Chanakya Niti- ଯେଉଁ ମହିଳାଙ୍କର ବଡ ହୋଇଥାଏ ଏହି ଅଙ୍ଗ ସେମାନେ ହୋଇଥାନ୍ତି ଅଶୁଭ

ନମସ୍କାର ବନ୍ଧୁଗଣ ତେବେ ଯେଉଁ ସ୍ତ୍ରୀର ଏହି ଅଙ୍ଗ ବଡ଼ ହୋଇଥାଏ ସେମାନେ ଅଶୁଭ ହୋଇଥାନ୍ତି । ତା ମଧ୍ୟରୁ ଦୁଇଟି ମହତ୍ୱପୂର୍ଣ୍ଣ ଅଟେ । ଯେଉଁ ମହିଳା ମାନଙ୍କର ଏହି ଅଙ୍ଗ ବଡ଼ ହୋଇଥାଏ ସେହି ସ୍ଥାନରେ ବର୍ବାଦୀ ନିଶ୍ଚିତ ରୂପରେ ଆସିଥାଏ । ପୁରୁଣା ମାନ୍ୟତା ଅନୁସାରେ କଥା ମହାଭାରତ ହେବ ପର୍ଯ୍ୟନ୍ତ ପଳାଏ । ଏମିତି ମହିଳା ହଜାର ହଜାର ଗ୍ରାମକୁ ବହୁତ ସହଜରେ ବର୍ବାଦ କରିଦେଇ ଥାଏ । ଆଜି ଆମେ ଏଠାରେ ମହିଳା ମାନଙ୍କର ଯେଉଁ ଅଙ୍ଗ ବିଷୟରେ କଥା ହେବାକୁ ଯାଉଅଛୁ,ତା ବିଷୟରେ ଆପଣ ମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

କାହିଁକିନା ଯେଉଁ ମହିଳାର ଏହି ଗୋଟେ ଅଙ୍ଗ ବଡ଼ ହୋଇଥାଏ ସେହି ମହିଳା ମାନେ ଅଶୁଭ ହୋଇ ଥାଆନ୍ତି । ତେବେ ପୁରାଣ ମାନ୍ୟତା ଅନୁସାରେ ଯେଉଁ ଘରେ ବା ଆଖପାଖ ପଡ଼ିଶାରେ ଏହି ଭଳି ମହିଳା ଦେଖାଯାଇ ଥାଏ ତାହେଲେ ଆପଣଙ୍କୁ ବୁଝିବା ଆଵଶ୍ୟକ ଆପଣଙ୍କ ସହିତ କିଛିବି ହୋଇପାରେ । ମହିଳା ମାନଙ୍କର ଏହି ଅଙ୍ଗ ବଡ଼ ହେବା ଚିନ୍ତାର ବିଷୟ ହୋଇଥାଏ ।

ଆମେ ଆପଣଙ୍କୁ କହି ରଖିବୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ରଙ୍ଗ,ରୂପ ଓ ଗଠନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥାଏ । ସେହି ମହିଳାର ବ୍ୟକ୍ତିତ୍ୱ ଦେଖି ତାର ସ୍ଵଭାଵ ଓ ଚରିତ୍ର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ପାରିବ । ତାହେଲେ ଚାଲନ୍ତୁ ଜାଣିବା ମହିଳା ମାନଙ୍କ ଭିତରେ ସେ କେଉଁ ଅଙ୍ଗ ବଡ଼ ଥିଲେ ମହାଭାରତ ପର୍ଯ୍ୟନ୍ତ ହୋଇ ଯାଇଥାଏ ।

୧- ପ୍ରଥମରେ ହେଉଛନ୍ତି ମହିଳା ମାନଙ୍କର ବଡ଼ ବଡ଼ ସ୍ତନ । ଯଦି ମହିଳା ମାନଙ୍କର ବଡ଼ ବଡ଼ ସ୍ତନ ଥାଏ ତାହେଲେ ଏହା ଆଦୋୖ ଶୁଭ ଲକ୍ଷଣ ହୋଇ ନଥାଏ । ପୁରୁଣା ମାନ୍ୟତା ଅନୁସାରେ ଏମିତି ମହିଳା ପଛେ ମନରୁ ପବିତ୍ର ହୋଇଥାଉ କିନ୍ତୁ ଅନ୍ୟମାନଙ୍କ ଦୃଷ୍ଟିରେ ବା ଲୋକମାନେ ଏମାନଙ୍କୁ କୁଦୃଷ୍ଟିରେ ଦେଖି ଥାଆନ୍ତି । ଆଉ ବହୁତ ପୁରୁଷ ଏହି ଭଳି ମହିଳା ମାନଙ୍କୁ ସମ୍ପୂର୍ଣ୍ଣ କାମ ବାସ୍ନା ଦୃଷ୍ଟିରେ ଦେଖି ଥାଆନ୍ତି । ଯାହା କୌଣସି କ୍ଷେତ୍ରରେ ଭଲ ହୋଇନଥାଏ । ଯଦି ଆମେ ଡାକ୍ତରମାନଙ୍କ କଥା ମାନିବା ତାହେଲେ ମହିଳା ମାନଙ୍କ ବଡ଼ ବଡ଼ ସ୍ତନ ହେବା କୌଣସି ବଡ଼ ରୋଗର ଲକ୍ଷଣ ହୋଇଥାଏ ।

୨- ଦ୍ଵିତୀୟ ରେ ହେଉଛି ସୁନ୍ଦର ଗହଳିଆ ଓ ଲମ୍ବା କେଶ । ଶାସ୍ତ୍ର ଅନୁସାରେ ଯେଉଁ ମହିଳାର ଚୁଟି ଅଣ୍ଟା ତଳକୁ ଆସିଥାଏ ତାହେଲେ ଏହା କୌଣସି ଦୃଷ୍ଟିରୁ ଶୁଭ ଲକ୍ଷଣ ହୋଇନଥାଏ । ଏମିତି ମହିଳା ନକାରାତ୍ମକ ଉର୍ଯାକୁ ଆକର୍ଷିତ କରି ପାରନ୍ତି । ଯେଉଁ ମହିଳା ମାନଙ୍କ ଅଣ୍ଟା ଠାରୁ ତଳକୁ ଚୁଟି ପଡିଥାଏ ତାହେଲେ ସେ ମହିଳା ମାନଙ୍କୁ ବହୁତ ଅସୁବିଧାର ସମ୍ନା କରିବାକୁ ପଡିପାରେ । ଆଉ ସେପଟରେ ଅନେକ ପୁରୁଷ ଏମିତି ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି । ଆଉ ଯଦି ଜ୍ୟୋତିଷ ଶାସ୍ତ୍ର ବିଷୟରେ କହିବା ତାହେଲେ ଅଣ୍ଟା ତଳକୁ ଚୁଟି ହେବାର ମାନେ ଆପଣଙ୍କୁ ବର୍ବାଦ କରିପାରେ । ସେଥିପାଇଁ ଅଣ୍ଟା ତଳକୁ ଚୁଟି ହେବା ଅନୁଚିତ ଅଟେ ।


୩- ତୃତୀୟ ରେ ହେଉଛି ଯେଉଁ ମହିଳା ମାନଙ୍କର ବଡ଼ ବଡ଼ କୁଲେହେ ଅଛି । ଆଉ ଆମେ ଯଦି ସମାଜର କଥା ହେବା ତାହେଲେ କୌଣସି ମହିଳାର ବଡ଼ ବଡ଼ କୁଲେହ ହେବା ମଧ୍ୟ ଭଲ ହୋଇନଥାଏ । ବଡ଼ ବଡ଼ କୁଲେହ ଥିବା ମହିଳା ପଛେ ମନରୁ ଯେତେ ପବିତ୍ର ହୋଇ ଥାଆନ୍ତୁ ନା କାହିଁକି,ସାମ୍ନାରେ ଥିବା ଲୋକ ଆପଣଙ୍କୁ ବହୁତ ଖରାପ ନଜରରେ ଦେଖି ପାରେ । ଆଉ ସମାଜ ମଧ୍ୟ ଏମିତି ମହିଳାଙ୍କୁ ସଠିକ ଢଙ୍ଗରେ ଦେଖିନଥାଏ । ସେଥିପାଇଁ ସବୁ ମହିଳା ମାନଙ୍କର କୁଲହା ସୀମିତ ମାତ୍ରରେ ହେବା ଆବଶ୍ୟକ ନା ଅଧିକ ବଡ଼ ନା ଅଧିକ ଛୋଟ । ଦେଖିବାକୁ ଗଲେ ଅନେକ ମହିଳା ଜାଣି ଶୁଣି ନିଜର କୁଲେହକୁ ବଡ଼ କରନ୍ତି କିନ୍ତୁ ପରେ ଏମାନଙ୍କୁ ବହୁତ ପଶ୍ଚାତାପ ହୋଇଥାଏ । ଆପଣ ଏମିତି ଭୁଲ କେବେ ହେଲେ କରନ୍ତୁ ନାହିଁ ।


ତେବେ ଏହା ସହ ଅଧିକ ସୁନ୍ଦରତ୍ୱ । କୌଣସି ମହିଳାର ଅଧିକ ସୁନ୍ଦରୀ ହେବା ଠିକ ନୁହେଁ । ଦୁନିଆର ସବୁ ମହିଳା ଭଗବାନଙ୍କ ପାଖରେ କାମନା କରେ କାଶ ମୁଁ ଅଧିକ ସୁନ୍ଦରୀ ହୋଇଥାନ୍ତି । ଆପଣ ଜାଣିଛନ୍ତିକି ମହିଳା ମାନଙ୍କର ସୀମାରୁ ଅଧିକ ସୁନ୍ଦରୀ ହେବା ଉଚିତ ନୁହେଁ । ମହିଳାର ସୁନ୍ଦରତା ଆଉ ଚାଲି ଚଳନ ସବୁ କିଛି ନଷ୍ଟ କରିପାରେ । ଇତିହାସ ପ୍ରମାଣ ଅଛି ମହିଳାଙ୍କ ସୁନ୍ଦର ହେବା ବହୁତ ଗ୍ରାମଙ୍କୁ ବର୍ବାଦ କରି ସାରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *