‘ଛୁଆଙ୍କୁ ଏମିତି ଡରେଇଲେ ହେବନି, ତାଙ୍କୁ ବୁଝେଇ ସୁଜେଇ ଗେହ୍ଲା କରି କହିଲେ ସିନା…’ ମା’ର ମାଡକୁ ଡରି ପିଲାଟି ଯାହା କହୁଛି ଶୁଣିଲେ ଆପଣ ହସି ହସି ଗଡିଯିବେ…ଭାଇରାଲ ହେଲା video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ଆଉ ଅନେକ ଲୋକ ତ ସୋସିଆଲ ମିଡିଆ ମାଧ୍ୟମରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଛୁଆଙ୍କୁ ଏମିତି ଡରେଇଲେ ହେବ ନାହିଁ, ତାଙ୍କୁ ବୁଝାଇ ସୁଝାଇ ତାଙ୍କୁ ଗେଲ୍ହା କରି କହିଲେ ସିନା ହେବ ତୁମ କଥା ମାନିବେ ଆଉ ପାଠ ପଢିବେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏ କୁନି ପିଲାଟି ଏପରି କିଛି କଥା କହୁଛି ।

ଯେଉଁ କଥାକୁ ବଡ ବଡ ଲୋକ ମାନେ କୁହନ୍ତି ଯଦି ସେ କଥାକୁ ଏ କୁନି ପିଲାଟି ତା ପାଟିରେ ଖନେଇ ଖନେଇ କୁହେ ତାହା ତ ଶୁଣିବାକୁ ବହୁତ ଭଲ ଲାଗିବ ହେଲେ ଏହା ଶୁଣିବା ପରେ ହସି ହସି ପେଟ ବି ଦରଜ ହେଇଯିବ । ଏ ଭିଡିଓରେ ପିଲାଟି ପାଠ ପଢିବାକୁ ଅରାଜି ହେଉଛି । ଏହା ପରେ ତାର ମା କହୁଛନ୍ତି ତୁ ପଢିବୁନି ତ ପିଲାଟି ଅନୁଭବ କରୁଛି ଯଦି ସେ ପାଠ ନ ପଢେ ତେବେ ତାକୁ ତା ମାଆ ମାରିବ ।

ହେଲେ ଏହା ପରେ ପିଲାଟି ଏମିତି କିଛି କଥା କହୁଛି ଯାହା ଶୁଣିବା ପରେ ତା ମାଆ ତାକୁ ପାଟି କରିବା ବଦଳରେ ହସି ହସି ତାର ପେଟ ଦରଜ ହେଇ ଯାଇଥିବା ନିଶ୍ଚୟ । ତେବେ ଏହି ଭିଡିଓଟି କେଉଁଠିକାର ଆଉ କେବେକାର ତାହା ଜଣା ପଡିନି ହେଲେ ସମସ୍ତେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *