Odia Gk – ସିଙ୍ଗଡାକୁ ଇଂରାଜୀ ରେ କଣ କୁହାଯାଏ ? ବୁଦ୍ଧିମାନ ଯିଏ କୁହନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ଫୁଲର ଘାଟି ଭାରତର କେଉଁ ରାଜ୍ୟରେ ଅବସ୍ଥିତ?
ଉତ୍ତର- ଉତ୍ତରାଖଣ୍ଡ।

୨- ଏଭଳି କେଉଁ ରାଜ୍ୟ ରହିଛି ଯେଉଁଠି ଅଧିକ କଳା ରଙ୍ଗ ଲୋକ ରୁହନ୍ତି।
ଉତ୍ତର- ତାମିଲନାଡୁ।

୩- ନାଳନ୍ଦା ବିଶ୍ୱ ବିଦ୍ୟାଳୟ କେଉଁଠି ସ୍ଥାପିତ ହୋଇଛି ?
ଉତ୍ତର- ବିହାର।

୪- ଅଧିକ ବିୟର ପିଇବା ଦ୍ୱାରା କେଉଁ ଭିଟାମିନ ର ଅଭାବ ଦେଖା ଦେଇଥାଏ।
ଉତ୍ତର- ଭିଟାମାଟି- ବି ୧

୫- ଅକ୍ଷୟ କୁମାର ଙ୍କ ପ୍ରକୃତ ନାମ କଣ-?
ଉତ୍ତର- ରାଜୀବ ହରି ଓଁ ଭାଟିଆ।

୬- କେଉଁ ପଶୁର କ୍ଷୀର ପିଇବା ଦ୍ୱାରା ନିଶା ହୋଇ ଯାଇଥାଏ।
ଉତ୍ତର- ମାଦା ହାତୀ।

୭- ମହିଳାଙ୍କ ଶାଢ଼ୀ ର ଲମ୍ବାଇ କେତେ ହୋଇଥାଏ।
ଉତ୍ତର- ୫-୬ ଗଜ।

୮- ଏସବିଆଇ ବ୍ୟାଙ୍କ ନିଜର ପ୍ରଥମ ବ୍ରାଞ୍ଚ କେଉଁ ଦେଶରେ ଖୋଲିଥିଲା।
ଉତ୍ତର- ଚୀନ।

୯- ପରିବା ଉତ୍ପାଦନ ରେ ଭାରତ କୁ କେଉଁ ସ୍ଥାନ ମିଳିଛି।
ଉତ୍ତର- ଦ୍ଵିତୀୟ ସ୍ଥାନ।

୧୦- କେଉଁ ଦେଶରେ ଆମେ ପୋଲିସ ଏବଂ ପୋଲିସ କାର ର ଫୋଟୋ ଉଠେଇ ପାରିବା ନାହିଁ।
ଉତ୍ତର- ଫ୍ରାନ୍ସ।

୧୧- ସବୁଠାରୁ ପ୍ରଥମେ ବଲବ କେଉଁ ଦେଶରେ ବନା ଯାଇଥିଲା।
ଉତ୍ତର- ଆମେରିକା।

୧୨- କେଉଁ ଜୀବ ଦିନ ରାତି ଶୁଏ ନାହିଁ।
ଉତ୍ତର- ମାଛ।

୧୩- କାହାର ଗୋଡ଼ ନାହିଁ କିନ୍ତୁ ଚାଲି ଥାଏ।
ଉତ୍ତର- ଟେଲିଭିଜନ।

୧୪- କେଉଁ ଜୀବ ତାର ଛୁଆ କୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ?
ଉତ୍ତର- ପ୍ରଜାପତି।

୧୫- ମୃତ୍ୟୁ ପରେ ଯିଏ ଠିଆ ହୋଇ ଥାଏ ସେ କିଏ।
ଉତ୍ତର- ଗଛ।

୧୬-ସିଙ୍ଗଡା କୁ ଇଂରାଜୀ ରେ କଣ କୁହାଯାଏ?
ଉତ୍ତର- ରିସୋଲେ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *