ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କୁ କେବେ ବି କୁହନ୍ତି ନାହିଁ ଏହି 4 ଟି କଥା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ ଏବଂ ଏହା ସତ୍ୟ ଯେ, ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତା’ର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ ।

ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ଏହା ଆମେ ସମସ୍ତେ ଜାଣିଛୁ କି ଯୁଧିଷ୍ଠିର ଙ୍କ ଦ୍ଵାରା ଦିଆ ଯାଇଥିବା ଅଭିଶାପ ଯୋଗୁଁ ନାରୀ ମାନେ ନିଜ ପାଖରେ କୌଣସି କଥା କୁ ଗୋପନୀୟ ରଖି ପାରନ୍ତି ନାହିଁ ।

କିନ୍ତୁ କିଛି ଏଭଳି କଥା ମଧ୍ୟ ଅଛି ଯାହାକୁ ସେମାନେ ଗୋପନୀୟ ରଖି ଥାଆନ୍ତି ଏବଂ କାହାକୁ ଖବର ମଧ୍ୟ ମିଳେ ନାହିଁ । ତେବେ ଆସନ୍ତୁ ଜାଣିନେବା କି ନାରୀ ମାନେ ନିଜ ସ୍ୱାମୀ ଙ୍କ ଆଗରେ କେଉଁ କଥାକୁ ଲୁଚାଇ ରଖିଥାନ୍ତି ।

୧- ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କ ଥାଆନ୍ତି ତେବେ ସେ କେବେବି ସେହି କଥା ନିଜ ସ୍ୱାମୀ ଙ୍କୁ ଭୁଲ ରେ ବି କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳହ ଲାଗିବାର ସମ୍ଭାବନା ଥାଏ ତେଣୁ ନିଜ ପାରିବାରିକ ଜୀବନ କୁ ସୁଖମୟ ରଖିବା ପାଇଁ ଏହି କଥା ସେମାନେ ଲୁଚାଇ ଥାଆନ୍ତି ।

୨- ସ୍ତ୍ରୀ କେବେବି ନିଜର ଇଛା କୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ । ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନ ରେ ହିଁ ମାରି ଦେଇ ଥାଏ ।

୩- ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ କୁହେ ନାହିଁ । କାରଣ ସେ ଏହା ଭାବେ ଯେ, ଏହି କଥା ତା ସ୍ବାମୀ ଙ୍କୁ ଆହୁରି ଅସୁବିଧା ଦେବ ଏବଂ ଚିନ୍ତା ରେ ପକାଇବ ।

୪- ପ୍ରାୟତଃ ନାରୀ ମାନେ ନିଜ ସ୍ୱାମୀ ଠାରୁ ପଇସା କଥା ଲୁଚାଇ ରଖିଥାନ୍ତି ଏବଂ ଏହା ବିଷୟରେ ସ୍ୱାମୀ ଙ୍କୁ ମଧ୍ୟ କୁହନ୍ତି ନାହିଁ । ଦରକାର ବେଳେ ସେହି ପଇସା କାମ ରେ ମଧ୍ୟ ଆସିଥାଏ ।


୫- ନାରୀ ମାନେ ସବୁ କଥା ନିଜ ମିତ୍ରଙ୍କୁ କହି ଥାଆନ୍ତି । କିନ୍ତୁ କେବେବି ନିଜ ର ସଫଳତା କିମ୍ବା ଉନ୍ନତି ବିଷୟରେ କହିବା ଉଚିତ ନୁହେଁ । ପରେ ସେମାନେ ହି ବିପଦ ରେ ପକାଇ ଦିଅନ୍ତି । କିନ୍ତୁ ଏହି କଥା ସେ ନିକ ସ୍ୱାମୀ କୁ କହି ନଥାନ୍ତି ।

Leave a Reply

Your email address will not be published. Required fields are marked *