2 ବର୍ଷର ପିଲା ନା ଗୁଗୁଲ ? ପ୍ରଶ୍ନ ପଚାରିବା ମାତ୍ରେ ତୁରନ୍ତ ଜବାବ ! ଦେଖିଲେ ଆପଣ ବି ହେବେ କାବା…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ । ଯାହା ଆମ ଆତ୍ମା କୁ ତୁପ୍ତି ମିଳି ଥାଏ । ତେବେ ଖାସ କରି ଛୋଟ ଛୋଟ ଛୁଆ ମାନଙ୍କର କିଛି ଭିଡିଓ ଦେଖିଲେ ବହୁତ ସୁନ୍ଦର ଲାଗି ଥାଏ କାରଣ ସେମାନେ ସେତିକି ଚତୁର ହେବା ସହିତ ଚୁଲବୁଲି ମଧ୍ୟ ହୋଇ ଥାଆନ୍ତି । କାରଣ ସେମାନେ ଯେପରି ବି ନାଚ ଗୀତ କରି ଥାଆନ୍ତୁ କିନ୍ତୁ ତାଙ୍କର କୁନି କୁନି ପାଦ କୁନି କୁନି ହାତ ରେ ତାଙ୍କର ଏପରି ଚୁଲବୁଲି କଥାରେ ଯିଏ ବି ତାହାକୁ ଦେଖିବ ସିଏ ପସନ୍ଦ କରିବ ।

କୁନି କୁନି ପିଲା ଙ୍କର ଏଭଳି ଭିଡ଼ିଓ ଦେଖି ମୁହଁ ରେ ମଧ୍ୟ ଟିକେ ହସ ଆସି ଥାଏ କାରଣ ଭିଡ଼ିଓ ଟି ସେତିକି ମଜାଦାର ହୋଇ ଥାଏ । ତେବେ ବର୍ତ୍ତମାନ ଆପଣଙ୍କୁ ଏକ ପିଲା ବିଷୟରେ କଥା ହେବୁ ଯିଏ କି ଗୁଗଲ ଠାରୁ ବି ଅଧିକ ତୀବ୍ର ଗତି ରେ ଉତ୍ତର ଦେଇ ପାରୁଛନ୍ତି ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସେ ପିଲା ର ବୟସ ମାତ୍ର ଦୁଇ ବର୍ଷ । ତେବେ ତେବେ ପିଲାଟିକୁ ଆପଣ ଯାହା ପଚାରନ୍ତୁ ପିଲାଟି ସବୁ ଗୁଡିକର ଉତ୍ତର ଦେଇ ଦେଉଛି ।

ଏମିତି କି ଜାତୀୟ ସଙ୍ଗୀତ ମଧ୍ୟ ପିଲାଟି ଗାଈ ପାରୁଛି । ପିଲା ଟିର ମା କହୁଛି ଯେଉଁ ବହିଟି ପିଲାଟି ଦେଖୁଛି ସବୁ ମନେ ରଖି ଦେଉଛି । ଆପଣଂକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ପିଲାଟି ମଧ୍ୟ ଭଲ ଗୀତ ଗାଉଛି । ତାକୁ କିଛି ଦେଶର ରାଜଧାନୀ ବିଷୟରେ ପଚାରି ଥିଲେ ସେ ସବୁ ତକ ଠିକ କରି ଦେଇ ଥିଲା ।

ସବୁ ରାଜ୍ୟ ର ରାଜଧାନୀ ବିଷୟରେ ଜାଣିଛନ୍ତି ଏବଂ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଆମ ଦେଶର ପ୍ରଧାନମନ୍ତ୍ରୀ ଙ୍କ ନାମ ମଧ୍ୟ ସେ ଦୁଇ ବର୍ଷ ର ଛୁଆ ଅତି ସହଜ ରେ କହି ପାରୁଛି ।ତେବେ ଏମିତିକା ପିଲା ସବୁ ମା କୁ ମିଳୁ । ତେବେ ଏହି ସମୟ ରେ କିଛି ନିଉଜ ଵାଲା ମଧ୍ୟ ଆସି ଥିଲେ । ତେଣୁ ପିଲାଟିର ଭିଡିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି ।

ତେଣୁ ଏଗୁଡିକ ସବୁ ଭଗବାନ ଙ୍କର କାମ । ସେ ଯାହାକୁ ଚାହିଁବେ ତାକୁ ଶ୍ରେଷ୍ଠ କରି ଦେବେ । ଆଉ ତାଙ୍କ ହାତ ଯାହା ମଥା ଉପରେ ରହିବ ସେ ପିଲା କେବେ ହାରିବ ନାହିଁ । ଏମିତିକା ପିଲା ଆଗରୁ କେବେ ଦେଖି ନ ଥିବେ । ତେଣୁ ଆପଣ ମାନେ ଏଭଳି କାମ କରନ୍ତୁ ଯେମିତି ଭବିଷ୍ୟତରେ ଆପଣ ମାନକୁ ସବୁ ମାନିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *