ଶ୍ରୀମନ୍ଦିର ଭିତରେ ରାତି କାଟିଲେ ସେବାୟତ, ରାତିରେ ଦର୍ଶନ ଦେଲେ ପ୍ରଭୁ ଲକ୍ଷ୍ମୀନାରାୟଣ

ଶ୍ରୀମନ୍ଦିରରେ ଏକା ରାତି କାଟିଲେ ସେବାୟତ, ରାତି ଅଧରେ କଣ ହୁଏ ଶ୍ରୀମନ୍ଦିର ଭିତରେ, ସାକ୍ଷାତ ଲକ୍ଷ୍ମୀ ନାରାୟଣ ଦେଲେ  ଦର୍ଶନ, ଆଖିରେ ଦେଖି ଧନ୍ୟ ହେଇଗଲେ ବୃଦ୍ଧ ସେବାୟତ । କଥା ଏ ବହୁତ ଦିନ ତଳର କଳା ଅନ୍ଧାର ରାତିକୁ ଆକାଶରେ ଢାଙ୍କି ହୋଇ ରହିଥିଲା ମେଘ । ସତେ ଯେମିତି ସେଦିନର ରାତି ଅଲଗା ଥିଲା । ସମୟ ହୋଇ ଯାଇଥାଏ ମହାବାହୁଙ୍କ ପହଡ ପଡିବାର ।

ସବୁଦିନ ବି ସେଦିନ ଭଳି ସବୁ ସେବାୟତ କାଳିଆର ନୀତି ସାରି ମନ୍ଦିର ପହଡ ପକାଇ ଗୁମୁଟ ବାହାରକୁ ଚାଲି ଯାନ୍ତି । ହେଲେ ଶ୍ରୀମନ୍ଦିର ଭିତରେ ଏକା ରହି ଯାନ୍ତି ଜଣେ ବୃଦ୍ଧ ସେବାୟତ । ବୁଢା ହେଇ ଯାଇଥିଲେ କ୍ଳାନ୍ତ ହୋଇଯାଇଥିବାରୁ ମନ୍ଦିରର ଗୋଟେ କଣରେ ସେବାୟତଙ୍କର ଆଖି ଲାଗି ଯାଏ ହେଲେ ଆଖି ଖୋଲିଲା ବେଳକୁ ମନ୍ଦିର ଭିତରେ ଶୂନ ଶାନ ।

ସେ ଚକା ଆଖି ଛଡା ନା ଆଉ କିଏ ଶୁଣିବାକୁ ଅଛି ନା ଯିବା ପାଇଁ ବାଟ ଅଛି । କାହିଁକି ନା ସେବାୟତ ମାନେ ମନ୍ଦିର ଦ୍ଵାର ବନ୍ଦ କରି ଯିଏ ଯାହାର ଘରକୁ ଚାଲି ଯାଇଥିଲେ । ଏତିକି ବେଳେ ବୃଦ୍ଧ ସେବାୟତଙ୍କ ନଜର ପଡେ ତିନି ଠାକୁରଙ୍କ ରତ୍ନ ସିଂହାସନକୁ ଆଉ ସେ ଦୃଶ୍ୟ ଦେଖି ତାଙ୍କ ଶରୀର ଶିହରି ଉଠେ । ସେହି ଦୃଶ୍ୟକୁ କଳ୍ପନା କରିବା ସମ୍ଭବ ନୁହେଁ ।

କୋଟି ବ୍ରହମେଶ୍ଵର ଯାହାଙ୍କ ବିନା ନିର୍ଦ୍ଦେଶରେ ସୂର୍ଯ୍ୟ ବି ହୁଏନି ସେହି ପରମାତ୍ମା ସ୍ଵୟଂ ଲକ୍ଷ୍ମୀ ନାରାୟଣ ଆବିର୍ଭାବ ହୋଇଛନ୍ତି । ପ୍ରଥମେ କିଛି କ୍ଷଣ ସ୍ତବ୍ଦ ହୋଇଯାନ୍ତି ବୃଦ୍ଧ ସେବାୟତ ଜଣକ । ଆଖିରୁ ଠକ ଠକ ହୋଇ ଝରି ପଡେ ଲୁହ । ସେ ସେମିତି ହାତ ଯୋଡି ଛିଡା ହୁଅନ୍ତି ଆଉ ଦେଖୁ ଥାନ୍ତି ରତ୍ନ ସିଂହାସନକୁ । ଶେଷରେ ଧୀର ଧୀର ସ୍ତରରେ କୁହନ୍ତି ହେ ପ୍ରଭୁ ହଜାର ହଜାର ତପସ୍ୟା କଲେ ବି ଆପଣଙ୍କ ଦିବ୍ୟ ଦର୍ଶନ ମିଳେନି ହେଲେ ଆଜି ଏହି ହତବାଘା ବୁଢା ସେବାୟତକୁ ଆପଣ ଦର୍ଶନ ଦେଉଛନ୍ତି ।

ମୁଁ ଧନ୍ୟ ହେଇଗଲି ପ୍ରଭୁ ମୁଁ ଧନ୍ୟ ହେଇଗଲି । ହେଲେ ହଠାତ ଚକା ଆଖି ସେବାୟତଙ୍କୁ ଦେଲେ ନିର୍ଦ୍ଦେଶ ଆଜି ମନ୍ଦିର ଭିତରେ ସବୁ ଯାହା ବି ଘଟିଛି ତମେ ଯାହା ବି ଦେଖିଛ ସବୁ ଗୋପନ ରଖିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *