ମୋ ଦେହ ଭଲ ନାହିଁ, ବୋହୂ ତୁମେ ମୋ ନାତିକୁ ଧରି ଖୁବଶୀଘ୍ର ଘରକୁ ଫେରିଆସ….ବୋହୁ Trupti ଙ୍କୁ ଏମିତି ଅନୁରୋଧ କଲେ ଶ୍ଵଶୁର Uttam Mohanty

ବନ୍ଧୁଗଣ ବାବୁସାନ, ତୃପ୍ତି ଓ ପ୍ରକୃତିଙ୍କ ବିବାଦ ପରେ ତୃପ୍ତି ନିଜ ଶାଶୁ ଘର ଛାଡି ନିଜ ବାପ ଘରେ ରହିଛନ୍ତି । ଯେଉଁଥି ପାଇଁ ବାବୁସାନଙ୍କ ପୁଅ ଗୋଆନ ମଧ୍ୟ ବାବୁସାନଙ୍କ ଠାରୁ ଅଲଗା ରହିଛନ୍ତି । ତେବେ ବାବୁସାନଙ୍କ ବାପା ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ବେଳେ । ସେ ତାଙ୍କ ନାତିକୁ ବହୁତ ଝୁରି ହେଉଛନ୍ତି । ପ୍ରତିଟି ମୁହୂର୍ତରେ ସେ ତାଙ୍କ ନାତି ଗୋଆନକୁ ଝୁରି ହେଉଛନ୍ତି ।

ବର୍ତ୍ତମାନ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଦେଖିବା ତେବେ ବାବୁସାନ ତୃପ୍ତିଙ୍କୁ ଭୁଲ ମାଗିବା ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି । ଏବେ ଉତ୍ତମ ମହାନ୍ତିଙ୍କ ମନର କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତମ ମହାନ୍ତି ନିଜ ନାତିକୁ ମନେ ମନେ ଝୁରି କହୁଛନ୍ତି-‘ବୋହୂ ତୁମେ ନାତିକୁ ନେଇ ଘରକୁ ପଳେଈ ଆସ , ମୋ ଦେହ ଭଲ ଲାଗୁନି ।

ମୋ ଦେହ ବହୁତ ଖରାପରେ ମା, ମୋ ନାତିକୁ ଦେଖିବାକୁ ବହୁତ ଇଛା ହେଉଛି । ତୁ ମୋ ନାତିକୁ ଧରି ଘରକୁ ପଳେଈ ଆସେ । ଆଜି ତୁମ ଦୁଇ ଜଣଙ୍କ କଥା ମୋର ବହୁତ ମନେ ପଡୁଛି । ଯାହା ହୋଇଛି ସବୁ ଭୁଲିଯା । ତୁ ସମସ୍ତଙ୍କୁ କ୍ଷମା କରିଦେ ଆଉ ଆମ ଘରକୁ ପଳେଈ ଆସେ । ତୁ ମୋ ଘରର ଲକ୍ଷ୍ମୀ, ତୁ ନାହୁଁ ବୋଲି ମୋ ଘରଟା ଭଲ ଲାଗୁନି । ମା, ରେ ତୁ ସବୁ ଭୁଲି ମୋ ଘରକୁ ଫେରିଆ ।

ଆଜି ନାତି ସହ ଖେଳିବାକୁ ବହୁତ ଇଛା ହେଉଛି, ତା କଥା ଭାରି ମନେ ପଡୁଛି । ମୋ ନାତି ନାହିଁ ବୋଲି ମୋ ଘରଟା ଶୁନ ଶାନ ଲାଗୁଛି । ମୋ ନାତିକୁ ମୁଁ ବହୁତ ଝୁରୁଛି । ତୁ ମୋ ପୁଅ ଉପରେ ଅଭିମାନ କରୁଛୁ ହେଲେ ଆମେ ଦୁଇଜଣ ଏଠି କି ଦୋଷ କରିଛୁ କହିଲୁ । ତୋ ଶାଶୁ ବି ବହୁତ ମନ ଦୁଃଖ କରୁଛି । ସେ ବି ତୁମ ମାନଙ୍କୁ ଖୋଜୁଛି । ମା, ରେ ଆମ ସ୍ଵାମୀ ସ୍ତ୍ରୀଙ୍କ ଆଖିରୁ ଲୁହ ସୁଖୁନି ତୁ ଶୀଘ୍ର ଘରକୁ ପଳେଈ ଆସେ ।

ତୋ ଫେରିବା ବାଟକୁ ଆମେ ଅନେକ ବସିଛୁ । ବୋହୂ ତୁ ନାତିକୁ ଧରି ଶୀଘ୍ର ଘରକୁ ଆସେ ତୁମ ମାନଙ୍କୁ ଦେଖିଲେ ହୁଏତ ମୋ ଦେହ ଭଲ ହୋଇଯିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *