ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କାଷ୍ଟ ଅନୁସାରେ ସେଗୁଡିକ ର ଫୁଲ ଫର୍ମ ବିଷୟରେ କହିବୁ । ଯେହେତୁ ଆମେ ଭାରତୀୟ ତେବେ ଭାରତ ସରକାର ଙ୍କ ଅନୁସାରେ ଯାହାକି ସମସ୍ତ କାଷ୍ଟ ପାଇଁ କିଛି ନା କିଛି ରିଜର୍ଭେସନ ରହିଛି ଯେ, ଯେଉଁ ସମୟରେ ସରକାରୀ ଚାକିରୀ ପାଇଁ ଆପ୍ଲାଏ କରୁଛନ୍ତି । ପ୍ରତ୍ୟେକ କାଷ୍ଟ ପାଇଁ ଅଲଗା ଅଲଗା ରିଜର୍ଭେସନ ରହିଥାଏ । ଶିକ୍ଷା କ୍ଷେତ୍ରରେ ମଧ୍ୟ କାଷ୍ଟ ସର୍ଟିଫିକେଟ ଆବଶ୍ୟକ ହୋଇଥାଏ ।
ତେଣୁ ସମସ୍ତ କାଷ୍ଟ ର ଫୁଲ ଫର୍ମ ଜାଣିବା ନିଶ୍ଚିତ ଭାବରେ ଆବଶ୍ୟକ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. OBC ର ଫୁଲ ଫର୍ମ କଣ?
ଉତ୍ତର- Other backward classes.
୨. SC ର ଫୁଲ ଫର୍ମ କଣ?
ଉତ୍ତର- Scheduled cast.
୩. ST ର ଫୁଲ ଫର୍ମ କଣ?
ଉତ୍ତର- Scheduled tribes.
୪. GEN ର ଫୁଲ ଫର୍ମ କଣ?
ଉତ୍ତର- General category.
୫. BC ର ଫୁଲ ଫର୍ମ କଣ?
ଉତ୍ତର- Backward classes.
୬. SEBC ର ଫୁଲ ଫର୍ମ କଣ?
ଉତ୍ତର- Socially educationally
backward classes.
୭. EWS ର ଫୁଲ ଫର୍ମ କଣ?
ଉତ୍ତର- Economically weaker section.
୮. EBC ର ଫୁଲ ଫର୍ମ କଣ?
ଉତ୍ତର- Economically backward classes.
୯. OC ର ଫୁଲ ଫର୍ମ କଣ?
ଉତ୍ତର- Open category.
୧୦. UR ର ଫୁଲ ଫର୍ମ କଣ?
ଉତ୍ତର- Unreserved category.
୧୧. PWD ର ଫୁଲ ଫର୍ମ କଣ?
ଉତ୍ତର- Persons with disabilities.
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମସ୍ତ କାଷ୍ଟ ଗୁଡ଼ିକର ଫୁଲ ଫର୍ମ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣ ମାନଙ୍କ କଣ ମତାମତ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।