ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏପରି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ କୁହାଯାଏ ମଣିଷକୁ ସବୁବେଳେ ଖୁସିରେ ରହିବା ଉଚିତ । ଯଦି ଆପଣ ଖୁସିରେ ରହି କାମ କରିବେ ତା ହେଲେ ଆପଣ ସୁସ୍ଥ ରହିବେ । ତେଣୁ ଆପଣଙ୍କ ଖୁସି ପାଇଁ ଆଜି ଆମେ ଓଡିଆ ଜୋକ୍ସ ଆଣିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଗୋଟେ ପିଲା ନିଜ ପଡୋଶୀ ଘରକୁ ଯାଇ କବାଟ ବାଡେଇଲା । ମହିଳା ଆସି କବାଟ ଖୋଲିଲା ।
ମହିଳା- ପୁଅ କଣ ହେଲା ?
ପିଲା- ଆଣ୍ଟି ମା ଗୋଟେ କପ୍ ଚିନୀ ଆଣିବାକୁ କହିଛି ଆପଣଙ୍କ ଠାରୁ ।
ମହିଳା ଟିକେ ହସିକି ପିଲାର ମୁଣ୍ଡକୁ ଆଉଁସି କହିଲା- ଆଛା ହଉ ଆଉ କଣ କହିଛି ତୋର ମା ?
ପିଲା- କହିଛି, ଯଦି ସେ ଡାହାଣୀ ନ ଦେବ ତା ହେଲେ ସାମ୍ନାରେ ଥିବା ଡାହାଣୀ ଠାରୁ ନେଇ ଆସିବୁ ।
୨. ସ୍ଵାମୀ- ମୋତେ ମୋ ସ୍ତ୍ରୀ ଠାରୁ ତଲାକ ଦରକାର । ସେ ମୋ ଉପରେ ବାସନ ଫୋପାଡି ମୋତେ ମାରୁଛି ।
ଜଜ୍- ଏବେ ନୂଆ ନୂଆ ଏମିତି କରୁଛି ନା ପୂର୍ବରୁ ଏମିତି ଚାଲିଛି ?
ସ୍ଵାମୀ- ପୂର୍ବରୁ ସେ ମୋ ସହ ଏମିତି କଟୁଛି ?
ଜଜ୍- ତା ହେଲେ ଏବେ କାହିଁକି ତଲାକ ମାଗୁଛ ?
ସ୍ଵାମୀ- କାରଣ ଏବେ ତାର ଲକ୍ଷ ସଠିକ ହୋଇଯାଇଛି ଯାହା ବି ମୋ ଉପରେ ଫିଙ୍ଗୁଛି ଠିକ ଜାଗାରେ ବାଯୁଛି ।
୩. ଅଧ୍ୟାପକ- ପିଲାମାନେ ତମ ମାନଙ୍କ ମଧ୍ୟରୁ ସ୍ଵର୍ଗକୁ କିଏ ଯିବ ?
ସମସ୍ତେ ହାତ ଉଠେଇ ଦେଲେ… ହେଲେ ଗୋଟେ ଛାତ୍ରୀ ହାତ ଉଠେଇଲା ନାହିଁ ।
ଅଧ୍ୟାପକ- ତମେ କାହିଁକି ଯିବାକୁ ଚାହୁଁନ ?
ଛାତ୍ରୀ- ମା କହିଛି ସ୍କୁଲ ଛୁଟି ହେବା ପରେ ଯଦି ଘରକୁ ନ ଆସିବୁ ତା ହେଲେ ଗୋଡ ଭାଙ୍ଗି ଦେବି ସେଥିପାଇଁ ମୁ ଅଲଗା କୁଆଡେ ଯିବାକୁ ଚାହୁଁନି ।
୪. ପପୁର ସ୍ତ୍ରୀ ରୋମାଣ୍ଟିକ ମୁଡରେ ଥିଲା ପୁରା ବେଡ ଉପରେ ହାତ ଖୋଲି ଶୋଇଥିଲା… ପପୁକୁ ତାର ସ୍ତ୍ରୀ କହିଲା- କିଛି ବୁଝି ପାରିଲ ?
ପପୁ- ହଁ ବୁଝି ଗଲି ଆଜି ତୁ ପୁରା ଏକା ବେଡ ଉପରେ ଶୋଇବାକୁ ଚାହୁଁଛୁ ସେଥିପାଇଁ ବେଡକୁ କଭର କରି ଦେଉଛି ମୁଁ ସୋଫାକୁ ଯାଉଛି ଶୋଇବି ।
୫. ଗୋଟେ ଟ୍ରକ ପଛରେ ଲେଖା ହୋଇଥିଲା ଛୋଟ ପରିବାର ସୁଖୀ ପରିବାର…
ଆଉ ସଭା ତଳେ ଲେଖା ହୋଇଥିଲା- ଅବଦୁଲ, ଜୋୟା, ସଲମାନ, ଯୁବେର, ସଲିମ, ଆୟଶା, ଦିୟା, ମାଜିଦ ଓ ମସୃପଙ୍କ ବାପାଙ୍କ ଗାଡି ।
୬. ସ୍ଵାମୀ- ଡାର୍ଲିଙ୍ଗ ମୁ ତମକୁ କ୍ଷମା ମାଗିବାକୁ ଚାହୁଁଛି ।
ସ୍ତ୍ରୀ-କାହିଁକି ?
ସ୍ଵାମୀ- ଯେତେବେଳେ ମୁଁ ତମକୁ ପ୍ରେମ କରୁଛି ସେତେବେଳେ ସେ ପଡୋଶୀ ମହିଳା ବିଷୟରେ ଭାବୁଛି…
ସ୍ତ୍ରୀ- ତମେ ମୋତେ ଧୋକା ଦେଲ ହେଲେ ମୁଁ ତ ଏବେବି ଆମ ପଡୋଶୀ ଲୋକକୁ ପ୍ରେମ କରୁଛି । ହେଲେ ମୁଁ ତମ କଥା ଭାବେ । ସ୍ଵାମୀ ବେହୋସ…
୭. ଭିଣେଇ କୋଳରେ ଶାଳୀ ବସି ଦୁହେଁ ରୋମାନ୍ସ କରୁଥିଲେ ସେତିକି ବେଳେ ସ୍ତ୍ରୀ ଚାଲି ଆସିଲା
ଶାଳୀ : ଦିଦି ମୋ ଅଣ୍ଟା ବିନ୍ଧୁଥିଲା ଭାଇନା ମସାଜ ଦେଉଥିଲେ
ସ୍ତ୍ରୀ: କାଇଁ ଆଗରୁ ମତେ ଏମିତି ମସାଜ ଦେଇନ…
ଏବେ ଭିଣେଇ ICU ରେ !!!
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।