Bollywood ସିଙ୍ଗର Udit Narayan ମୁଖ୍ୟମନ୍ତ୍ରୀ Naveen Pattnaik ଙ୍କ ପାଇଁ ଗାଇଲେ ଗୀତ, ଗୀତରେ ଗୀତରେ ନବୀନଙ୍କୁ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଏହି ଅଭିନୟ ଦୁନିଆ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇବା ଅନେକ କଳାକାର ନିଜ କଳା ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥାନ୍ତି । ତେବେ କେଉଁ କଳାକାର ଅଭିନୟ ଓ ନାଚ ଦେଖାଇ ମନୋରଞ୍ଜନ କରୁଛନ୍ତି ତ ଆଉ କିଏ ଗୀତ ଗାଇ ତେବେ ଦର୍ଶକ ମାନେ ଅଧିକ ଗୀତ କୁ ବେସ ପସନ୍ଦ କରି ଥାନ୍ତି କାରଣ ଗୀତ ବେସ ହୃଦୟ ସ୍ପର୍ଶୀ ହୋଇଥାଏ ।

ତେବେ ଆପଣ ମାନେ ଜାଣିଥିବେ ଯେ ସମସ୍ତ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଅଛନ୍ତି ତେବେ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଗାୟକ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଆଜି ଆମେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଜଣେ ଗାୟକ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଶା ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଚର୍ଚ୍ଚା କାରଣ ହେଲା ଯେ ଏହି ବଲିଉଡ୍ ଇଣ୍ଡଷ୍ଟ୍ରି ର ଗାୟକ ଜଣକ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଗୀତ ଗାଇଛନ୍ତି ।

ତେବେ ଏହି ଗାୟକ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟକ ଉଦିତ ନାରାୟଣ । ତେବେ ଉଦିତ ହେଉଛନ୍ତି ଆମ ବଲିଉଡ୍ ଚଳଚ୍ଚିତ୍ର ର ଆଗ ଧାଡ଼ି ର ଗାୟକ । ତେବେ ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ ଯେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଖୀ ତଥା ଦରିଦ୍ର ଲୋକ ମାନଙ୍କୁ କେଉଁଭଳି ଭାବରେ ଦୁଖ ବୁଝୁଛନ୍ତି । ଗରିବ ଶ୍ରେଣୀର ଲୋକ ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି ।

ସେହି ଯୋଜନା ରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉଅଛି । କିଛି ଗରିବ ଶ୍ରେଣୀର ବ୍ୟକ୍ତି ମାନେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ କୃତଜ୍ଞ ମଧ୍ୟ ହୋଇଛନ୍ତି । ତେବେ ଦୀର୍ଘ ୨ ବର୍ଷ ଧରି କରୋନା ମହାମାରୀ ର ସଂକ୍ରମଣ କିଭଳି ଭାବେ ସାରା ଦେଶ ତଥା ରାଜ୍ୟକୁ ସଂକ୍ରମଣ କରିବାରେ ଲାଗିଛି ତାହା ଆପଣ ମାନେ ବେସ ଭଲ ଭାବରେ ଅବଗତ । ଏହିଭଳି ପରିସ୍ଥିତି ରେ ପୁଣି ଓଡିଶା ର ଲୋକେ ବାତ୍ୟା ବନ୍ୟା ଭଳି ବିପଦ ର ସମୁଖୀନ ହେଉଛନ୍ତି ।


ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପରିସ୍ଥିତିରେ ଅସହାୟ ଙ୍କ ଦୁଖ ବୁଝି ସମସ୍ତ ପ୍ରକାରର ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଏପରି ଉଦାରତା ଦେଖି ବର୍ତ୍ତମାନ ତାଙ୍କୁ ନେଇ ଏକ ଗୀତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଗାଇଛନ୍ତି । ତେବେ ଏହି ଗୀତ ମ୍ୟୁଜିକ ଡାଇରେକ୍ଟର ଜାପାନୀ ଭାଇ, ଏବଂ ଗୀତିକାର ତପୁ ନାୟକ ।

ମୁଖ୍ୟମନ୍ତ୍ରୀ ସମ୍ବନ୍ଧରେ ଏହି ଗୀତ ମାଧ୍ୟମରେ କୁହାଯାଇଛି ଯେ ସେ କେତେ ନିର୍ମଳ, ଲୋକପ୍ରିୟ ଅଟନ୍ତି ଏହିସବୁ କଥା ଏଥିରେ ବର୍ଣ୍ଣନା କରାଯାଇଅଛି । ସେହି ଗୀତ ଟି ହେଉଛି, “ବିଶ୍ଵ ଦରବାରରେ ଜଗନ୍ନାଥ ଦେଶ ସନ୍ନମାନିତ ହେଉଥିବ”, “ଯେତେ ଦିନ ଆମ ନବୀନ ମୁଣ୍ଡରେ କାଳିଆ ର ହାତ ଥିବ” । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜାଣିଥିବେ ।

Leave a Reply

Your email address will not be published. Required fields are marked *