ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
କିଏ କହେ ମାଆ ତୁ ମମତା ସାଗର କିଏ କହେ ମାଆ ତୁ ଦେବତା ମନ୍ଦିର । ଏହି ଶବ୍ଦ ପାଟିରେ ନ ଧରିଲେ ସତେ ଯେମିତି ଦିନର ଆରମ୍ଭ ହୁଏନି ଆଜ୍ଞା । ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଉଛି ମାଆ । ଏହା ହେଉଛି ଏକ ଏପରି ଶବ୍ଦ ଯାହାକୁ କେଉଁଠି କାହା ସହ ତୁଳନା କରି ହୁଏ ନାହିଁ । ମାଆର ଅର୍ଥ ହେଉଛି ମା ମାନେ ମାଟି ଆଉ ଆ ମାନେ ଆକାଶ । ତେଣୁ ମାଆ ହେଉଛି ମାଟି ଆଉ ଆକାଶ ସହିତ ସମାନ ।
ଯିଏ 10 ମାସ ଗର୍ଭରେ ରଖି ଯନ୍ତ୍ରଣା ପାଇ ଜନ୍ମ ଦେଇ ଥାଏ ସେ ହେଉଛି ଅମୃତମୟୀ ମାଆ । ଖାଲି ଜନ୍ମ ନୁହେଁ ତା ସହ ଲାଳନ ପାଳନ କରିବାରେ ମାଆ ହେବେ କୁଣ୍ଠାବୋଧ କରି ନାହିଁ ଆଜ୍ଞା । ସେହି ପରି ଜଣେ ସ୍ନେହମୟୀ କରୁଣାମୟୀ ମାଆ ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ମାଆ ନିଜ ମମତାରେ କୁନି କୁନି ପିଲାଙ୍କୁ ବାନ୍ଧି ରଖିଛି ।
ସେହି କୁନି କୁନି ପିଲା ମାନଙ୍କର ମାଆ ନ ହୋଇ ମଧ୍ୟ ମାଆର ମମତା ଦେବାକୁ ତିଳେ ହେଲେ ଅବହେଳା କରି ନାହିଁ । ସେହି ମାଆ ବିଷୟରେ ଜାଣିବାକୁ ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ଏ ମାଆ ଜଣଙ୍କୁ ଟିକେ ଭଲ ଭାବରେ ଦେଖନ୍ତୁ ଆଜ୍ଞା ଏ କେଉଁ ପିଲାର ମାଆ ନୁହନ୍ତୁ ଏ ହେଉଛନ୍ତି ୟୁପି ସ୍କୁଲର ଶିକ୍ଷୟତ୍ରୀ ।
ଯିଏକି ନିଜ ଡିଉଟିରେ ଥାଇ ମଧ୍ୟ ଭୁଲି ନାହାନ୍ତି ପିଲାର ସ୍ନେହକୁ । ଏହି ଭିଡିଓ ଦେଖିଲେ ଲାଗୁନି ଶିକ୍ଷୟତ୍ରୀ ଆଉ ଛାତ୍ରଙ୍କ ସମ୍ପର୍କ ଏହା ଦେଖିଲେ ଲାଗୁଛି ମାଆ ଆଉ ଛୁଆର ସମ୍ପର୍କ । ଦିଦି ଏଠାରେ ଛୋଟ ଛୋଟ ପିଲା ମାନଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି । ସତରେ ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।