ନାଗକୁ ମାରି ଦେଲେ ବୋଲି ପ୍ରତିଶୋଧ ନେଉଛି ନାଗୁଣୀ ! ଏହା କୌଣସି ଫିଲ୍ମ କାହାଣୀ ଠାରୁ ବି କମ ନୁହେଁ, ପୁରା ଘଟଣା ଶୁଣିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ନାଗକୁ ମାରିଥିଲେ ଜଣେ ବ୍ୟକ୍ତି, 7 ଥର ନାଗୁଣୀ କାମୁଡିଲାଣି । ହଁ ଦର୍ଶକ ବନ୍ଧୁ ଫିଲ୍ମ ଷ୍ଟୋରି ଠାରୁ କମ ନୁହେଁ ଏହି ଘଟଣା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦର୍ଶକ ବନ୍ଧୁ ଓଡିଆ ହେଉ କି ହିନ୍ଦୀ କୌଣସି ଚଳଚିତ୍ରରେ ନାଗ ନାଗୁଣୀ ପ୍ରତିଶୋଧ ନେଉ ଥିବା ଚିତ୍ର ଆପଣ ମାନେ ଦେଖି ଥିବେ ।

ଏମିତି ଅନେକ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ତିଆରି ହୋଇ ସାରିଛି । ଆଉ ଏହି ସବୁ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ହେଲେ ଫିଲ୍ମ ଦୁନିଆରେ ଏହା ମନୋରଞ୍ଜନ କରାଉଥିବା ନାଗୁ ନାଗୁଣୀ ପ୍ରତିଶୋଧ ବାସ୍ତବ ଜୀବନରେ ଏହା ବହୁତ ଭୟଙ୍କର ହୋଇଥାଏ । ଉତ୍ତର ପ୍ରଦେଶର ରାମପୁରରେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ସେଠାରେ ନାଗକୁ ହତୟଆ କରିବା ପରେ ନାଗୁଣୀ ହୋଇ ଯାଇଛି ପ୍ରତିଶୋଧ ପରାୟଣ । ନାଗ ସାପକୁ ହତୟଆ କରିଥିବା ଜଣେ ବ୍ୟକ୍ତିଙ୍କୁ ନାଗୁଣୀ ପ୍ରାୟ 7 ଥର କାମୁଡି ସାରିଲାଣି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ରାମପୁର ଜିଲ୍ଲା ମିର୍ଜାପୁର ଗାଁର ବବ୍ଲୁ ଏକ ଫାର୍ମରେ କାମ କରନ୍ତି ଗତ 7 ମାସ ପୂର୍ବେ ସେ ନାଗ ନାଗୁଣୀକୁ ସାମ୍ନା କରିଥିଲେ ।

ବବ୍ଲୁ ନିଜ ଜୀବନ ବଞ୍ଚେଇବାକୁ ଯାଇ ଏକ ବାଡିରେ ନାଗଟିକୁ ପିଟି ମାରି ଦେଇଥିଲେ । ତେବେ ଏହି ଘଟଣାରେ ନାଗୁଣୀ ବଞ୍ଚି ଯାଇଥିଲା ଆଉ ନାଗୁଣୀ ଏବେ ନିଜ ସାଥି ନାଗର ପ୍ରତିଶୋଧ ନେବାରେ ଲାଗି ପଡିଛି । ଫିଲ୍ମ କାହାଣୀ ଭଳି ସୁଯୋଗ ମିଳିବା ମାତ୍ରେ ବବ୍ଲୁଙ୍କୁ ନାଗୁଣୀ କାମୁଡି ଦେଇଥିଲା । କିନ୍ତୁ ଠିକ ସମୟରେ ଚିକିତ୍ସା ଯୋଗୁଁ ବବ୍ଲୁ ବଞ୍ଚି ଯାଇଥିଲେ ।

ପୁଣି କିଛି ଦିନ ପରେ ନାଗୁଣୀ ବବ୍ଲୁଙ୍କୁ କାମୁଡି ଦେଇଥିଲା । ହେଲେ ଏଥର ବି ବବ୍ଲୁ ବଞ୍ଚି ଯାଇଥିଲେ । ଏଭଳି ବବ୍ଲୁଙ୍କୁ ନାଗୁଣୀ 7 ଥର କାମୁଡି ଥିଲେ ମଧ୍ୟ ମୃତ୍ୟୁ ପୂର୍ବରୁ ବଞ୍ଚି ଯାଇଛନ୍ତି ବବ୍ଲୁ । ଏବେ ବବ୍ଲୁ ଭୟବିତ ଅବସ୍ଥାରେ ବଞ୍ଚିବାକୁ ବାଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *