ଏମାନେ ହେଲେ ବିଶ୍ଵର ସବୁଠୁ ସୁନ୍ଦରୀ ମହିଳା କ୍ରିକେଟ ପ୍ଲେୟାର ! 1 ନଂ ପ୍ଲେୟାରଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ହେଇଯିବେ…

ବନ୍ଧୁଗଣ ଏବେ ବିଶ୍ଵ ବଜାରରେ ବଢୁଛି ମହିଳା କ୍ରିକେଟରଙ୍କ ଆଧିପତ୍ୟ । ଦମଦାର ଖେଳ ସାଙ୍ଗକୁ ଗ୍ଲାମର ଚେହେରାର ବୋଲବାଲା । ଏବେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ ଅଛନ୍ତି ସୁନ୍ଦରୀ କ୍ରିକେଟର । ବନ୍ଧୁଗଣ ପୁରୁଷ କ୍ରିକେଟରଙ୍କ ଭଳି ଏବେ ମହିଳା କ୍ରିକେଟର ବି ମେନ୍ସଟ୍ରିମକୁ ଆସିଲେଣି । ଜବରଦସ୍ତ ଖେଳ ସାଙ୍ଗକୁ ଗ୍ଲାମର ଚେହେରା ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛି ।

ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ସୁନ୍ଦରୀ ମହିଳା କ୍ରିକେଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁନ୍ଦରୀ କ୍ରିକେଟର ଏଲିସ ବେଲି । ଏଲିସ ହେଉଛନ୍ତି ଜଣେ ମହାନ ଅଷ୍ଟ୍ରେଲିଆନ କ୍ରିକେଟର । ସେ ଅଷ୍ଟ୍ରେଲିଆ ପାଇଁ ଖେଳି ୫୨୨୫ ରନ୍ କରିଛନ୍ତି । ସେ ନିଜ ଖେଳ ସହ ନିଜ ସୁନ୍ଦରତା ପାଇଁ ବି ଚର୍ଚ୍ଚାକୁ ଆସିଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାରା ଟଏଲର । ସାରାଙ୍କୁ ଇଙ୍ଗ୍ଲିଶ ଏଞ୍ଜେଲ ବି କୁହନ୍ତି । ତାଙ୍କ ଖେଳ ଆଉ ସୁନ୍ଦରତା ପାଇଁ ବିଶ୍ଵ ମହିଳା କ୍ରିକେଟରେ ସେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଂଲଣ୍ଡର ଏହି ମହିଳା କ୍ରିକେଟର ଜଣେ ଜବରଦସ୍ତ ବ୍ୟାଟ୍ସ ମ୍ୟାନ ହୋଇଥିବା ବେଳେ ଇଂଲଣ୍ଡ ପାଇଁ କିପିଙ୍ଗ କରନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ପାକିସ୍ତାନ ମହିଳା କ୍ରିକେଟର ସାନାମିର । ସେ ପାକିସ୍ତାନ ପାଇଁ ଅଧିନାୟିକତ୍ଵ ମଧ୍ୟ କରିଛନ୍ତି । ସେ ତାଙ୍କ ଇଣ୍ଟରନାସନାଲ କାରିୟରରେ ୨୪୦୦ ରୁ ଅଧିକ ରନ୍ କରିଥିବା ବେଳେ ୨୩୦ ରୁ ଅଧିକ ୱିକେଟ ନେଇଛନ୍ତି । ସେ ନିଜ ଲୁକ୍ ପାଇଁ କୋଟି କୋଟି ଫ୍ୟାନ୍ସ ମାନଙ୍କର ହୃଦୟ କିଣି ନେଇଥିଲେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସ୍ମୃତି ମନ୍ଦନା । ତାଙ୍କ ସୁନ୍ଦରତା ସାଙ୍ଗକୁ ଚୁଲବୁଲି ଅନ୍ଦାଜ ଆଉ ଗ୍ରାଉଣ୍ଡ ଧମକା ତାଙ୍କୁ କୋଟି କୋଟି ଫ୍ୟାନ୍ସଙ୍କର ଡ୍ରିମ ଗାର୍ଲ ସଜେଇ ଦେଇଛି  । ଗ୍ରାଉଣ୍ଡରେ ତାଙ୍କ ଖେଳକୁ ନେଇ ଯେମିତି ଚର୍ଚ୍ଚା ହୁଏ ବାହାରେ ତାଙ୍କ ଗ୍ଲାମର ଲୁକ୍ କୁ ନେଇ ଅଧିକ ଚର୍ଚ୍ଚା ହୁଏ । ସ୍ମୃତି ୪୭୦୦ ରୁ ଅଧିକ ରନ୍ କରିବା ବେଳେ ଟିମ ଇଣ୍ଡିଆ ପାଇଁ ଖେଳି ଛନ୍ତି ମ୍ୟାଚ ୱିନିଙ୍ଗ ପାଳି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ସୁନ୍ଦରୀ ମହିଳା କ୍ରିକେଟର ହାର୍ଲିନ ଦେଓଲ । ପାହାଡୀ ସୁନ୍ଦରୀ ହାର୍ଲିନଙ୍କ ଭିଡିଓ ଆଉ ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ହାର୍ଲିନଙ୍କ ଦମଦାର ବ୍ୟାଟିଂ ପାଇଁ ଟିମ ଇଣ୍ଡିଆ ଅନେକ ଥର ବିଜୟ ଲାଭ କରିଛି । ହାର୍ଲିନ ହେଉଛନ୍ତି ଜଣେ ଆଗ ଧାଡିର ଅଲ ରାଉଣ୍ଡର ।

Leave a Reply

Your email address will not be published. Required fields are marked *