ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ଯୁବକଙ୍କର ସଂପୂର୍ଣ୍ଣ ଭାବରେ ଛାଡିଗଲା ପ୍ରେମ ନିଶା । ଲାଇଭ ମ୍ୟାଚରେ ପ୍ରପୋଜ କରିବା ପଡିଗଲା ମହଙ୍ଗା । ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ଲାଇଭ ମ୍ୟାଚରେ ଗାର୍ଲଫ୍ରେଣ୍ଡ କୁ ପ୍ରୋପୋଜ କରିବା ଏକ ପ୍ରକାରର ଟ୍ରେଣ୍ଡ ପାଲଟି ଗଲାଣି ମାତ୍ର ଏପରି କରିବା ଜଣେ ପ୍ରେମିକଙ୍କୁ ଖୁବ ମହଙ୍ଗା ପଡିଛି । କାରଣ ଗାର୍ଲଫ୍ରେଣ୍ଡ ଙ୍କ ଠାରୁ ଜବରଦସ୍ତ ଚଟକଣା ବାଜିଛି ଏହି ପ୍ରେମୀକ ଙ୍କ ଗାଲରେ ।
ତେବେ ଏହାର ଭି-ଡି-ଓ ବହୁଳ ଭାବରେ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଖବର ଅନୁଯାୟୀ ଏହି ପ୍ରେମିକ ଜଣକ ଷ୍ଟାଡିୟମ ଫୁଲ ଥିବା ସମୟରେ ଜଣେ ମହିଳା ଙ୍କୁ ପ୍ରପୋଜ କରିଥିଲେ । ମାତ୍ର ଯେତେବେଳେ ପ୍ରେମିକ ଜଣକ ଆଣ୍ଠେଇ ନିଜ ପ୍ରେମିକା ଙ୍କୁ ପ୍ରପୋଜ କରୁଛନ୍ତି ଠିକ ସେହି ସମୟରେ ଗାର୍ଲଫ୍ରେଣ୍ଡ ଜଣଙ୍କ ଯୁବକଙ୍କୁ ଏକ ଶକ୍ତ ଚାପୁଡା ଲଗାଇ ଦେଉଛନ୍ତି ।
ଏହାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ଜନକ ରହିଅଛି । ପ୍ରକୃତରେ ଘଟଣା ଟି ହେଉଛି ଯେ ଯୁବକ ଜଣଙ୍କ ଆଣ୍ଠୁ ମାଡି ତଳେ ବସି ପକେଟରୁ ଋଂଙ୍ଗ ବାହାର କରି ନିଜ ଗାର୍ଲଫ୍ରେଣ୍ଡ କୁ ପ୍ରପୋଜ କରିବାକୁ ଚାହୁଁଥିଲେ । ମାତ୍ର ମୁଦୀ ବଦଳରେ ପ୍ୟାକେଟରୁ ଏକ ଲଲିପପ ଚକୋଲେଟ ବାହାରିଥିଲା । ଏହାକୁ ଦେଖିବା ପରେ ମହିଳା ଜଣଙ୍କ ରାଗି ଯାଇଥିଲେ । ଏବଂ ଯୁବକ ଙ୍କ ଗାଲ କୁ ଏକ ଶକ୍ତ ଚାପୁଡା ଲଗାଇଦେଇଥିଲେ ।
ଏହି ଘଟଣାଟି ଆମେରିକାର ଏକ ବେସବଲ ଷ୍ଟାଡିୟମରେ ଘଟିଥିବାର ସୂଚନା ମିଳିଛି । ବର୍ତ୍ତମାନ ଏହା ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଯୁବକ ଯାହା କରିଲେ ତାହା କଣ ଠିକ ଥିଲା ? ପ୍ରପୋଜାଲ କୁ ଦେଖିବ ମହିଳା ଜଣକ ଅତ୍ୟନ୍ତ ଉତ୍କଣ୍ଠ ହୋଇଯାଇଥିଲେ । ମାତ୍ର ଏହିଭଳି ସମସ୍ତଙ୍କ ସାମ୍ନାରେ ମଜାକ ବନାଇବା କେତେ ଦୂରେ ଠିକ ଥିଲା ?
ଏହି ଦୃଶ୍ୟ ଷ୍ଟାଡିୟମ ରେ ଥିବା ଲକ୍ଷାଧିକ ଦର୍ଶକ ଦେଖୁଥିଲେ । ତେବେ ଯୁବକ ଜଣକ ଯେଉଁଭଳି ଭାବରେ ମଜାକ କରିଲେ ନିଜ ପ୍ରେମିକା ଙ୍କ ସହିତ ସେଥିପାଇଁ ପ୍ରେମିକା ବହୁତ ରାଗିଯାଇଥିଲେ । କେବଳ ଗୋଟିଏ ଚଟକଣାରେ ସୀମିତ ନଥିଲେ ପରେ ମଧ୍ୟ ଏହି ପ୍ରସଙ୍ଗ କୁ ନେଇ ପ୍ରେମିକା ଜଣକ ନିଜ ପ୍ରେମିକ ଙ୍କୁ ଭଲ ଭାବରେ ଛେଚିଥିବାର ସୂଚନା ମିଳିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।