ଇଏ କିଏ ? PK ଷ୍ଟାଇଲ୍ ରେ ଏମିତି କାହିଁକି ନାଚୁଛନ୍ତି ? ଦେଖନ୍ତୁଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି । ଆଉ ତା ଭିତରୁ କିଛି ଭିଡିଓ ବା ଫଟୋ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ । ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଜଣେ ନବଜାତ ଶିଶୁର ଭିଡିଓ । ଯାହା ଦେଖିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।


ତେବେ ୨୦୧୪ରେ ରାଜକୁମାର ହିରାନୀ ଓ ଆମିର ଖାନ୍ ଯୋଡ଼ିର ଦ୍ୱିତୀୟ ଫିଲ୍ମ ‘ପିକ୍’ ରିଲିଜ ହୋଇଥିଲା । ଆଉ ଏହା ଏକ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହୋଇଥିଲା । ତେବେ ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଆମିର ଖାନ୍‌ ନିଜର ପ୍ରତିଟି ଚରିତ୍ରକୁ ନ୍ୟାୟ ଦେବାକୁ ପ୍ରାଣ ପଣେ ଚେଷ୍ଟା କରନ୍ତି । ତାଙ୍କର ପ୍ରତିଟି ଅଭିନୟ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଯାଏ । ତେଣୁ ୨ବର୍ଷକୁ ଥରେ ଆସୁଥିବା ଆମିର୍‌ଙ୍କ ଚଳଚ୍ଚିତ୍ର ପାଇଁ ଦର୍ଶକ ଅନେଇ ବସନ୍ତି ।

ତେବେ ପିକେ ମଧ୍ୟ ସେହିଭଳି ଏକ ସିନେମା ଥିଲା । ତେବେ ଏହି ସିନେମା ରେ ଆମିର ଙ୍କ ଲୁକ ଯେଉଁଥିରେ ସେ ମୁଣ୍ଡରେ ହେଲମେଟ ଲଗେଇ ବେକରେ ମାଳା ଏବଂ ପୁରୁଣା ରେଡ଼ିଓ ଧରି ଏବଂ ତଳେ ଏକ ସ୍କାର୍ଟ ପିନ୍ଧି ଦୌଡୁ ଥିଲେ । ତେବେ ଏହି ଲୁକ ଟି ସମସ୍ତ ଙ୍କୁ ପସନ୍ଦ ଆସିଥିଲା ଏବଂ ସମସ୍ତେ ସେହି ଲୁକ କୁ କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ । ତେବେ ସେହି ସମୟରେ ଏହି ଲୁକ ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପିକେ ର ସେହି ଲୁକ ର କ୍ରେଜ କମି ନାହିଁ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଲୋକ ଏକଦମ ପିକେ ଷ୍ଟାଇଲ ର ଲୁକ ନେଇ ଷ୍ଟେଜ ରେ ଡାନ୍ସ କରୁ ଥିବାର ନଜର ଆସୁଛନ୍ତି । ତେବେ ସେ ପିକେ ଭଳି ହେଲମେଟ ପିନ୍ଧି ବେକରେ ରେଡ଼ିଓ ଧରି ମାଳା ପିନ୍ଧି ଏବଂ ଏକ ସ୍କାର୍ଟ ପିନ୍ଧି ଷ୍ଟେଜ ରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି ।


ତେବେ ସେ ଓଡ଼ିଆ ଗୀତ ଶ୍ରୀଭଲି ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଲା । ତେବେ ଏହି ପୋଗ୍ରାମ ଟି ସମ୍ବଲପୁର ରେ ଏକ ଯାତ୍ରା ରେ ଏହି ଲୋକ ଟି ପିକେ ଭଳି ବେଶ ହୋଇ ଡାନ୍ସ କରୁଥିବାର ନଜର ଆସୁଥିଲେ । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଏହାସହ ଲୋକମାନେ ଏହି ଭିଡିଓ କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *