3 ବର୍ଷର ପିଲା କହୁଛି ପୁନର୍ଜନ୍ମର ଘଟଣା…ଆଉ ଯାହା ସବୁ କହୁଛି ନା… ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଜନ୍ମ ହେଲା ଦିନରୁ ଟ୍ରାକ୍ଟର ଶବ୍ଦ ଶୁଣି କାନ୍ଦିଉଠେ ମୋହିତ । ତେବେ ଟ୍ରାକ୍ଟର ସାଉଣ୍ଡ ଶୁଣିଲେ କାହିଁକି କାନ୍ଦିଉଠେ ? ପରିବାର ଲୋକେ ମଧ୍ୟ ଜାଣି ପାରନ୍ତି ନାହିଁ । ମାତ୍ର ଯେବେ ମୋହିତ କଥା କହିବା ଆରମ୍ଭ କରିଲା ସେତେବେଳେ କହିଲା ପୁନ୍ନରଜନ୍ମ ର କଥା । ତେବେ ମୋହିତ ଙ୍କର ଏଭଳି କଥା କୁ ବିଶ୍ଵାସ କୁ ନେଇନଥିଲେ ପରିବାର ଲୋକେ । ପରେ ମୋହିତ କହୁଥିବା ମୃ-ତ ତରୁଣ ଙ୍କ ମାତା ପିତା ଙ୍କ ସହିତ ସାକ୍ଷାତ କରିଥିଲେ ପରିବାର ଲୋକେ ।

ତେବେ ମୃ-ତ ତରୁଣ ଙ୍କ ଘଟଣା ଏବଂ ମୋହିତ କହୁଥିବା ଘଟଣା ମଧ୍ୟରେ ତିଳେ ମଧ୍ୟ ସାମଞ୍ଜସ୍ୟ ନଥିଲା । ଏହା ଅଧିକ ରୋଜକ ସ୍ଥିତି ସୃଷ୍ଟି କରିଥିଲା । ପରିବାର ଲୋକ ଙ୍କ କହିବା ଅନୁଯାୟୀ ଜନ୍ମ ବେଳୁ ଟ୍ରାକ୍ଟର ଶବ୍ଦ ଶୁଣିଲେ ଡରିବା ସହିତ କାନ୍ଦି ଉଠେ । ଯେବେ ସେ କଥା କହିବା ଆରମ୍ଭ କରିଲା ସେବେ ତାହାର ନାମ ତରୁଣ ବୋଲି କହିଥିଲା ମୋହିତ ।

ଏହା ପରେ ଜାଣିବାକୁ ମିଳିଥିଲା ଯେ ଆଜିକୁ ଠିକ ୧୬ ବର୍ଷ ପରେ ମନୋହର ଥାନା ଅଞ୍ଚଳରେ ଜଣେ ଯୁବକଙ୍କର ମୃ-ତ୍ୟୁ ହୋଇଥିଲା । ଏକ ରାସ୍ତା ନିର୍ମାଣ କାର୍ଯ୍ୟ ରେ ତରୁଣ ଧାକଡ ଶ୍ରମିକ ଭାବରେ ନିୟୋଜିତ ହୋଇଥିଲା । ଏବଂ ଟ୍ରାକ୍ଟର ଧକ୍କା ରେ ତାହାର ଆକସ୍ମିତ ମୃ-ତ୍ୟୁ ଘଟିଥିଲା । ପୁତ୍ର ର ମୃ-ତ୍ୟୁ ପରେ ପିତା କଲ୍ୟାଣ ଧାକଡ ଏବଂ ମାତା ମଧ୍ୟ ପ୍ରଦେଶ ର ଶଙ୍କରାପୁର ଗ୍ରାମକୁ ଚାଲିଯାଇଥିଲେ ।

ତେବେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେବେ ଏହି ଘଟଣା ଶୁଣି ତରୁଣ ଙ୍କ ପରିବାର ଲୋକେ ମୋହିତ ଙ୍କ ପାଖକୁ ପହଞ୍ଚିଥିଲେ ତେବେ ନିଜ ପତରୁ ମୋହିତ ତାଙ୍କୁ ଚିହ୍ନିଥିଲା ଏବଂ ତାଙ୍କ କୋଳ କୁ ଯାଇ ସେଠାରେ ବସି ପଡିଥିଲା । ଏହି ଘଟଣା ସତରେ ପୁନ୍ନରଜନ୍ମର କଥା କୁ ପ୍ରମାଣିତ କରିଲା ଭଳି ଲାଗୁଅଛି ।

ପୁନ୍ନର୍ଜନ୍ମ, ବିଶ୍ଵାସ, ଅନ୍ଧ ବିଶ୍ବାସର ଦିଗ ହୀନ ଦିଗବଳୟ, ଯାହାକୁ ନା ବିଜ୍ଞାନ ଗ୍ରହଣ କରିଛି ନା ବିଦ୍ଵାନ କିନ୍ତୁ ସମାଜରେ ରହିଅଛି ଏଭଳି କିଛି ଘଟଣା ଯାହା ଆକସ୍ମିତ ଆଖି ଆଗକୁ ଚାଲି ଆସିଲେ ଲୋମ ଟାଙ୍କୁରାଇ ଦିଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *