Malika Bachana- ଏଥର ଧ୍ଵଂସ ନିଶ୍ଚିତ ! ସତ ହେଲା ମାଳିକା ବଚନ, ଜନ୍ମ ହେଲେ ହନୁମାନ…

ଦର୍ଶକ ବନ୍ଧୁ ଘଟିଛି ଅଦ୍ଭୁତ ଘଟଣା ସତ୍ୟ ହୋଇଛି ମାଳିକାର ବଚନ । ପ୍ରସିଦ୍ଧ ବାଘେଶ୍ଵର ଧାମ ସରକାରରେ ଘଟିଛି ଚମତ୍କାର । ଜନ୍ମ ନେଇଛନ୍ତି ସ୍ଵୟଂ ହନୁମାନ । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ତେବେ ଏହି ଘଟଣାକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରିକ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ମାଳିକାରେ ଦର୍ଶକ ବନ୍ଧୁ ଲେଖା ଥିଲା ପ୍ରଭୁ ହନୁମାନ ଜନ୍ମ ନେବେ କଳିଯୁଗରେ ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଥିବ ଯେ ହନୁମାନତ ହେଉଛନ୍ତି ଅମର ତା ହେଲେ ସେ ଜନ୍ମ ନେବେ କେମିତି । ଦର୍ଶକ ବନ୍ଧୁ ହନୁମାନ ସିନା ଅମର କିନ୍ତୁ ତାଙ୍କ ଶରୀର ଅମର ନୁହେଁ ।

ସ୍ଵୟଂ ଭଗବାନ ତ ମଣିଷ ଜନ୍ମ ନେଇ ଦେହ ତ୍ୟାଗ କରିଛନ୍ତି ଆଉ ହନୁମାନ ତ ଶ୍ରୀରାମଙ୍କର ଭକ୍ତ । ତେଣୁ ହନୁମାନ ମଧ୍ୟ ଦେହ ତ୍ୟାଗ କରନ୍ତି ଆଉ ବାରମ୍ବାର ଜନ୍ମ ନିଅନ୍ତି ଯାହାକି ହେଉଛି ଅମର । ଅମର ବର ପାଇଛନ୍ତି ନିଶ୍ଚିତ ହେଲେ ହନୁମାନ ପୁଣି ଜନ୍ମ ନେଇ ଛନ୍ତି । ତେବେ ଏହି ଘଟଣା ଘଟିଛି ବାଘେଶ୍ଵର ଧାମ ସରକାରରେ । ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଆପଣ ମାନେ ସମସ୍ତେ ଜାଣି ଥିବେ ।

ଧୀରେନ୍ଦ୍ର ଏବେ ସାରା ଭାରତର ପ୍ରସିଦ୍ଧ ଅଛନ୍ତି । ତେବେ ଗତ କିଛି ଦିନ ପୂର୍ବରୁ ତାଙ୍କ ପାଖକୁ ଜଣେ ମହିଳା ନିଜର ସମସ୍ୟା ନେଇ ଆସିଥିଲେ । ମହିଳାଙ୍କର ସମସ୍ୟା ଥିଲା ସନ୍ତାନ ପ୍ରାପ୍ତି ଯାହା ସେ କରି ପାରୁ ନଥିଲେ । ହେଲେ ଧୀରେନ୍ଦ୍ରଙ୍କୁ ନିଜ ଦୁଃଖ କହିବା ପରେ ମହିଳାଙ୍କର ହନୁମାନଙ୍କ ରୂପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ବନ୍ଧୁଗଣ ଏହି ଛୁଆର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ଭିଡିଓରେ ଦେଖି ପାରୁ ଥିବେ ଛୁଆଟି ସଂପୂର୍ଣ୍ଣ ଭାବେ ହନୁମାନଙ୍କ ଭଳି ଦେଖା ଯାଉଛି । ଏହି ଚମତ୍କାର ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *