ଓଡିଶା ପୋଲିସ ମାନଙ୍କର ଦରମା କେତେ ? ଜାଣି ଆଶ୍ଚର୍ଯ୍ୟ ହେବେ ! ପୋସ୍ଟ ଅନୁସାରେ ଜାଣନ୍ତୁ ଅଫିସରଙ୍କ Salary…

ବନ୍ଧୁଗଣ, ଆଜି ଆମ୍ଭେ ଓଡିଶା ପୋଲିସ ଙ୍କ Rank ଏବଂ ତାଙ୍କ ଦରମା ସମ୍ବନ୍ଧରେ ଜାଣିବା । ଆପଣ ମାନେ ଜାଣିଥିବେ ଯେ ପୋଲିସ ମାନେ ସବୁଠାରୁ ବେସୀ ତାଙ୍କ ପୋଷାକ ମାନଙ୍କର ଯତ୍ନ ନେଇଥାନ୍ତି । କାରଣ ତାଙ୍କ ପୋଷାକ ରେ ସବୁକିଛି ରହିଥାଏ । ଓଡିଶା ପୋଲିସ ର ସବୁଠାରୁ ତଳରେ ଥାନ୍ତି କନେଷ୍ଟବଳ, ତାଙ୍କର କୌଣସି ଷ୍ଟାର ନଥାଏ କେବଳ ତାଙ୍କ ପୋଷାକ ରେ op ଅର୍ଥାତ ଓଡିଶା ପୋଲିସ ବୋଲି ଲେଖାଯାଇଥାଏ ।

ଏହା ପରେ ହେଡ କନେଷ୍ଟବଳ ଥାନ୍ତି ତାଙ୍କର ଗୋଟିଏ ଧଳା ରଙ୍ଗର ଷ୍ଟ୍ରିଭ ଥାଏ । ଏହା ଉପର ପଦଟି ହେଉଛି ହାବିଲଦାର, ଯାହାଙ୍କର ସାର୍ଟ ର ଉପରେ ୩ ଟି ଷ୍ଟିଭ ଥାଏ । ଯାହା ପୋଷାକ ରେ କେବଳ ଗୋଟିଏ ଷ୍ଟାର ରହିଥାଏ ସେ ହେଉଛନ୍ତି Assistant Sub Inspector(ଏଏସଆଇ) ।

ଯାହାଙ୍କର ୨ ଟି ଷ୍ଟାର ଥାଏ ସେ ହେଉଛନ୍ତି sub inspector (SI) । ଏହା ଉପର ପୋସ୍ତ ହେଉଛି ଯେଉଁ ମାନଙ୍କର ୩ ଟି ଷ୍ଟାର ରହିଥାଏ । ସେମାନେ Inspector ଅଟନ୍ତି ।ଏହା ଉପରେ ଥାନ୍ତି DSP  ଯାହାଙ୍କର ୩ ଟି ଷ୍ଟାର ଥାଏ ଏବଂ ops ଲେଖା ହୋଇଥାଏ । ଏହା ଉପର ପୋଷ୍ଟ ରେ ASP ଥାନ୍ତି । ତାଙ୍କର ପୋଷାକ ରେ ଅଶୋକ ସ୍ତମ୍ଭ ରହିଥାଏ ।

ଏହା ଉପରକୁ ଆସୁଛନ୍ତି IPS RANK ଏବଂ ଏହାର ସବୁଠାରୁ ତଳ ପୋଷ୍ଟ ରେ ରହିଥାନ୍ତି Assistant superitendent । ତାଙ୍କର ପ୍ରଥମ ବର୍ଷ ଟ୍ରେନି ସମୟରେ ଗୋଟିଏ ଷ୍ଟାର ଥାଏ, ଦ୍ଵିତୀୟ ବର୍ଷ ୨ ଟି ଷ୍ଟାର ଥାଏ, ଏବଂ ତୃତୀୟ ବର୍ଷ ତାଙ୍କୁ DSP କୁହାଯାଏ । DGP ଙ୍କ ସାଲେରୀ ସବୁଠାରୁ ଅଧିକ ରହିଥାଏ । ତାଙ୍କର ସାଲେରୀ ହେଉଅଛି ୨ ଲକ୍ଷ ୨୫ ହଜାର ଟଙ୍କା । ଏହାତଳେ ଯିଏ ଅଛନ୍ତି ADGP ତାଙ୍କର ଦରମା ୨ ଲକ୍ଷ ୫ ହଜାର ଟଙ୍କା ।

IPS ଙ୍କ ସ୍ଟାର୍ଟିଂ ସାଲେରୀ ୬୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଯାଇଥାଏ । କନଷ୍ଟେବଳ ଙ୍କର ସାଲେରୀ ୨୨ ହଜାରରୁ ୩୦ ହଜାର ରହିଥାଏ । ଏବଂ inspector ମାନଙ୍କର ଦରମା ୪୦ ହଜାରରୁ ଆରମ୍ଭ ହୋଇ ୫୦ ହଜାର ପର୍ଯ୍ୟନ୍ତ ରହିଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *