ଛାତ୍ରଙ୍କର ଉତ୍ତରଖାତା ସାରଙ୍କୁ କରିଦେଲା ବେହୋସ ! ଏମିତି ଉତ୍ତର ଲେଖିଲେ ଯେ ଓଡ଼ିଶା ସାରା ହେଲା ଭାଇରାଲ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଆଜିର ଏହି ଇଣ୍ଟରନେଟ ଯୁଗରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହେଉଥିବା ଆପଣ ମାନେ ଦେଖିବା କୁ ପାଉଥିବେ । ଦେଶ ବିଦେଶର ପ୍ରତିଟି ଗୁରୁତ୍ତ୍ୱପୂର୍ଣ୍ଣ ନ୍ୟୁଜ ଅତି ସହଜରେ ଘରେ ବସି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖି ପାରୁଥିବେ । ସେଥି ମଧ୍ୟରୁ ଅନେକ ଖବର ଆପଣଙ୍କୁ ଭୟଭୀତ , ଆଶ୍ଚର୍ଯ୍ୟ କରୁଥିବା ବେଳେ କିଛି ଖବର ଆପଣଙ୍କ ମନରୋଞ୍ଜନ କରିବା ପାଇଁ ସୁରାକ ଯୋଗାଇ ଥାଏ ।

ତେବେ ସୋସିଆଲ ମିଡ଼ିଆ ର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏତଦ୍ବ୍ୟତୀତ ସୋସିଆଲ ମିଡ଼ିଆ ସାହାଯ୍ୟ ରେ ଅନେକ ବଣ ମଲ୍ଲୀ ସଦୃଶ ବ୍ୟକ୍ତି ମାନେ ନିଜ ଭିତରେ ଲୁକ୍କାୟିତ ହୋଇ ରହିଥିବା ଚମତ୍କାର ଓ ଆକର୍ଷଣୀୟ ପ୍ରତିଭା କୁ ସାଧାରଣ ଲୋକ ମାନଙ୍କ ସାମ୍ନାକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି ।

ତେବେ ଆପଣ ମାନେ ତ ଏବିଷୟରେ ଜାଣିଥିବେ ଯେ ପୂର୍ବରୁ ଲୋକମାନେ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ କୌଣସି ପ୍ଲାଟଫର୍ମ ନ ଥିଲା । କିନ୍ତୁ ଆଜିର ସମୟରେ ସୋସିଆଲ ମିଡ଼ିଆ ଲୋକମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ଲାଟଫର୍ମ ଅଟେ । ତେବେ ଆପଣ ମାନେ ତ ୟୁଟିୟୁବ,ଇଂଷ୍ଟାଗ୍ରାମ ଆଦି ରେ ବିଭିନ୍ନ ପ୍ରକାର ଭିଡିଓ ଦେଖିବା କୁ ପାଉଥିବେ ।

ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପରୀକ୍ଷା ଖାତା ରେ ପିଲାମାନେ ନିଜ ମନ ଇଚ୍ଛା କିଛି ବି ଲେଖିଛନ୍ତି । ସଠିକ ଉତ୍ତର ନ ଲେଖି ଗୀତ, ନହେଲେ ଗପ କିଛି ବି ଲେଖି ଦେଉଛନ୍ତି । ତେବେ ଏହି ଉତ୍ତର ଖାତା ଗୁଡିକ ବର୍ତ୍ତମାନ ଭାଇରାଲ ହେଉଛି । ତେବେ ବର୍ତ୍ତମାନ ଜଣେ ଛାତ୍ର ନିଜର ଉତ୍ତର ଖାତା ରେ ପ୍ରଶ୍ନ ପଡିଥିଲା କି ପରିବେଶ ପ୍ରଦୂଷଣ ରୋକିବା ପାଇଁ କଣ ଉପାୟ କରିବା ଉଚିତ ।

ତେବେ ଛାତ୍ର ଟି ଉତ୍ତରରେ ଲେଖିଛି କି ଆମେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଗାଡି ରୁ ବାହାରୁଥିବା ଧୂଆଁ, କଳାକାରଖାନା ଧୂଆଁ ଏବଂ ଜଳ କୁ ରୋକିବା ଦ୍ୱାରା ଏହି ପ୍ରଦୂଷଣ ରୋକି ହେବ । ତେବେ ଏହା ପରେ ଛାତ୍ର ଟି ଲେଖିଛି କି ହଳଦୀ ବସନ୍ତ ଚଢ଼େଇ ତୁ ଆଲୋ ହଳଦୀ ମୁହଁ ସୋରିଷ ଫୁଲିଆ ଚିଟ ଶାଢ଼ୀଲୋ ତତେ ଭାରି ମାନଇ ଏହିପରି ଭାବରେ ସାବଧାନ ଅବଲମ୍ବନ କଲେ ପ୍ରଦୂଷଣ ରୁ ମୁକ୍ତି କରି ପାରିବା ।

ତେବେ ଏହି ଉତ୍ତର ମାଳା ଦେଖି ଶିକ୍ଷକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ଏହି ଫଟୋ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *