Odia Puzzle- ଝିଅଟିର ନାମ କୁହ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଇଣ୍ଟରେଷ୍ଟିଙ୍ଗ ସବଜେକ୍ଟ ନେଇ ଆସିଛୁ । ଯଦି ଆପଣ ନିଜକୁ ବୁଦ୍ଧିମାନ ଭାବୁ ଛନ୍ତି ତା ହେଲେ ଏହାର ପରୀକ୍ଷା ଆଜି ହେଇଯିବ । ଆଜି ଆମେ ଆପଣ ମାନଙ୍କୁ କିଛି ପଜଲ ଦେଖେଇବୁ ତାକୁ ଦେଖି ଆପଣ ଏକ ଝିଅର ନାମ କହିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ପଜଲରେ ଆପଣ ମାନଙ୍କ ସାମନାରେ ଏକ ଫଟୋ ଅଛି । ଏହି ଫଟୋରେ ମିଠା ଆଉ ଚାହା ଅଛି ଯାହାର ଇଂରାଜୀ ଅନୁବାଦ ଶ୍ଵିଟ ଏବଂ ଟି ଅଟେ ତେବେ ଝିଅର ନାମ କଣ ହେବା ଉଚିତ ଆପଣ ମାନେ ଭାବନ୍ତୁ । ତେବେ ବନ୍ଧୁଗଣ ଏହି ପଜଲର ଉତ୍ତର ହେବ ସ୍ଵିଟି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଫଟୋଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଭାବନ୍ତୁ ଏଥିରେ ଝିଅର କେଉଁ ନାମଟି ହେବ । ଏହି ଫଟୋରେ ଏକ ସିମ କାର୍ଡ ଅଛି ଆଉ ଜଣେ ଯୁବକ ଦୌଡୁ ଥିବାର ନଜର ଆସୁଛନ୍ତି । ତେବେ ଝିଅର ନାମ ହେବ ସିମରନ କାରଣ ସିମ କାର୍ଡ ଆଉ ରନ୍ ମିଶାଇଲେ ହେବ ସିମରନ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ପଜଲଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଭାବନ୍ତୁ ଏଥିରେ ଝିଅର ନାମ କଣ ହେବ । ପ୍ରଥମେ ଏଠି ଏକ ଜୋତା ବା ସୁସ ଅଛି ଏହା ପରେ ରୁ ଅଛି ଆଉ ତା ପରେ ଟି ବା ଚାହା ଅଛି ତେବେ ଏହି ପଜଲରୁ ଝିଅର ନାମ ହେବ ସ୍ରୁତି । ତିନୋଟି ପଜଲକୁ ମିଶେଇ ଦେଲେ ଝିଅର ନାମ ସ୍ରୁତି ହେବ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ପଜଲଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଭାବନ୍ତୁ ଏଥିରୁ ଝିଅର ନାମ କଣ ହେବ । ଏହି ପଜଲରେ ପ୍ରଥମେ ଏକ ଗାଈ ଅଛି ଆଉ ତା ପରେ ଏକ ଗଛ ବା ଟ୍ରି ଅଛି ତା ହେଲେ ଏହି ଦୁଇଟିକୁ ମିଶାଇଲେ ଗାୟତ୍ରୀ ହେବ ।

୫. ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ପଜଲଟିକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ ଭାବନ୍ତୁ ଝିଅର ନାମ କଣ ହେବ । ଏହି ପଜଲରେ ପ୍ରଥମେ ଏକ ରିଙ୍ଗ ଅଛି ଆଉ ତା ପରେ ଗୋଟେ ଚାବି ବା ଇଂରାଜୀ ଅନୁବାଦ କି ଅଛି । ତେବେ ଏହି ପଜଲରେ ଝିଅର ନାମ ରିଙ୍କି ହେବ । ରିଙ୍ଗ ଆଉ କିକୁ ମିଶାଇଲେ ରିଙ୍କି ହେଉଛି ।

୬. ବନ୍ଧୁଗଣ ଆମ ଲିଷ୍ଟର ଶେଷ ପଜଲକୁ ଟିକେ ଭଲ ଭାବରେ ଦେଖନ୍ତୁ ଆଉ କୁହନ୍ତୁ ଏହାର ଉତ୍ତର କଣ ହେବ । ଏହି ପଜଲରେ ପ୍ରଥମେ କା ଲେଖା ହେଇଛି ଆଉ ତା ପରେ ଜଳ ଅଛି । ତେବେ ବନ୍ଧୁଗଣ ଏହି ପଜଲର ଉତ୍ତର କାଜଲ ହେବ । କା ଆଉ ଜଳକୁ ମିଶାଇଲେ କାଜଲ ହେଉଛି ।

Leave a Reply

Your email address will not be published. Required fields are marked *