ମୁଁ ଆପଣଙ୍କ ନାମ କହିପାରିବି, ଥରେ Try କରି ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଇଣ୍ଟରେଷ୍ଟିଙ୍ଗ ବିଷୟ ବସ୍ତୁ ନେଇ ଆସିଛୁ । ଆଜି ଆମେ ଆପଣ ମାନଙ୍କର ନାମ କହିବାକୁ ଯାଉଛୁ ହଁ ଆଜ୍ଞା ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆଜି ଆମେ କିଛି ସାଧାରଣ ଗଣିତ ମାଧ୍ୟମରେ ଆପଣଙ୍କ ନାମ କହିବାକୁ ଯାଉଛୁ । 6ଟି ସ୍ଟେପ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଆପଣଙ୍କ ନାମ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ଆମ ପ୍ରଥମ ସ୍ଟେଜରେ ଆପଣଙ୍କୁ ଆପଣଙ୍କ ନାମରେ କେତେ ଲେଟର ଅଛି ତାହା ଗଣିବାକୁ ପଡିବ । ଯଦି ଆପଣଙ୍କ ନାମ ରେସମା ଥିବ ତା ହେଲେ ଇଂରାଜୀ ଶବ୍ଦରେ 6ଟି ଲେଟର ହେବ । ଏହା ପରେ ଆସିବ ସ୍ଟେପ 2 ।

ବନ୍ଧୁଗଣ ସ୍ଟେପ 2ରେ ଯଦି ଆପଣଙ୍କ ନାମରେ a,e,i,o,u ଅଛି ତା ହେଲେ ଆପଣଙ୍କ ନମ୍ବରରେ ପାଞ୍ଚ ମିଶାନ୍ତୁ ।ଯଦି ଏହା ଆସେ ନାହିଁ ତେବେ 8 ମିଶାନ୍ତୁ । ସ୍ଟେପ 3ରେ ଯଦି ଆପଣ ପୁଅ ଅଛନ୍ତି ତା ହେଲେ ଆପଣ ମନେ ରଖିଥିବା ନମ୍ବର ସହ ଦୁଇ ଗୁଣନ କରନ୍ତୁ । ଆଉ ଯଦି ଆପଣ ଝିଅ ଅଟନ୍ତି ତା ହେଲେ 4ରେ ଗୁଣନ କରନ୍ତୁ । ସ୍ଟେପ 4ରେ ଯଦି ଆପଣ ପୁଅ ଅଛନ୍ତି ତା ହେଲେ ସଂପୂର୍ଣ୍ଣ ନମ୍ବରରୁ ଆପଣ 2 କାଟି ଦିଅନ୍ତୁ । 

ଆଉ ଯଦି ଆପଣ ଝିଅ ଅଟନ୍ତି ତା ହେଲେ ସଂପୂର୍ଣ୍ଣ ନମ୍ବରରୁ ଆପଣ 8 କାଟି ଦିଅନ୍ତୁ ।ସ୍ଟେପ 5ରେ ଯଦି ଆପଣ ପୁଅ ଅଛନ୍ତି ତା ହେଲେ ସଂପୂର୍ଣ୍ଣ ନମ୍ବରରୁ 2 ଭାଗ କରନ୍ତୁ ଆଉ ଯଦି ଆପଣ ଝିଅ ଅଛନ୍ତି ତା ହେଲେ ସଂପୂର୍ଣ୍ଣ ନମ୍ବରରୁ 4 ଭାଗ କରନ୍ତୁ । ଆମ ଲିଷ୍ଟର ଶେଷ ସ୍ଟେପରେ ଆପଣଙ୍କ ନାମରେ ଯେତିକି ନମ୍ବର ଥିଲା ତାହା ସଂପୂର୍ଣ୍ଣ ନମ୍ବରରୁ କାଟି ଦିଅନ୍ତୁ ।

ଏହା ପରେ ଯେଉଁ ନମ୍ବର ଆସିବ ତାହା ଆପଣ ଏହି ଫଟୋ ଦେଖି ଜାଣି ପାରିବେ । ଏହି ଫଟୋରେ ଆପଣଙ୍କ ନମ୍ବର ଆଗରେ ଆପଣଙ୍କ ନାମ ଅଛି । ତା ହେଲେ ବନ୍ଧୁଗଣ ଆପଣ ନାମ ସଠିକ ଅଛି ନା ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *