ଏଭଳି ଉଦ୍ଧତ ମହିଳାଙ୍କ ପାଇଁ ଭାସିଯିବ ସଂସାର, ମନ୍ଦିର ଆଗରେ ଉଡ଼େଇଲେ ଠାକୁରଙ୍କ ଧଜିଆ…ଦେଖନ୍ତୁ Video

ନାରୀ ମାନେ ସବୁ ଉଦ୍ଧତ ହୋଇବେ କେହି ନ ମାନିବେ କାହାକୁ । ଉଗ୍ର ଚଣ୍ଡ ହୋଇ ବୁଲିବେ ବଜାରରେ ଭୁଲିଯିବେ ରୀତିନୀତିକୁ । ହେଲେ ଭଗବାନ ଥରେ ଆସି ଦେଖିଯାଅ କଣ ଚାଲିଛି ତୁମର ଏହି ସଂସାରରେ । ତୁମେ ତ ଉପରେ ଥାଇ ସବୁ ଦେଖୁଥିବ ଆମେ କଣ ବା ଆଉ କହିବୁ । ଲାଗୁଛି ଏହି କଳିଯୁଗ ଏ ଦୃଶ୍ୟ ଦେଖିବା ପାଇଁ ବଞ୍ଚି ରହିଛି । ବାଃ ବାଃରେ କି ପାଲା ଚାଲିଛି ଏଠି କି ନାଚ ଚାଲିଛି ।

ଏଠି ହାତ ଏମିତି ହଲୁଛି ଯେ, ଲାଗୁଛି ସତେ ଯେମିତି ଝିଅ ମାନଙ୍କ ପ୍ରେମିକ ସ୍ଟେଜ ତଳେ ଭିଡିଓ ସୁଟିଙ୍ଗ କରୁଛନ୍ତି । ଏହା ସହ ମୁହଁରେ ଖିଲିଖିଲି ହସ ଲାଗୁଛି ସତେ ଯେମିତି ସ୍ଵର୍ଗପୁରରୁ ଦେବସଭା ମଧ୍ୟରେ ଅପସରି ମାନେ ନାଚ କରୁଛନ୍ତି । ନାଚ ତ ନାଚ ପୁରା ଝାଡି ଦେଉଛନ୍ତି ଆଜ୍ଞା । ସ୍ଟେଜରେ ଧୁଳି ଉଡି ଯାଉଛି ଟିକେ ଭଲ କରି ନଜର ପକାନ୍ତୁ ଏହି ଭାଇରାଲ ଭିଡିଓ ଉପରକୁ ।

କୀର୍ତ୍ତନ ମାନେ ଏଠି କେମିତି ପ୍ରହସନ ଚାଲିଛି ଏ ଯୌବନ ଢଳ ଢଳ ଯୁବତୀ ମାନେ କୀର୍ତ୍ତନରେ ପୁରା ମଜି ଯାଇଛନ୍ତି । ଭଗବାନଙ୍କୁ ଏମିତି ଭଜନ କରୁଛନ୍ତି ଯେ, ଦେଖିଲେ ଲାଗୁଛି ଭଗବାନ ଏହି ନାଚ ଦେଖିବାକୁ ନିଜେ ଧାଇଁ ଆସିବେ । ଏମାନେ ଭାବ ଭକ୍ତିରେ ପୁରା ଲୀନ ହୋଇଯାଇଛନ୍ତି । ତାର ନାଁ କୀର୍ତ୍ତନ ମୁହଁରେ ଅଛି ରାମନାମ ଭଜନ କିନ୍ତୁ ନାଚ ଦେଖିଲେ କମ୍ପି ଯିବ ତିନି ଭବନ ।

ଆଉ କଣ ବାକି ଅଛି ଯେ, ଆମେ କହିବୁ ଆଜ୍ଞା । ଆଉ କଣ ବାକି ଅଛି ଯେ, ଆମେ କହିବୁ ଆଜ୍ଞା ସବୁ ରୀତିନୀତିକୁ ଏମାନେ ଖାଇ ସାରିଲେଣି । ସଂସ୍କୃତିର କଥା ଚୁଲିକୁ ଫୋପାଡି ଦେଲେଣି । ଏମିତି ନାରୀ କେବେ ବି ନାରାୟଣୀ ନୁହେଁ ଏପରି ନାରୀକୁ କୁହାଯାଏ ଡାହାଣୀ । କୀର୍ତ୍ତନ ନାମରେ ଏପରି ଉରଦଣ୍ଡ ନାଚ ନାଚି ପ୍ରହସନ କରିବାକୁ ତମ ଦେହ ଗଲା କେମିତି ।

ନାରୀ ହୋଇ ଏମିତି ଉରଦଣ୍ଡ ନାଚିବାକୁ ତମକୁ ଟିକେ ଲାଜ ଲାଗିଲାନି କେମିତି । ସେଠାରେ ଥିବା ଜଣେ ବୟସ୍କ ମହିଳା ଏକ ଅଶ୍ଳୀଳ ଆଧୁନିକ ଗୀତ ବୋଲି ଭାଗବତ କରୁଛନ୍ତି । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ମାନଙ୍କ ଏପରି ଲଜ୍ଜା ଜନକ ହରକତକୁ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *