ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କୁନି ପିଲା ମାନଙ୍କର ଅନେକ ଭାଇରାଲ ଭିଡିଓ ଦେଖିଥିବେ ଯାହା ଆପଣଙ୍କୁ ଦେଖି ମଜା ଲାଗିଥିବ ।
ତେବେ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ କେମିତି ଏହି କୁନି ଝିଅଟି ସ୍ଵାଧୀନତା ଦିବସରେ ଭାଷଣ ଦେଉଛି । ତେବେ ଏହି ଭାଇରାଲ ଭିଡିଓରେ କୁନି ଝିଅଟି ସ୍ଵାଧୀନତା ଦିବସ ଉପଲକ୍ଷେ ହାତରେ ପତାକା ଧରିଛି ।ସ୍କୁଲରେ ପତାକା ଉତ୍କଳନ ହେବା ପରେ ଝିଅଟି ଭାଷଣ ଦେବା ପାଇଁ ଆଗକୁ ଆସୁଛି । ଏହା ପରେ ଝିଅଟି କହୁଛି-‘ଆଜି ହେଉଛି ସ୍ଵାଧୀନତା ଦିବସ ଏହା ଏକ ପବିତ୍ର ଦିବସ ।
ଏହି ଦିନର ମହତ୍ଵ ଯେତେ କହିଲେ ବି ସରିବ ନାହିଁ । ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ଵାଧୀନତା ଲାଭ କରିଥିଲା । ଆମେ ଅଗଷ୍ଟ ମାସ 15 ତାରିଖରେ ଆମର ପ୍ରଥମ ସ୍ଵାଧୀନତା ଦିବସ ପାଳନ କରିଥିଲୁ ସତ ହେଲେ ଆମ ଦେଶର ଶାସନ ପାଇଁ ପୂର୍ବ ପୁରୁଷ ମାନେ କୌଣସି ଲିଖିତ ସମ୍ବିଧାନ ତିଆରି କରି ନଥିଲେ । ଏହା ପରେ ଆମ ଦେଶର କିଛି ମହାନ ଲୋକ ମାନେ ଶାସନ ବ୍ୟବସ୍ଥା ପ୍ରସ୍ତୁତ କରିଥିଲେ ।
ଏହାର ଦାୟିତ୍ଵ ଡକ୍ଟର ବି.ଆର ଆମ୍ବେଦକରଙ୍କୁ ଦିଆ ଗଲା । ଦୀର୍ଘ 2 ବର୍ଷ 11 ମାସ ଓ 18 ଦିନ ଅକ୍ଲାନ୍ତ ପରିଶ୍ରମ ପରେ ଏହାର କାର୍ଯ୍ୟ ଶେଷ ହୋଇଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଝିଅଟି ଭାଷଣ ଦେଇ ସମସ୍ତଙ୍କ ମନ ଜିତି ଦେଇଛି । ତେବେ ଆପଣ ମାନଙ୍କୁ ଏହି କୁନି ଝିଅଟିର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।