ଗୋଟିଏ ଚାଲାଖ ଭିଣେଇ ଶାଳି ସହିତ ରୋମାଣ୍ଟିକ ହେଇ ପଚାରିଲା, ଆଛା କହିଲୁ ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳି କହିଲା….(Odia Jokes)

ବନ୍ଧୁଗଣ ଦୁନିଆର ସମସ୍ତ ଲୋକ ସବୁବେଳେ ନିଜ କାମ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବା ଦ୍ଵାରା ଲୋକମାନଙ୍କୁ ଅନେକ ରୋଗ ଘାରୁଛି । ବନ୍ଧୁଗଣ ଡାକ୍ତର ମାନେ ବି କହିଛନ୍ତି ସବୁ କାମ ହସ ଖୁସିରେ କରିବା ଉଚିତ । ଆପଣ ମାନେ ନିଜର ସମସ୍ତ କାମକୁ ହସ ଖୁସିରେ କରି ଦେଖନ୍ତୁ ଦେଖିବେ ଆପଣ ଆଜୀବନ ସୁସ୍ଥ ରହିବେ । ତେଣୁ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ହସ ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଭାରତରେ ସବୁଠାରୁ ବଡ ଦେଶ ଭକ୍ତି ମଦୁଆ ମାନେ ଅଟନ୍ତି ।

କେତେ ବି ଟ୍ୟାକ୍ସ ବଢାଅ ନା କାହିଁକି ବିଚରା ବିରୋଧ ନକରି ମଦ କିଣି ଥାନ୍ତି ।

ମଦୁଆ ମାନେ ଦେଶର ବିକାଶ ପାଇଁ ଯୋଗଦାନ କରନ୍ତି ।

୨. ପପୁ- ଏ କେଉଁ ଫସଲର କ୍ଷେତ ଅଟେ ?

କୃଶକ- ଇଏ କପାର କ୍ଷେତ ଅଟେ ।

ପପୁ- ଏଥିରେ କଣ ବନା ଯାଇଥାଏ ?

କୃଶକ- ଏଥିରୁ କପଡା ବନା ଯାଇଥାଏ ।

ପପୁ- ଏଥିରୁ କାଛିଆ ବନେଇବାର ଗଛ କେଉଁଟା ?

୩. ବାପା- ପୁଅ, ଟିକେ ମୋର ଜୋତା ଆଣିବୁ ।

ପୁଅ- ବାପା, ଦୁଇଟି ଜୋତା ଆଣିବି ନା ଗୋଟିଏ ?

ବାପା- ପ୍ରଥମେ ମୋତେ ଦୁଇଟି ଜୋତା ଦରକାର ଥିଲା ହେଲେ ଏବେ ତୁ ଗୋଟିଏ ନେଇ ଆସେ ।

ଏହା ପରେ ପୁଅ ସହ ଯାହା ହେଇଥିବ ଆପଣ ଜାଣି ପାରୁଥିବେ ।

୪. ସ୍ତ୍ରୀ- ଶୁଣୁଛ ଗୋଟେ କଥା କହିବି ।

ସ୍ଵାମୀ- ହଁ କୁହ ?

ସ୍ତ୍ରୀ- ପୁରୁଷ ମାନେ ମରିବା ପରେ ସ୍ଵର୍ଗରେ ତାଙ୍କୁ ଅପସରା ମିଳିଥାନ୍ତି ତା ହେଲେ ମହିଳା ମାନେ ମରିବା ପରେ କଣ ମିଳେ ?

ସ୍ଵାମୀ- ମାଙ୍କଡ ମିଳିଥାନ୍ତି ।

ସ୍ତ୍ରୀ- ହେଲେ ଏଇଟା ଭୁଲ କଥା ନା, ତମ ମାନଙ୍କୁ ଏଠି ବି ଅପସରା ଆଉ ସେଠି ବି ଅପସରା ।

ଆଉ ଆମ ମାନଙ୍କୁ ଏଠି ବି ମାଙ୍କଡ ସେଠି ବି ମାଙ୍କଡ ମିଳେ ।

୫. ଶିକ୍ଷକ- କାଲି ସ୍କୁଲକୁ କାହିଁକି ଆସି ନ ଥିଲୁ ?

ପପୁ- ସାର ମୋ ଦେହ ଭଲ ନଥିଲା ।

ଶିକ୍ଷକ- ଆଛା ତା ହେଲେ ଡାକ୍ତର ଦେଇଥିବେ ପର୍ଚ୍ଚି ନେଇକି ଆସେ ।

ପପୁ- ସାର ମୁଁ ତାକୁ ପତାକା କରିଦେଲି ।

୬. ସ୍ଵାମୀ-ସ୍ତ୍ରୀ ବିଦେଶ ବୁଲିବା ପାଇଁ ଗଲେ…

ସ୍ତ୍ରୀ- ଯଦି ମୁଁ ବିଦେଶରେ ହଜି ଯିବି ତା ହେଲେ ତୁମେ ମୋତେ କେମିତି ଖୋଜିବ ?

ସ୍ଵାମ- ମୁଁ ସବୁ ରାସ୍ତାରେ ତମ ନିଖୋଜ ହେବାର ପୋଷ୍ଟର ଲଗେଇ ଦେବି ।

ସ୍ତ୍ରୀ- ବାଃ ଡାର୍ଲିଙ୍ଗ କଣ ଲେଖିବ ସେହି ପୋଷ୍ଟରରେ ?

ସ୍ଵାମୀ- ଯାହାକୁ ମିଳିବ ସେଇଟା ଆଜୀବନ ତାର

୭. ଗୋଟିଏ ଚାଲାଖ ଭିଣେଇ ଶାଳି ସହିତ ପ୍ରେମଭରା କଥା ହେଉଥିଲା

ଭିଣେଇ ରୋମାଣ୍ଟିକ ହେଇ ଶାଳୀକୁ ପଚାରିଲା

ଆଛା କହିଲୁ ରାତି ଓ ଚଉଠି ରାତି ଭିତରେ ଫରକ କଣ ?

ଶାଳି- ଚଉଠି ରାତିରେ

ଆମେ କେବଳ ସ୍ଵାମୀ ସହିତ ଶୋଇ ପାରିବା

ଯେତେବେଳେ କି ବାକି ସବୁ ରାତିରେ ଏମିତି କୌଣସି ପ୍ରତିବନ୍ଧକ ନାହିଁ

ଭିଣେଇ ଏ ପର୍ଯ୍ୟନ୍ତ କୋମାରେ !

Leave a Reply

Your email address will not be published. Required fields are marked *