ଲେହେଙ୍ଗା ପିନ୍ଧି ଝିଅ ବେଶରେ ‘Sami Sami’ ଗୀତରେ ଏମିତି ଧମାକେଦାର ଡ୍ୟାନ୍ସ କଲେ ଯୁବକ, ଦେଖିବା ଲୋକଙ୍କ ଲାଖିଗଲା ନଜର, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି । ଆଉ ତା ଭିତରୁ କିଛି ଭିଡିଓ ବା ଫଟୋ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ । ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଜଣେ ନବଜାତ ଶିଶୁର ଭିଡିଓ ।


ଯାହା ଦେଖିଲା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ସମସ୍ତେ ଜାଣିଥିବେ ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନ ଙ୍କ ଫିଲ୍ମ ‘ପୁଷ୍ପା’ କୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ଫିଲ୍ମ ଟି ଗତବର୍ଷ ଡ଼ିସେମ୍ବର ମାସରେ ରିଲିଜ୍ ହୋଇଥିଲେ ମଧ୍ୟ ଆଜି ସେ ଫିଲ୍ମ ର ଗୀତ ସବୁ ଖୁବ୍ ଟ୍ରେଣ୍ଡ୍ ରେ ଅଛି । ଖୁବ୍ କମ୍ ଦିନ ମଧ୍ୟରେ ଏହି ଫିଲ୍ମ ଅନେକ ସଫଳତା ହାସଲ କରିପାରିଥିଲା ।

ଏବେ ବି ୟୁଜର ମାନେ ପୁଷ୍ପା ଫିଲ୍ମର ଗୀତ ଗୁଡ଼ିକରେ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବକ ପୁଷ୍ପା ଫିଲ୍ମ ର ଲୋକପ୍ରିୟ ଗୀତ ସାମି ସାମି ରେ ଖୁବ୍ ଜବରଦସ୍ତ ଡାନ୍ସ ମୁଭ୍ କରୁଛନ୍ତି । ଯୁବତୀ ଙ୍କ ଭଳି ପୋଷାକ ପିନ୍ଧି ରାସ୍ତାରେ ତାଙ୍କର ଜବରଦସ୍ତ ଡାନ୍ସ ଦେଖିବାକୁ ପାଉଛନ୍ତି ଦର୍ଶକ ମାନେ ।

ତେବେ କିଛି ଦିନ ତଳେ ଗଙ୍ଗୁବାଇ ଚଳଚ୍ଚିତ୍ରର ଝୁମେରା ଗୁଡ଼ି ପରେ ଏବେ ସାମୀ ସାମୀ ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ ମେହେଟା । ଏକ ସୁନ୍ଦର ସ୍କର୍ଟ୍ ପିନ୍ଧି ସେ ନୃତ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ନିକଟରେ ଜୈନିଲ ଏହି ଭିଡିଓ କୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ୍ ରେ ସେୟାର କରିବା ପରେ ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।


ତେବେ ଜୈନିଲ ମେହେଟା ଜଣେ ଡାନ୍ସ କୋରିଓଗ୍ରାଫର୍ ହୋଇଥିବା ବେଳେ ଯୁବତୀ ଙ୍କ ଅଙ୍ଗ ଭଙ୍ଗୀ କରି ନାଚିବାରେ ସେ ବେଶ୍ ପାରଙ୍ଗମ । ପୂର୍ବରୁ ଆମେରିକାର ରାସ୍ତା ରେ ସେ ଝୁମେରା ଗୁଡ଼ି ଗୀତର ଡାନ୍ସ ଭିଡିଓ କରିଥିଲେ । ଆଉ ଏବେ ସମାନ ଅଙ୍ଗ ଭଙ୍ଗୀରେ ସାମୀ ସାମୀ ଗୀତରେ ନାଚି ଚର୍ଚ୍ଚାକୁ ଆସିଛନ୍ତି ଜୈନିଲ । ଜଣେ ଯୁବକ ହୋଇ ମଧ୍ୟ ତାଙ୍କର ଏଭଳି ଡାନ୍ସ ମୁଭ୍ ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *