Odia Puzzle- ଝିଅଟିର ନାମ କଣ କୁହ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ ଆଜି ଆମ ଆପଣ ମାନଙ୍କ ପାଇଁ ସାଧାରଣ ଜ୍ଞାନର କିଛି ମଜାଦାର ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଏହି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ବିଷୟରେ ଜାଣି ଆପଣ ନିଜ ସମ୍ପର୍କୀୟଙ୍କ ସହ ବି ଆଲୋଚନା କରିପାରିବେ । ଅନେକ କ୍ଷେତ୍ରରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଥାଏ ତେଣୁ ଯଦି ଆପଣ ନିଜକୁ ସ୍ମାର୍ଟ ଭାବୁ ଛନ୍ତି ତ ପ୍ରଥମେ ଆମ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଏହା ପରେ ଜାଣନ୍ତୁ ଆପଣଙ୍କ ଉତ୍ତର ଠିକ ଅଛି ନା ଭୁଲ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. R+ଆମ୍ବ ଏଥିରେ ଏକ ଯୁବକର ନାମ ଲୁଚି ରହିଛି । ପ୍ରଥମେ ଆପଣ ଭାବନ୍ତୁ ନାମ କଣ ହେବ ଆଉ ତା ପରେ ଉତ୍ତର କୁହନ୍ତି ?

ଉତ୍ତର- ଯୁବକର ନାମ ହେବ ରାମ । R+ଆମ୍ବକୁ ମିଶାଇ ଦିଅନ୍ତୁ ରାମ ହେଉଛି ।

୨. ଜଣେ ମହିଳା ଦିନ ଦୁଇ ପହରେ ଶୋଇ ପଡୁଛି ସନ୍ଧ୍ୟା ବେଳେ ଉଠିବା ପରେ ସେ ଦେଖୁଛି ତା ଘରର ଏକ କାଚ କୁଣ୍ଡ ଭାଙ୍ଗି ଯାଇଛି । ଯୁବତୀ ଜଣକ ନିଜ ତିନି ଛୁଆଙ୍କ ଉପରେ ସନ୍ଦେହ କରିଲେ କାରଣ ତିନୋଟି ଛୁଆ ବହୁତ ଦୁଷ୍ଟ । ପ୍ରଥମ ଛୁଆର ବୟସ ୧୨ ବର୍ଷ, ଦ୍ଵିତୀୟ ଛୁଆର ୧୪ ବର୍ଷ ଆଉ ଝିଅ ୧୬ ବର୍ଷର ଥିଲା ।

୧୨ ବର୍ଷର ପୁଅ କହିଲା ମୁଁ ବାହାରେ ସାଙ୍ଗ ମାନଙ୍କ ସହ ଫୁଟବଲ ଖେଳୁ ଥିଲି, ୧୪ ବର୍ଷର ପୁଅ କହିଲା ମୁଁ କ୍ଲବରେ ପାର୍ଟି କରୁଥିଲି, ଏହା ପରେ ଝିଅକୁ କହୁଛି ମୁଁ ସାଙ୍ଗ ଘରକୁ ପଢିବା ପାଇଁ ଯାଇଥିଲି । ତେବେ କୁହନ୍ତି କିଏ ସେହି କାଚ କୁଣ୍ଡକୁ ଭାଙ୍ଗିଛି ?

ଉତ୍ତର – ୧୪ ବର୍ଷ ପୁଅ କାରଣ କ୍ଲବରେ ୧୮ ବର୍ଷରୁ ଉର୍ଦ୍ଧ ପିଲା ମାନଙ୍କୁ ଏଣ୍ଟ୍ରି ଦିଆଯାଏ ।

୩. ଗୋଟେ ବାପା ନିଜ ଝିଅକୁ ଏକ ଗିଫ୍ଟ ଦେଇ କହୁଛନ୍ତି ଯଦି ତୋତେ ଭୋକ ଲାଗିବ ତା ହେଲେ ତୁ ଏହାକୁ ଖାଇଦବୁ, ଯଦି ଶୋସୋ ଲାଗିବ ତା ହେଲେ ପିଇ ଦେବୁ ଆଉ ଯଦି ଶୀତ ଲାଗିବ ତା ହେଲେ ଜାଳି ଦେବୁ, ତେବେ ଦର୍ଶକ ବନ୍ଧୁ ତାହା କଣ ?

ଉତ୍ତର- ନଡିଆ

୪. ବନ୍ଧୁଗଣ ଥରେ ସହରର ବିଜୁଳି କଟି ଯିବାରୁ ଏକ ଚୋର ଗୋଟେ ଛୋଟ ଛୁଆକୁ ଚୋରୀ କରି ଆଣି ଏକ ଘର ଭିତରେ ପୁରାଇ ଦେଲା । ସେହି ଘରେ ତିନୋଟି କବାଟ ଥିଲା ଗୋଟେ କବାଟରେ ନିଆଁ ଲାଗିଥିଲା, ଆଉ ଗୋଟେ କବାଟରେ ଭୟଙ୍କର ଧାରୁଆ ମେସିନ ଥିଲା, ଆଉ ଗୋଟେ କବାଟରେ ଏସଡି ଥିଲା । ତେବେ କୁହନ୍ତି ପିଲାଟି କେଉଁ ବାଟ ଦେଇ ଯିବ ?

ଉତ୍ତର- ଧାରୁଆ ମେସିନ ଥିବା ବାଟ ଦେଇ କାରଣ ସହରର ବିଜୁଳି କଟି ଯାଇଥିଲା ତ ମେସିନ ଚାଲିବ କେମିତି ।

୫. ଦ୍ଵିପ+ଚାହାରେ ଗୋଟେ ଝିଅର ନାମ ହେଉଛି, ତେବେ କୁହନ୍ତି ସେହି ଝିଅର ନାମ କଣ ହେବ ?

ଉତ୍ତର- ଦୀପ୍ତି ହେବ । ଦ୍ଵିପ ଆଉ ଚାହାର ଇଂରାଜୀ ଅନୁବାଦ ଟିକୁ ମିଶାଇଲେ ଦୀପ୍ତି ହେଉଛି ।

Leave a Reply

Your email address will not be published. Required fields are marked *