ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।
Jokes- 1
ଶିକ୍ଷକ: ଦୁନିଆରେ ସମୁଦାୟ କେତୋଟି ଦେଶ ଅଛି ?
ରାଜୁ: କେବଳ ଗୋଟିଏ ସାର, ଭାରତ ।
ଶିକ୍ଷକ: ତାହେଲେ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ପାକିସ୍ତାନ, ଜର୍ମାନୀ ଆଉ ଅନ୍ୟ ଦେଶ ଗୁଡିକ ?
ରାଜୁ: ସାର, ସେ ସବୁ ବିଦେଶ ଅଟେ ।
Jokes- 2
ସୋନୁର ସ୍ତ୍ରୀ ହସ୍ପିଟାଲରେ ଆଡମିଟ ଥିଲା
ଡାକ୍ତର- I’m sorry… ଆପଣଙ୍କ ସ୍ତ୍ରୀ ମାତ୍ର ଆଉ ଦୁଇ ଦିନର ମେହମାନ ।
ସୋନୁ- ଡାକ୍ତର ବାବୁ ଏଥିରେ ସରି କହିବାର କଣ ଅଛି…
ଦୁଇ ଦିନ ତ ଜମା ଆଉ, ଯେମିତି ସେମିତି କରିକି କାଟିଦେବି ଆଉ…!!
Jokes- 3
ଯଦି କେଉଁ ସ୍ତ୍ରୀ କୁହେ କି ସେ ନିଜ ସ୍ଵାମୀ ଠୁ ଅଧିକ
ତା ପିଲାଙ୍କୁ ଭଲ ପାଏ
ତେବେ ସେ ମିଛ କହୁଛି…
କାରଣ ସେ ନିଜ ପିଲାଙ୍କୁ ପଡୋଶୀ ସ୍ତ୍ରୀ ପାଖେ ଛାଡି ଦେଇ ଯାଇପାରେ,
କିନ୍ତୁ ସେ ନିଜ ସ୍ବାମୀଙ୍କୁ କେବେ ମଧ୍ୟ ଛାଡି ଯାଇ ପାରିବ ନାହିଁ ।
Jokes- 4
ସ୍ତ୍ରୀ ସ୍ଵାମୀକୁ ମେସେଜ କଲା-
ତୁମକୁ ପଡୋଶୀ ସ୍ତ୍ରୀ କେମିତି ଲାଗେ ?
ସ୍ତ୍ରୀ କୁ ଖୁସି କରିବାକୁ ପତି ଜବାବ ଦେଲା-
ପୁରା ମାଙ୍କେଡି ପରି ଲାଗେ
ସ୍ତ୍ରୀ- ଠିକ ଅଛି ତାହେଲେ…!
Jokes- 5
Rose Day, Propose Day, Chocolate Day,
Teddy Day, Promise Day, Kiss Day, Hug Day..
Valentine’s Day
ଏହି ସବୁ ବାହାଘର ପୂର୍ବର ତାମସା
ବାହାଘର ପରେ କେବଳ…
ଟିଫିନ ଦେ, ଚାହା ଦେ, ରୁମାଲ ଦେ, କମ୍ବଳ ଦେ, ଶୋଇବାକୁ ଦେ
ଆଉ ମୋତେ ବଞ୍ଚିବାକୁ ଦେ…!!
Jokes- 6
ବବ୍ଲୁ- ମୋତେ ଲାଗୁଛି ସେ ଝିଅକୁ ଭଲ ସେ ଶୁଣା ଯାଉନି ।
ମୁଁ ଗୋଟେ କଥା କାହାଉଛି ଆଉ ସେ ଆଉ ଗୋଟେ ।
ଡବ୍ଲୁ- ଆଛା! କେମିତି ?
ବବ୍ଲୁ- ମୁଁ କହିଲି… ଆଇ ଲଭ ୟୁ
ସେଇଠୁ ସେ କହିଲା ମୁଁ କାଲି ହିଁ ନୂଆ ସ୍ୟାଣ୍ଡେଲ କିଣିଛି…!
ବହୁତ କନଫ୍ଯୁଜନ ହେଉଛି…
Jokes- 7
ସାଣ୍ଟାର ନୂଆ ନୂଆ ବାହାଘର ହୋଇଥିଲା ଆଉ ସାଣ୍ଟା ବହୁତ କନଫ୍ଯୁଜନରେ ଥିଲା
ବାଣ୍ଟା ପଚାରିଲା କଣ ହେଇଛି ?
ସାଣ୍ଟା- ୟାର ମୋ ସ୍ତ୍ରୀ ର ସ୍ମାଇଲ ଦେଖିକି ମୁଁ କନଫ୍ଯୁଜ ହେଇ ଯାଉଛି
ବାଣ୍ଟା- କଣ ପାଇଁ ?
ସାଣ୍ଟା- ସେ ଯେତେବେଳ ବି ହସୁଛି, ଜଣା ପଡୁନି…
ହସି ହସି ଦେଖୁଛି କି ଦେଖିକି ହସୁଛି…
Jokes- 8
ସ୍ତ୍ରୀ ବାଇକରେ ବସିବା ପରେ ସ୍ବାମୀର ଜଙ୍ଘ ଉପରେ କାହିଁକି ହାତ ରଖିଥାଏ ? ଜାଣିଛ କି ?
କାରଣ ସ୍ବାମୀର ପକେଟରୁ ଗୁଟୁଖା ବା ଚୂନ ଡବା ଯେମିତି ରାସ୍ତାରେ ଗାଳି ନପଡୁ…!!!