓ ତାପରେ ପୁଣି ଘଟିଲା ଗୁଳିକାଣ୍ଡ । ଯାହାପରେ ଉଦିତ ବର୍ତ୍ତମାନ ଜେଲ୍ ର ୪ କାନ୍ଥ ମଧ୍ୟରେ ବନ୍ଦ ହୋଇ ରହିଛନ୍ତି ।

ଯେଉଁ କାରଣ ପାଇଁ ଉଦିତଙ୍କ ସୋସିଆଲ ମିଡିଆରେ ବହୁ ସମର୍ଥକ ଉଦିତଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି । ଏହା ସହିତ ଉଦିତଙ୍କୁ ସମର୍ଥନ କରି ତାଙ୍କ ସହ ସହ ଅଛନ୍ତି ବୋଲି ମଧ୍ୟ ମତ ପ୍ରକାଶ କରୁଛନ୍ତି । ହେଲେ ଅପର ପକ୍ଷରେ ଏପରି ଅନେକ ଲୋକ ଅଛନ୍ତି । ଯେଉଁ ମାନେ ଉଦିତଙ୍କ ବିପକ୍ଷରେ ଯାଇ ଉଦିତଙ୍କୁ ମନ ଇଛା ଲଗାଇ ଗାଳି ମଧ୍ୟ ଦେଉଛନ୍ତି । ହେଲେ ଉଦିତ ନିଜର ସିସିଆଲ ମିଡିଆରେ ଅସଭ୍ୟ ଭାଷାରେ କଣ୍ଟେଣ୍ଟ ପ୍ରସ୍ତୁତ କରି କୁହନ୍ତି ସତ ।

କିନ୍ତୁ ସେ ଅନେକ ଥର ଏପରି କାହିଁକି ମୁଁ କହୁଛି ? ସାଧାରଣ ଉଦିତ ଭଳି ପିଲାରୁ Untalented Guy ତିଆରି ହେଲି କେମିତି ତାହା ମଧ୍ୟ ବୁଝାଇ ଲୋକଙ୍କୁ ଅନେକ ଥର କୁହନ୍ତି । କାରଣ ଉଦିତଙ୍କ ଜୀବନରେ ଗତ ୫ ବର୍ଷ ପୂର୍ବରୁ ମଧ୍ୟ ଏକ ଝିଅ ପ୍ରେମ ନେଇକି ଆସିଥିଲା । ହେଲେ ସେହି ପ୍ରେମରେ ଉଦିତ ଧୋକା ଖାଇଲା ପରେ ଉଦିତ ସଂପୂର୍ଣ୍ଣ ଭାବରେ ଚେଞ୍ଜ ହୋଇସାରିଥିଲେ । ଆଉ ପ୍ରେମକୁ ନେଇ ବହୁତ ବଡ ବିରୋଦ୍ଧି ପାଲଟି ଯାଇଥିଲେ ।

ହେଲେ ପୁଣି ଥରେ ସେହିପରି ଏକ ପ୍ରେମ ପାଇଁ  କିଛି ବିବାଦ ନେଇ ଉଦିତ ଏପରି ଏକ ଗୁଳି କାଣ୍ଡ ଘଟାଇ ବସିଛନ୍ତି । ସେ ରାଗରେ ବଶତଃ ନିଜର ରାଗକୁ କଣ୍ଟ୍ରୋଲ ନକରି ଏପରି ଏକ ଭୁଲ ପଦକ୍ଷେପ ନେଇଯାଇଛନ୍ତି । ଉଦିତଙ୍କର ଅନେକ ସମର୍ଥକ ସୋସିଆଲ ମିଡିଆରେ ଏପରି ନିଜର ମତ ରଖୁଛନ୍ତି । ହେଲେ ଉଦିତ ପ୍ରକୃତରେ ଜଣେ ଭଲ ପିଲାଟି ବୋଲି ମଧ୍ୟ ଅନେକ କହୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *