Interesting Odia Gk- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ? ବୁଦ୍ଧିମାନ ଯିଏ କୁହନ୍ତୁ…

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ । ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ । ୧. କାହାର ଚାରୋଟି ଗୋଡ଼, ଦୁଇଟି ହାତ ଥାଏ କିନ୍ତୁ ସେ ଚାଲିପାରି ନଥାଏ କି ତା’ର ମୁଣ୍ଡ ନଥାଏ?

ଉତ୍ତର- ଚଉକି ।

୨. ପାଣି ପିଇବା ପରେ ମରିଯାଏ ତାହା କଣ ଅଟେ?
ଉତ୍ତର- ଶୋଷ ।

୩. କେଉଁ ଖାଦ୍ୟ ପଦାର୍ଥ କେବେବି ଖରାପ ହୋଇ ନଥାଏ?
ଉତ୍ତର- ମହୁ ।

୪. ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି?
ଉତ୍ତର- କେନୀୟା ।

୫. ପୁଅ ଝିଅ କୁ ନାଁ ପଚାରିଲା, ଝିଅ କହିଲା ପିତା ଙ୍କ ଠାରୁ ପୁର୍ବେ ଓ ମାଆ ଙ୍କ ପରେ ଯାହା ଲାଗିଥାଏ ତାହା ମୋର ନାଁ । ଏବେ କୁହ ଝିଅ ଟି ର ନାଁ କଣ?
ଉତ୍ତର- ଶ୍ରୀଦେବୀ ।

୬. ଘର ଭିତରେ ଆମେ ପ୍ରତିଦିନ ଗୋଟିଏ ଘର ବନାଇ ଭାଂଗିଥାଉ ସେହ ଘର କେଉଁଥିରେ ବନାଯାଏ?
ଉତ୍ତର- ମସାରି ।

୭. କେଉଁ ରୁମ ରେ ଆମେ ଶୋଇ ନଥାଉ?
ଉତ୍ତର- ବାଥରୁମ ।

୮. କେଉଁ କିଆ ରେ କଣ୍ଟା ନଥାଏ?
ଉତ୍ତର- ତକିଆ ।

୯. କେଉଁ ସିଟ୍ ଗାଡ଼ି ରେ ବ୍ୟବହୃତ ହୋଇ ନଥାଏ ବିଛଣା କରି ଶୁଅନ୍ତି?
ଉତ୍ତର- ବେଡ଼ସିଟ୍ ।

୧୦. କେଉଁ ବୋର୍ଡ ସେଣ୍ଟର ନୁହେଁ-
ଉତ୍ତର- ଇଲେକ୍ଟ୍ରିବୋର୍ଡ ।

୧୧. ଗୋଟିଏ ଗଛ ରେ ଗୋଟିଏ ଫୁଲ ପରିବା ରେ ତାକୁ ଖାଉ, ତାହା କଣ?
ଉତ୍ତର- ଫୁଲକୋବି ।

୧୨. କେଉଁ ଗଛ ର ଫୁଲ ରାତିରେ ଫୁଟେ ଏବଂ ରାତିରେ ହିଁ ଝଡ଼ିଯାଏ?
ଉତ୍ତର- ଡିମିର ଫୁଲ ।

୧୩. ଚାରି ଅକ୍ଷର ରେ ନାମ ମୋହର, ଚାରୋଟି ଅକ୍ଷରେ ହର୍ଷଇକାର, କହିଲ ଦେଖି ନାମ ମୋହର?
ଉତ୍ତର- ଝିଟିପିଟି ।

୧୪. କାହାକୁ ନଧରି ଭାଂଗି ହୁଏ?
ଉତ୍ତର- ପ୍ରତିଜ୍ଞା ।

୧୫. ମୁଁ ନଥିଲେ କେହି ଉପରକୁ ଚଢ଼ି ପାରିବେ ନାହିଁ?
ଉତ୍ତର- ସିଡ଼ି ।

୧୬. କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରିଥାଏ?
ଉତ୍ତର- ସମୁଦ୍ରୀ ଘୋଡ଼ା ।

Leave a Reply

Your email address will not be published. Required fields are marked *