ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ନିଜକୁ ଇଣ୍ଟରନେଟ ସହ ନିୟୋଜିତ କରି ରଖୁଛନ୍ତି । ତେବେ ଆଧୁନିକ ସମାଜରେ କର୍ମବହୁଳ ଜୀବନ ମଧ୍ୟରେ ଟିକିଏ ମନରୋଞ୍ଜନ କରିବା ସହିତ ଘରେ ବସି ଦେଶ ବିଦେଶର ଘଟୁଥିବା ଘଟଣା ର ସୂଚନା ବିଷୟରେ ଅବଗତ ହେବା ଉଦ୍ଦେଶ୍ୟ ରେ ପ୍ରାୟତଃ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି ।
ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ଦେଖିବା କୁ ମିଳିଥାଏ । ତତ୍ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ଘଟଣା ସମୂହ କୁ ଘରେ ବସି ଅଳ୍ପ ସମୟ ମଧ୍ୟରେ ଲୋକ ମାନେ ଜାଣି ପାରୁଛନ୍ତି । ତେବେ ଏହି କ୍ଷେତ୍ରରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଛି ।
ତେବେ ସୋସିଆଲ ମିଡିଆରେ ଦେଖିବା କୁ ମିଳୁଥିବା ଭିଡିଓ ସମୂହ ମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ସୂଚନା ପ୍ରଦାନ କରିଥାଏ ତ କିଛି ଭିଡିଓ ମନରୋଞ୍ଜନ ପାଇଁ ସୁରାକ ଯୋଗାଇ ଥାଏ । ତେବେ ଅନେକ ସମୟରେ ଏପରି କିଛି ଭିଡିଓ ଲୋକ ମାନଙ୍କ ସାମ୍ନାକୁ ଆସିଥାଏ ଯାହା ଲୋକମାନଙ୍କୁ ସାମାନ୍ୟ ଚକିତ କରିବା ସହିତ ମନରେ ସ୍ମିତହାସ୍ୟ ର ଏକ ଝଲକ ଖେଳାଇ ଦେଇଥାଏ ।
ତେବେ କିଛି ଦିନ ତଳେ ଜଣେ ଓଡ଼ିଆ ଯୁବକଙ୍କୁ ନେଇ ଏପରି କିଛି ତଥ୍ୟ ଲୋକ ମାନଙ୍କ ସାମ୍ନାକୁ ଆସିଛି ଯାହା ଯେ ନିଶ୍ଚିତ ଭାବରେ ଆପଣଙ୍କ ଉଦାସ ଓ ବିଷାଦଗ୍ରସ୍ତ ମୁହଁରେ ଚେନ୍ନାଏ ହସ ଭରି ଦେବ ସେଥିରେ ଟିକିଏ ହେଲେ ସନ୍ଦେହ ନାହିଁ । ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ହସ କୁ ଓଠରେ ଚାପି ରଖି ପାରିବେ ନାହିଁ । ତେବେ ଆସନ୍ତୁ ଉକ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା ।
ଆପଣ ମାନେ ଅନେକ ସମୟରେ ଦେଖିଥିବେ କି ଲୋକମାନେ ନିଜ ମାତୃଭାଷା ବ୍ୟତୀତ ଅନ୍ୟ ଭାଷା କହିବା ବା ବୁଝିବା ପାଇଁ ଟିକିଏ କଷ୍ଟ ଅନୁଭବ କରନ୍ତି । ତେବେ ଆମେ ଆମ ମାତୃଭାଷା ସହିତ ବେଶ ଭଲ ଭାବରେ ସଂଶ୍ଳିଷ୍ଟ । ତେଣୁ ଆମେ ସେଥିରେ ବହୁତ ସହଜ ଅନୁଭବ କରୁ । ତେବେ ଯୋଗାଯୋଗ କ୍ଷେତ୍ରରେ ମନର ଭାବନା କୁ ଭାଷା ମାଧ୍ୟମରେ ଆମେ ଅନ୍ୟ ଜଣକ ସାମ୍ନା ରେ ପ୍ରକାଶ କରିଥାଉ । ତେବେ ଯୋଗାଯୋଗ କ୍ଷେତ୍ରରେ ଭାଷାର ଭୁମିକା ଗୁରୁତ୍ୱପୂର୍ଣ୍ଣ ।
ତେବେ ଆପଣ ମାନେ ଦେଖିଥିବେ ଯେ ଯେତେବେଳେ ଜଣେ ଅନ୍ୟ ଜଣକ ଭାଷା ବୁଝି ପାରନ୍ତି ନାହିଁ କି ଠିକ ଭାବେ କହି ପାରନ୍ତି ନାହିଁ ସେତେବେଳେ ତାଙ୍କ ଭିତରର କଥପ କଥନ କୁ ଶୁଣିଲେ ଆମକୁ ଖୁସି ଲାଗିଥାଏ ଓ ହସ ଲାଗିଥାଏ । ତେବେ ଆଜିର ସମୟରେ ସେହିପରି ଏକ ଅଡିଓ କଲ ଭାଇରାଲ ହେଉଛି । ତେବେ ଜଣେ ଓଡ଼ିଆ ଯୁବକ ଙ୍କୁ କଷ୍ଟମର କେୟାର ଅଫିସରୁ ଜଣେ ମାଡାମ କଲ କରିଥିଲେ । ତେବେ ମାଡାମ ଜଣକ ହିନ୍ଦୀ ରେ କଥାବାର୍ତ୍ତା କରୁଥିଲେ ।
ତେବେ ଓଡ଼ିଆ ଭାଇ ଜଣକ ହିନ୍ଦୀ ରେ ତାଙ୍କ ସହ କଥା ହେବା ପାଇଁ ପ୍ରୟାସ କରିଥିଲେ । ତେବେ ଭାଇ ଜଣକ ଏପରି ହିନ୍ଦୀ ରେ କଥା ହୋଇଛନ୍ତି ଯେ ଶୁଣିଲେ ଆପଣ ହସି ହସି ଗଡିଯିବେ । ତେବେ ସେ ଭାଇ ଜଣଙ୍କ କଷ୍ଟମର କେୟାର କୁ ଆପ କ୍ୟା କହତା ହେ,, ମେରା ମାମୁଁ ଯିବ ଚଲେଗା,, ଝୁଟ ବୋଲତା ହୋଗା,, ତେବେ ଏହିଭଳି ଭାବରେ ସେ କଥାବାର୍ତ୍ତା ହୋଇଥିଲେ । ତେବେ ଏହି ରେକର୍ଡ ଶୁଣି ସମସ୍ତେ ବର୍ତ୍ତମାନ ହସି ହସି ଗଡି ଗଲେଣି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।