Odia Gk- ଯେତେ ଅଧିକ ଲମ୍ବା ଝିଅ ମାନଙ୍କର ସେତେ ଅଧିକ ପସନ୍ଦ ତାହା କଣ ? କଣ ଆପଣ କହି ପାରିବେ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଢଗର ପ୍ରଶ୍ନ ଏବଂ ତାର ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଓଡିଆ ଢଗର ପ୍ରଶ୍ନ ଉତ୍ତର ଆପଣଙ୍କୁ ବହୁତ ସହାୟକ ହେବ । ଏହା ସହିତ ଆପଣ ଏହି ଓଡିଆ ଢଗ ବିଷୟରେ ଜାଣିଲେ ଆପଣଙ୍କ ଜ୍ଞାନର ବିକାଶ ହେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗର ପ୍ରଶ୍ନ ଏବଂ ଉତ୍ତର ବିଷୟରେ ।

୧. ଆପଣ ଯେତେ ଥର କରନ୍ତୁ କିନ୍ତୁ ଝିଅ ମାନେ ଆପଣଙ୍କୁ ମନା କରିବେ ନାହିଁ ?

ଉତ୍ତର – ଆପଣ ଝିଅ ମାନଙ୍କ ମୋବାଇଲରେ ଯେତେ ରିଚାର୍ଜ କଲେ ବି ସେ ଆପଣଙ୍କୁ ମନା କରିବେ ନାହିଁ ।

୨. ଝିଅ ମାନଙ୍କର ଏମିତି କଣ ଅଛି ଯାହା ପଛ ପଟରୁ ଉଠିକି ଥାଏ ?

ଉତ୍ତର- ଝିଅ ମାନଙ୍କ ପାଦରେ ହିଲ ଚପଲ ଅଛି ଯାହା ପଛ ପଟରୁ ଉଠିକି ଥାଏ ।

୩. ଏମିତି କଣ ଅଛି ଯାହା ଲମ୍ବା ହେଲେ ଝିଅ ମାନଙ୍କୁ ଅଧିକ ପସନ୍ଦ ଆସିଥାଏ ?

ଉତ୍ତର- ଝିଅ ମାନଙ୍କର ଚୁଟି ଲମ୍ବା ହେଲେ ତାଙ୍କୁ ଅଧିକ ପସନ୍ଦ ଆସିଥାଏ ।

୪. ଶରୀରର ଏମିତି କଣ ଅଛି ଯାହା ଗାଧୋଇଲେ ବି ଓଦା ହୁଏ ନାହିଁ ?

ଉତ୍ତର- ଶରୀରର ଛାଇ ଗାଧୋଇଲେ ବି ତାହା ଓଦା ହୁଏ ନାହିଁ ।

୫. ଏମିତି କଣ ଅଛି ଯାହାକୁ ଆପଣ ଯେତେ ସଫା କଲେ ମଧ୍ୟ ତାହା କଳା ରହିବ ?

ଉତ୍ତର- ବ୍ଲାକ ବୋର୍ଡକୁ ଆପଣ ଯେତେ ସଫା କଲେ ବି ତାହା ସବୁବେଳେ କଳା ରହିବ ।

୬. ମଣିଷ ଦେହରେ ସାଧାରଣ ରକ୍ତଚାପ ବା ବ୍ଲଡ଼ ପ୍ରେସର କେତେ ?

ଉତ୍ତର- ମଣିଷ ଦେହରେ ସାଧାରଣ ରକ୍ତଚାପ ବା ବ୍ଲଡ଼ ପ୍ରେସର ୧୨୦ ରୁ ୮୦ ମି.ମି ରହିବା ଉଚିତ ।

୭.କଳିଙ୍ଗ କପ୍ କେଉ ଖେଳ ସହ ସମ୍ବନ୍ଧିତ ?

ଉତ୍ତର- ଫୁଟବଲ ସହ କଳିଙ୍ଗ କପ୍ ସମ୍ବନ୍ଧିତ ।

୮. ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ?

ଉତ୍ତର- ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଉଛନ୍ତି ଲର୍ଡ ମାଉଣ୍ଡ ବ୍ୟାଟେନ ।

୯. କେଉଁ ରକ୍ତ କଣିକା ରୋଗ ଜୀବାଣୁ ଆକ୍ରମଣକୁ ପ୍ରତିରୋଧ କରେ ?

ଉତ୍ତର- ଶ୍ଵେତ ରକ୍ତ କଣିକା ରୋଗ ଜୀବାଣୁ ଆକ୍ରମଣକୁ ପ୍ରତିରୋଧ କରେ ।

୧୦. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୋଇଥିଲେ ।

୧୧. କିଏ ଗାନ୍ଧୀଜିଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ?

ଉତ୍ତର- ରବୀନ୍ଦ୍ର ନାଥ ଠାକୁର ଗାନ୍ଧୀଜିଙ୍କୁ ମାହାତ୍ମା ବୋଲି ସମ୍ବୋଧନ କରିଥିଲେ ।

୧୨. ପୃଥିବୀର ଦୀର୍ଘତମ ନଦୀର ନାମ କଣ ?

ଉତ୍ତର- ପୃଥିବୀର ଦୀର୍ଘତମ ନଦୀର ନାମ ହେଉଛି ନାଇଲ ନଦୀ ।

Leave a Reply

Your email address will not be published. Required fields are marked *